ଦେଖନ୍ତୁ ଭିଡ଼ିଓ ! ଅଧରାତିରେ ତାମିଲନାଡୁ ଓ ପଣ୍ଡିଚେରୀର ସମୁଦ୍ରଟତରେ ମାଡ ହୋଇଛି, ଦେଖନ୍ତୁ ” ନିଭାର ” ର ତାଣ୍ଡବ ଲୀଳା….

ପୁଣି ଥରେ ଆସି ଯାଇଛି ବାତ୍ୟା ଭାରତ ରେ। ନିଭାର ନାମକ ଏହି ବାତ୍ୟା ଏବେ ସିଭିଆର୍ ବାତ୍ୟା ର ରୂପ ନେଇଛି ।। ନିଭାର ନାମକ ଏହି ବାତ୍ୟା ତାମିଲନାଡୁ ଓ ପଣ୍ଡିଚେରୀ ର ସମୁଦ୍ର ତଟ ରେ ଆସି ମାଡ ହୋଇଛି ଓ ଭୀଷଣ ବର୍ଷା ତଥା ପବନ ର ଗତି ସେଠାକାର ଲୋକ ମାନଙ୍କ ପରିସ୍ଥିତି ଶୋଚନୀୟ କରି ଦେଇଛି । ତେବେ ଚାଲନ୍ତୁ ଜାଣିବା ଏହି ଦୁଇଟି ରାଜ୍ୟର ପରିସ୍ଥିତି କିପରୋ ରହିଛି ଆଉ ଆଗକୁ ଏହି ସାଇକ୍ଲୋନ ର କଣ ପ୍ରଭାବ ରହିବ । ଚାଲନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ବର୍ତ୍ତମାନ କରନା ସଂକ୍ରମଣ ଯୋଗୁ କିପରି ଅବସ୍ଥା ଅଛି ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ବର୍ଷା ଶେଷରେ ଆସି ପହଞ୍ଚି ଯାଇଛନ୍ତି ନିଭାର ବାତ୍ୟା ।

ଯାହାକି ଏବେ ଶିଭିଅର ଶୈକ୍ଲୋନ ର ରୂପ ନେଇଛି । ଭାରତ ର ଦୁଇଟି ରାଜ୍ୟ ରେ ତଥା ତାମିଲନାଡୁ ଓ ପଣ୍ଡିଚେରୀ ରେ ରାତି ଅଧା ରେ ଆସି ମାଡ ହୋଇଛି । ଏହି ଦୁଇଟି ରାଜ୍ୟ ରେ ଭୀଷଣ ବର୍ଷା ହେବା ସହିତ ପବନ ର ଗତି ତୀବ୍ର ରହିଛି । ଏହି ବର୍ଷା ଚେନ୍ନାଇ, କୁଣ୍ଡଳମ୍ ଓ ମହବଳିପୁରମ୍ ସମେତ ଅନ୍ୟ ସ୍ଥାନ ରେ ଦେଖା ଯାଇଛି ଓ ପଣ୍ଡିଚେରୀ ରେ ବର୍ଷା ସମେତ ପବନ ର ଗତି ମଧ୍ୟ ତୀବ୍ର ରହିଛି।

ପାଣି ପାଗ ବିଭାଗ ସୂଚନା ଅନୁସାରେ ନିଭାର ବାତ୍ୟା ୨୫ ତାରିଖ ସକାଳ ୮ ଟା ରୁ ୨୬ ତାରିଖ ରାତି ୧.୩୦ ରେ ପଣ୍ଡିଚେରୀ ରେ ୨୨୫ nm ବର୍ଷା ଓ କୁଣ୍ଡଳପୁରମ୍ ରେ ୨୨୪ nm ର ବର୍ଷା ହୋଇଛି ବୋଲି ଜଣା ପଡିଛି । ତାମିଲନାଡୁ ଠାରେ ଏକ ଲକ୍ଷ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥନତାରିତ କରା ଯାଇଛି ।

ଏହି ନିଭାର ବାତ୍ୟା ସମୁଦ୍ର ତଟ ରେ ମାଡ ହୋଇ ସାରିଛି । ୨୫ ନଭେମ୍ବର ରାତି ୧୧.୩୦ ଠାରୁ ୨୬ ନଭେମ୍ବର ୨.୩୦ ରେ ନିଭାର ର ଲ୍ୟଣ୍ଡଫଲ ହୋଇଛି । ଏହି ଲ୍ୟଣ୍ଡଫଲ ପରେ ଏହାର ଗତି ଧୀରେ ଧୀରେ କମିବାର ଲାଗିଛି । ପଣ୍ଡିଚେରୀ ଠାରେ ଆଗକୁ ପବନ ର ଗତି କମ୍ ହୋଇ ୬୫-୭୫ କିମି ଘଣ୍ଟା ପ୍ରତି ବେଗ ହୋଇ ସରିଛି ।କିନ୍ତୁ ଏହି ବାତ୍ୟା ତାମିଲନାଡୁ ଓ ପଣ୍ଡିଚେରୀ ରେ ବହୁତ୍ କ୍ଷତି କରି ସାରିଛି ।

ରାତି ହେବା ଯୋଗୁଁ ପ୍ରଭାବିତ ସ୍ଥାନ ମାନଙ୍କ ର ସଠିକ୍ ଚିତ୍ର ଆସି ପାରିନାହିଁ । କିନ୍ତୁ ଏହି ବାତ୍ୟା ଯୋଗୁଁ ସେଠାକାର ଲୋକ ମାନଙ୍କ ର ଅବସ୍ଥା ଶୋଚନୀୟ ରହିଛି । ସୂଚନା ଅନୁସାରେ ନିଭାର ରେ ପବନ ର ବେଗ ରାତି ୨ ଟା ରେ ୧୦୦-୧୧୦ କିମି ରହିଛି । କିନ୍ତୁ ଏହାର ଗତି ଧୀରେ ଧୀରେ କମିବାକୁ ଯାଉଛି । ଏହାର ଗତି ଏବେ କମି ଉତ୍ତର ଓ ପଶ୍ଚିମ ଦିଗ ରେ ବଢ଼ିବାକୁ ଯାଉଛି । କିନ୍ତୁ ଧୀରେ ଧୀରେ ଏହାର ଗତି କମିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।