ଅଦ୍ଭୁତ ଜଡ଼ିବୁଟି ଅପରାଜିତା ଭଲ କରିଥାଏ ଏହି ୮ ଟି ଭୟଙ୍କର ରୋଗ ନିଶ୍ଚୟ ଜାଣି ରଖନ୍ତୁ

ପ୍ରାୟତଃ ସମସ୍ତ ଉଦ୍ଭିଦ ର କିଛି ନା କିଛି ଔଷଧିୟ ଗୁଣ ରହିଥାଏ।ଏହା ଆମେ ସମସ୍ତେ ଜାଣିଛୁ।ସେ ଫୁଲ ଜାତୀୟ ଉଦ୍ଭିଦ କି ଫଳ ଜାତୀୟ ଉଦ୍ଭିଦ ହେଉ ତାର ଉପକାରିତା ଆମେ ପ୍ରତ୍ୟକ୍ଷ ନହେଲେ ପରୋକ୍ଷ ରେ ପାଇଥାଉ। ସେହିଭଳି ଆପଣ ଅପରାଜିତା ଫୁଲ ଦେଖିଥିବେ।ଏହା ପ୍ରାୟତଃ ସମସ୍ତଙ୍କ ଘରେ ଥାଏ। ନୀଳ, ଧଳା ଆଦି ରଙ୍ଗର ଅପରାଜିତା ଫୁଲ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏହି ଫୁଲର ଔଷଧୀୟ ଗୁଣ ପ୍ରାୟତ ସମସ୍ତଙ୍କୁ ଜଣା ନଥାଏ।

ପ୍ରାୟତଃ ସମସ୍ତ ଉଦ୍ଭିଦ ର କିଛି ନା କିଛି ଔଷଧିୟ ଗୁଣ ରହିଥାଏ।ଏହା ଆମେ ସମସ୍ତେ ଜାଣିଛୁ।ସେ ଫୁଲ ଜାତୀୟ ଉଦ୍ଭିଦ କି ଫଳ ଜାତୀୟ ଉଦ୍ଭିଦ ହେଉ ତାର ଉପକାରିତା ଆମେ ପ୍ରତ୍ୟକ୍ଷ ନହେଲେ ପରୋକ୍ଷ ରେ ପାଇଥାଉ।

ସେହିଭଳି ଆପଣ ଅପରାଜିତା ଫୁଲ ଦେଖିଥିବେ।ଏହା ପ୍ରାୟତଃ ସମସ୍ତଙ୍କ ଘରେ ଥାଏ। ନୀଳ, ଧଳା ଆଦି ରଙ୍ଗର ଅପରାଜିତା ଫୁଲ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏହି ଫୁଲର ଔଷଧୀୟ ଗୁଣ ପ୍ରାୟତ ସମସ୍ତଙ୍କୁ ଜଣା ନଥାଏ। ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ରହିଛି। ଅପରାଜିତା ର ଧଳା ରଙ୍ଗର ପୁଷ୍ପକୁ ବିଷ୍ଣୁକାନ୍ତା ବୋଲି କୁହା ଯାଏ କାରଣ ଏହା ଭଗବାନ୍ ବିଷ୍ଣୁଙ୍କ ଅତିପ୍ରିୟ ଏବଂ ଧଳା ରଙ୍ଗର ପୁଷ୍ପ ମା ଦୁର୍ଗାଙ୍କ ର ପ୍ରିୟ ହୋଇଥାଏ।

ଏହା ଭଗବାନ ଶିବଙ୍କର ମଧ୍ୟ ପ୍ରିୟ ହୋଇ ଥିବାରୁ ଏହାକୁ ଅପରାଜିତା ଫୁଲ ଏକ ପାଖୁଡ଼ା ଏବଂ ଦୁଇ ପାଖୁଡା ବିଶିଷ୍ଟ ହୋଇଥାଏ।ଏହି ଫୁଲକୁ ନବରାତ୍ରି ପୂଜାରେ ନଅ ବନସ୍ପତି ଙ୍କ ମଧ୍ୟରେ ବ୍ୟବହାର କରା ଯାଇଥାଏ ଯାହା ଏକ ପାଖୁଡ଼ା ବିଶିଷ୍ଟ ହୋଇଥାଏ।ଏହି ପୁଷ୍ପକୁ ଗୋକର୍ଣ୍ଣୀ ଓ ଅଶ୍ୱଖୁରା ମଧ୍ୟ କୁହାଯାଏ।ଏହି ପୁଷ୍ପକୁ ଯୋନିପୁଷ୍ପ ତଥା ଭଗପୁଷ୍ପ ମଧ୍ୟ କୁହାଯାଏ । ଏହି ପୁଷ୍ପ ଗଛରେ ଫଳୁଥିବା ଫଳ ଭିତରେ ୫ରୁ ୧୦ଟି ମଞ୍ଜି ରହିଥାଏ।

ବ୍ୟବହାର – 

୧) ତେବେ ଅପରାଜିତା ଏକ ଆୟୁର୍ବେଦିକ ବନସ୍ପତି ହୋଇ ଥିବାରୁ ଏହା ବିଭିନ୍ନ ପ୍ରକାର କାର୍ଯ୍ୟରେ ଆସିଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ରହିଥିବା ସହିତ ଏଥିରେ ଜୀବାଣୁ ପ୍ରତିରୋଧକ ର କ୍ଷମତା ରହିଛି।

୨)ଏହାକୁ ଗୁଣ୍ଡ କରି ମହୁ ମିଶାଇ ସେବନ କରିବା ସହିତ ଏହାର ଲେପ ପ୍ରସ୍ତୁତ କରି ମଧ୍ୟ ଆପଣ ଚର୍ମ, ମୁହଁ,ଆଖି ରୋଗର ଚିକିତ୍ସା ପାଇଁ ବ୍ୟବହାର କରି ପାରିବେ।

୩) ଅପରାଜିତା ପତ୍ର ସେବନ କରିବା ଦ୍ୱାରା ମୁଣ୍ଡବ୍ୟଥା, ପାଗଳାମି, ମୃଗୀ ରୋଗ କିମ୍ବା ଉଦାସୀନତା ରୋଗ ଦୂର ହୋଇଥାଏ।

୪) ଏସିଡିଟି, ପେଟ ବ୍ୟଥା, ଅର୍ଶ, କୃମି ରୋଗ ଆଦି ମଧ୍ୟ ଭଲ ହୋଇଥାଏ।

୫) ଲିଭର୍ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

୬) ପୁରୁଷଙ୍କ ଅଣ୍ଡକୋଷରେ ପାଣି ଜମା ହେବା ଜନିତ ସମସ୍ୟା  ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ମୂତ୍ରାଶୟ ଜନିତ ରୋଗ କିମ୍ବା ଯୌନଙ୍ଗ ରେ ସଂକ୍ରମଣ ସମସ୍ୟା ଦୂର ହୋଇଥାଏ।

୭) ମହିଳା ମାନଙ୍କ ରକ୍ତସ୍ରାବ, ମାସିକ ଧର୍ମ ଓ ଗର୍ଭ ଓ ପ୍ରସବ ଜନିତ ସମସ୍ୟା ପାଇଁ ଏହା ମଧ୍ୟ ଅତ୍ୟନ୍ତ ଉପଯୋଗୀ।

୮) ଫାଇଲେରିଆ ଏବଂ ଗଣ୍ଠିବାତ ପାଇଁ ମଧ୍ୟ ଏହା ଅତ୍ୟନ୍ତ ସହାୟକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।