ମିଡ଼ିଆ ଆଗରେ ନିଜ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ହଟ ଅଭିନେତ୍ରୀ ରଚନା ବାନାର୍ଜୀ ( RACHANA BANARJI )ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ କଥା ଆପଣ ମାନେ ପ୍ରତେକ ଦିନ ଶୁଣିବାକୁ ପାଉଥିବେ । ତାହା ସହିତ ସୋସିଆଲ ମିଡିଆ ଜରିଆରେ ଆମେ ମାନେ ଅନେକ ଏକ୍ଟର ଙ୍କ ସହିତ ମିଶିବାର ସୁଯୋଗ ମଧ୍ୟ ପାଇଥାଉ ବୋଲି କୁହାଯାଉଛି । ଏହା ଛଡା ଅନେକ ଏକ୍ଟର ଏବଂ ଏକ୍ଟ୍ରେସ୍ ମାନଙ୍କର

ମନର କଥା ମଧ୍ୟ ଜାଣିବାକୁ ମିଳିଥାଏ ଏହି ସୋସିଆଲ ମିଡ଼ିଆ ଜରିଆରେ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବେଶ୍ ଜଣାଶୁଣା ଅଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ବିଷୟରେ ।ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ନେଇକି କଣ କହୁଛନ୍ତି ସେ ବିଷୟରେ ଜାଣିବା ।

ତେବେ ଆପଣ ମାନେ ସମସ୍ତେ ଅଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ।ସେ ଜଣେ ବଙ୍ଗାଳୀ ଝିଅ କିନ୍ତୁ ତାଙ୍କର ଅଭିନୟ ଥିଲା ସବୁଠୁ ଉପରେ ଆଉ ଅଭିନୟ ମାଧ୍ୟମରେ ପ୍ରତେକ ଓଡ଼ିଆ ଙ୍କ ହୃଦୟ କୁ କିଣି ନେଇଛନ୍ତି ସେହି ଅଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀ। ତାହା ସହିତ କୁହାଯାଉଛି

କି ଓଡ଼ିଆ ରେ ସେ ଅନେକ ଫିଲ୍ମ କରିଛନ୍ତି ଆଉ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ଅଭିନେତା ସୁମନ ବୋଲି କୁହାଯାଉଛି । ତାହା ସହିତ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରିଛନ୍ତି , ଆଉ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଘର କରିଛନ୍ତି ରଚନା।

ଆଉ ଆଜି ପର୍ଯ୍ୟନ୍ତ ଲୋକେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ,ଆଉ ସମସ୍ତଙ୍କର ଆଶା ମଧ୍ୟ ରହିଛି ରଚନା ଆସିବେ ଆଉ ଓଲିଉଡ୍ ରେ ସିଦ୍ଧାନ୍ତ ଙ୍କ ସହ ଫିଲ୍ମ କରି ସେହି ହିଟ୍ ଯୋଡ଼ିକୁ ଦର୍ଶକ ମାନେ ପୁଣିଥରେ ଦେଖିବା ପାଇଁ ସୁଯୋଗ ପାଇବେ।

ଆଉ ଯାହାକୁ ନେଇକି ରଚନା କହିଛନ୍ତି କି ଜି ସାର୍ଥକ ତରଫରୁ ଏକ ଆୱାର୍ଡ ଶୋ ରେ ହଷ୍ଟ କରିବା ପାଇଁ ସେ ଆସିଛନ୍ତି । ତେବେ ଜି ସହିତ ସେ କାମ କରିଛନ୍ତି ଆଉ ସେଥିପାଇଁ ସେ ଜି ସାର୍ଥକ କୁ ଆସିଛନ୍ତି ।

ଆଉ ତାଙ୍କର କହିବା କଥା କି ସେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ କାମ କରିଛନ୍ତି ଆଉ ସେ ଏଠାକୁ ଆସି ଅନେକ ପ୍ରଡୁସର ଡିରେକ୍ଟର ମାନଙ୍କ ସହିତ ଦେଖା କରି ଖୁସି ଅଛନ୍ତି ।

ଆଉ ତାଙ୍କର କହିବା କଥା କି ଏବେ ଆଉ ସେହି କଳାକାର ମାନେ ନାହାନ୍ତି ସେମାନେ ଚାଲି ଗଲେଣି ।ଗୋଟିଏ ଫିଲ୍ମ ଖାଲି ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ହୋଇଥାଏ ତାହା ନୁହଁ ସମସ୍ତଙ୍କ ର ଅନଶ୍ୟକତା ରହିଛି ଫିଲ୍ମ ଟି ଭଲ ହେବା ପାଇଁ ।

ଆଉ ସେ କହିଛନ୍ତି କି କମ ବଜେଟ ରେ ଭଲ ଭଲ କଳାକାର ମାନଙ୍କୁ ନେଇକି ଯଦି ଭଲ ଷ୍ଟୋରି ନେଇକି ଫିଲ୍ମ ହେବ ତାହେଲେ ଦର୍ଶକ ମାନେ ସେହିଭଳି ଫିଲ୍ମ କୁ ଦେଖିବା ପାଇଁ ପସନ୍ଦ କରିବେ ଆଉ ସେ ମଧ୍ୟ ସମୟ ମିଳିଲେ ଓଡ଼ିଆ ଦର୍ଶକ ଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।