ଦେଖନ୍ତୁ ଭି଼ଡିଓ !Riteish Deshmukh ଏବଂ ତାଙ୍କ ,ସ୍ତ୍ରୀ Genelia D’Souza ଙ୍କ ଏହି ବେଡରୁମ୍ ଭିଡିଓ ଏବେ ସୋସିଆଲ୍ ମିଡିଆରେ ନିଆଁ ପରି ଭାଇରାଲ ହେଉଛି……..ଛି ଛି

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ ସୁନ୍ଦର କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହେବେ , କାରଣ ଏପରି କିଛି କଥା ଆପଣ ମାନେ ହୁଏତ ଜାଣିବା ପାଇଁ ଚାହୁଁଥିବେ । ଆପଣ ମାନେ ତ ଅନେକ ପିଲ୍ମ ଦେଖୁତିବେ ସେ ଓଲିଉଡ ହେଉ କି ବଲିଉଡ ହେଉ କି ଟଲିଉଡ । ଏହା ସହିତ ସେହି ସମସ୍ତ ଫିଲ୍ମରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ବହୁତ ଭଲ ପାଉଥିବେ ଏବଂ ସେମାନଙ୍କ ମଧ୍ୟରୁ କେହି ଆପଣଙ୍କର ଜଣେ ନିଶ୍ଚିତ ରୂପେ ଫେବୋରାଇଟ ଥିବେ ।

ଏହା ସହିତ ଆପଣ ମାନେ ଯାହାକୁ ବେସି ପସନ୍ଦ କରୁଥିବେ କି ଯାହାଙ୍କର ଆକ୍ଟିଙ୍ଗକୁ ବହୁତ ପସନ୍ଦ କରୁଥିବେ ତେବେ ସେହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ଇଚ୍ଛା କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଲାକାରଙ୍କ ବିଷୟରେ କହିବୁ ।

ଆପଣ ମାନେ ତ ବଲିଉଡ ଜଗତ ସହିତ ବହୁତ ଭଲ ଭାବେ ପରିଚିତ ଥିବେ , ବଲିଉଡର ପ୍ରତ୍ୟେକ କଳାକାର ମାନଙ୍କୁ ବହୁତ ଭାଲ ଭାବେ ଜାଣିଥିବେ । ଏହା ସହିତ ଅନେକ ସମୟରେ ଏହି ବଲିଉଡ ଜଗତରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳିଥାଏ ।

ଏହିଠାରେ କେତେବେଳେ କଣ ଘଟିଯିବା ତାହା କେହି କହିପାରିବେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଜଡ ଜଗତର କଳାକାର ରିତେଶ ଦେଶମୁଖ ଏବଂ ତାଙ୍କର ସ୍ତ୍ରୀ ଜେନେଲେ ଡିସୁଜାଙ୍କ ବିଷୟରେ କହିବୁ ।

ଆପଣ ମାନେ ଜାଣିଛନ୍ତି କି ରିତେଶ ଦେଶମୁଖ ଜେନେଲେ ଡିସୁଜାଙ୍କୁ ବିବାହ କରିଛନ୍ତି ଏବଂ ବିବାହ ପରେ ତାଙ୍କର ବୌବାହିକ ଜୀବନ ମଧ୍ୟ ବହୁତ ସୁନ୍ଦର ଭାବେ ଚାଲିଛି । ଏବେକା ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଚି କି ରିତେଶ ଦେଶମୁଖ ନିଜ ସ୍ତ୍ରୀ ସହିତ ବହୁତ ମଜ୍ଜା ମସ୍ତି କରୁଥିବାର ଏବଂ ତାଙ୍କୁ ବହୁତ ଭଲ ପାଇବା ଦେଉଥିବାର । ଏହା ସହିତ ତାଙ୍କର ଦୁଇଟି ପୁଅ ରହିଛି ତେବେ ସେହି ପୁଅ ମାନଙ୍କ ସହିତ ସେମାନେ ବହୁତ ମଜ୍ଜା କରୁଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳିଛି କି ତାଙ୍କର ପୋଷା କୁକୁର ତାଙ୍କର ପୁଅ ମାନଙ୍କ ଉପରେ ଖେଳୁଥିବାର , ପିଲା ମାନଙ୍କ ଉପରକୁ ଉଠିଯାଉଛନ୍ତି ତାଙ୍କ ପଚେ ପଛେ ଘୁରୁଛନ୍ତି । ଏହା ସହିତ ରିତେଶଙ୍କର ସ୍ତ୍ରୀ ଜେନେଲ ଡିସୁଜା ଏକ ପାଇପ ବିତରୁ ବାହାରୁଛନ୍ତି ଗୋଟିଏ ଚକ୍ରି ପରି ତା ଭିତରେ ପଶି ସେଥିରୁ ବାହାରୁଛନ୍ତି ଏପରି ଅନେକ ଖେଳ ଖେଳୁଛନ୍ତି ଏବଂ ବହୁତ ଖୁସି ମଧ୍ୟ ରହିଛନ୍ତି । ତେବେ ଏଥିରୁ ତାଙ୍କର ଭଲ ପାଇବା ଏବଂ ମଜ୍ଜା ମସ୍ତି ସବୁ ଦେଖିବାକୁ ମିଳୁଛି । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।