ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ , ନ ଦେଖିଲେ ବିଶ୍ୱାସ କରିବେନି…. 75 କୋଟି ଲୋକ ଦେଖି ସାରିଲେଣି…
ଆମେ ତ ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡ଼ିଓ ମାନ ଦେଖିବାକୁ ପାଇ ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଭିଡ଼ିଓ ଆସି ପହଞ୍ଚି ଥାଏ ଯାହାକି ମନକୁ ଖୁବ ଖୁସି ଦେଇ ଥାଏ | ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ | ମହିନ୍ଦ୍ରା ଗ୍ରୁପ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଗତ 18 ତାରିଖ ରେ ତାଙ୍କ ଟୁଇଟର ଆକାଉଣ୍ଟ ରେ ଏକ ଭିଡ଼ିଓ ପୋଷ୍ଟ କରି ଥିଲେ | 30 ସେକେଣ୍ଡ ରେ ଏହି ଭିଡ଼ିଓ ଟିରେ ଜଣେ ବ୍ୟକ୍ତି ବସ ଓ ଟ୍ରକ ରେ ବାଜୁଥିବା ହନ ଭଳି ସ୍ୱର କରୁଥିବା ଦେଖିବା ପାଇଁ ମିଳିଛି | ଏହି ବ୍ୟକ୍ତି ଜଣଙ୍କ ପ୍ରଥମେ ଟ୍ରକ ର ହନ ଭଳି ସ୍ୱର କରୁଛନ୍ତି, ତାପରେ ନିକଟରେ ଜଣେ ବ୍ୟକ୍ତି ବସ ହନ ଭଳି ସ୍ୱର କରିବା ପାଇଁ କହୁ ଥିବା ଶୁଣା ଯାଉଛି | ଆଉ ଏହାପରେ ସେ ବ୍ୟକ୍ତି ଙ୍କର କଥା ଶୁଣି ସେ ବସ ର ହନ ଭଳି ସ୍ୱର କରୁଛନ୍ତି |
ପରେ ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ଜଣଙ୍କ କିଛି ବସ ର ନାଁ ନେଇ ସେଗୁଡିକ ରେ ବାଜୁ ଥିବା ହନ ର ସ୍ୱର କରିବା ପାଇଁ ତାଙ୍କୁ କହୁଛନ୍ତି | ତାଙ୍କ କଥା ମାନି ବ୍ୟକ୍ତି ଜଣଙ୍କ ଗୋଟିଏ ପରେ ଗୋଟିଏ ବିଭିନ୍ନ ପ୍ରକାର ର ହନ ର ସ୍ୱର କରୁଛନ୍ତି | ଏହି ଭିଡ଼ିଓ ଟିକୁ ଏବେ ଲୋକେ ବେସ ପସନ୍ଦ କରିଛନ୍ତି, ମାତ୍ର 5 ଦିନରେ ଏହାକୁ 71 ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ଖୁବ ପସନ୍ଦ ମଧ୍ୟ କରିଛନ୍ତି | କେହି କେହି ଏହି ସୁନ୍ଦର ଭିଡ଼ିଓ କୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି, ତାଙ୍କର ପ୍ରତିଭା ଅଧିକ ରୁ ଅଧିକ ଲୋକ ଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କିଛି ୟୁଜର୍ସ ଲେଖିଛନ୍ତି |
ଆନନ୍ଦ ମହିନ୍ଦ୍ରା ଏହି ଭିଡ଼ିଓ ଟିକୁ ପୋଷ୍ଟ କରି ଲେଖିଛନ୍ତି ଯେ ଯାନ ବାହାନ ଲୋକ ମାନଙ୍କ ଦୈନନ୍ଦିନ ଜୀବନ କୁ ଵିବୋହିତ କରେ ଏହା ଆମକୁ ସେହି କଥା ମନେ ପକାଇ ଦେଇଛି | ତେବେ ଏହି ବ୍ୟକ୍ତି ଜଣଙ୍କ ଇଣ୍ଡିଆ ଗଡ଼ ଟ୍ୟାଲେଣ୍ଟ ରେ ସାମିଲ ହେବା ଉଚିତ |
ଅବଶ୍ୟ ଏହି ବ୍ୟକ୍ତି ଜଣଙ୍କ କିଏ ଆଉ ଏହି ଭିଡ଼ିଓ ଟି କେଉଁ ସ୍ଥାନର ସେହି ସମ୍ପର୍କ ରେ ଆନନ୍ଦ ମହିନ୍ଦ୍ରା କିଛି ଲେଖି ନାହାଁନ୍ତି | ଏଠାରେ ଆମେ କହି ରଖୁଛୁ କି ଆନନ୍ଦ ମହିନ୍ଦ୍ରା ପୂର୍ବରୁ ତାମିଲନାଡୁ ର ବଦିଭେଲମ ପାଲୟମ ରେ 80 ବର୍ଷ ର ବୃଦ୍ଧ ମହିଳା ଙ୍କ କଥା ମଧ୍ୟ ସେୟାର କରି ଥିଲେ | ଏହି ବୃଦ୍ଧା ଜଣଙ୍କ ଏବେ ବି ଏକ ଟଙ୍କା ରେ ଇଟିଲି ବିକ୍ରି କରନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।