viral video – କ୍ଷେତରେ ଦୀର୍ଘ ଦିନ ଧରି ରହି ଆସୁଥିଲା ବିଶାଳକାୟ ନାଗ ସାପ…..ସାପ ଟିକୁ ଯେଉଁ ଭଳି ବିପଦ ଜନକ ପରିସ୍ଥିତି ରେ ଉଦ୍ଧାର କରାଯାଇଥିଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ….. ଦେଖନ୍ତୁ ଏହି ଭାଇରଲ ଭିଡିଓ ଟିକୁ……

ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ।

ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ।

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି।ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ।


ତେବେ ଗୋଟିଏ ଗ୍ରାମ ର ଏକ ସ୍ଥାନରେ କିଛି ଦିନ ହେବ ଗ୍ରାମ ପାଖରେ ଥିବା ଏକ କ୍ଷେତରେ ଗୋଟିଏ ସୁନା ରଙ୍ଗର ନାଗ ସାପ ବା ଗ୍ଲଡେନ କବ୍ରା ସାପଟି ଲୁଚି କରି ରହିଥିଲା। ତେବେ ଗ୍ରାମ ର କିଛି ଲୋକ ସେହି ରାସ୍ତା ଦେଇ ଯିବା ସମୟରେ ଏକ ବଡ଼ ନାଗ ସାପ କୁ ଦେଖି ଡରିଗଲେ ,ଆଉ ସାପ ଟି ଏଠାରେ ରହିଲେ ଲୋକ ଙ୍କୁ ପରେ ଅସୁବିଧା ରେ ପକେଇପାରେ ବୋଲି ଚିନ୍ତା କଲେ। ତେଣୁ ସେମାନେ ଜଙ୍ଗଲ ବିଭାଗ କୁ ଏ ବିଷୟରେ ଜଣେଇଲେ।

ଆଉ ଜଙ୍ଗଲ ବିଭାଗ ରୁ ଜଣେ ମହିଳା ସାପ ଧରାଳି ଜଣଙ୍କ ସେଠାରେ ଆସି ଦେଖିଲେ କି ସାପଟି ସେହି କ୍ଷେତ ରେ ଥିବା ଗାତ ରେ ଲୁଚି କରି ରହିଛି। ତେଣୁ ସେ ବହୁତ କୌଶଳ ରେ ଗ୍ଲଡେନ କବ୍ରା କୁ ନିଜ ବାକୁ ରେ ଆଣିଲେ ଏବଂ ଅତ୍ୟନ୍ତ ବିପଦ ପୂର୍ଣ ଅବସ୍ଥାରେ ନାଗ ସାପ ଟିକୁ ଉଦ୍ଧାର କରି ନିଜ ସହ ଜଙ୍ଗଲ କୁ ନେଇଗଲେ। ତେବେ ସାପ ଧରାଳି ଜଣଙ୍କ କହିଛନ୍ତି କି ଏହି ନାଗ ସାପ ମାନଙ୍କର କାମୁଡ଼ିବାର ଉପାୟ ପୁରା ନିର୍ଦ୍ଦିଷ୍ଟ ରହିଥାଏ, ତେଣୁ ଏହି ସାପ ଠାରୁ ଦୂରରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।