shocking ଭିଡ଼ିଓ – cc tv ରେ ରେକର୍ଡ ହେଲା ମୃତ୍ୟୁର live ଭିଡ଼ିଓ, ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ସିସି ଟିଭି ରେ ଏଭଳି ଏକ ଦୃଶ୍ୟ କଏଦ ହୋଇଛି ଯାହାକୁ ଦେଖୀଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଏହି ଦୃଶ୍ୟ ଟି ହେଉଛି ସହିଦ ନଗର ଥାନାର ଦୃଶ୍ୟ ଯେଉଁ ଦୃଶ୍ୟ କୁ ଦେଖିଲେ ଆପଣ ମଧ୍ୟ କହିବେ ସତରେ ମରଣ କଣ ଏମିତି ବି ଆସି ପାରେ |
ଯେଉଁ ଦୃଶ୍ୟ କୁ ଆପଣ ଦେଖିଲେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ, ସତରେ କଣ ମନୁଷ୍ୟ ଏମିତି ଗପୁ ଗପୁ ତା ପ୍ରାଣ ବାୟୁ ଉଡ଼ି ଯାଏ | ଭିଡ଼ିଓ ରେ ଥିବା ଏହି ଯୁବକ ଜଣଙ୍କୁ ଆପଣ ଭଲ କରି ଦେଖି ନିଅନ୍ତୁ,
ଯିଏ କି ଫୋନ ରେ କଥା ହେଉଛନ୍ତି ତାଙ୍କୁ କିଛି ଯୁବକ ଧରି ଥାନାକୁ ଆଣି ଥିଲେ | ବାସ ଏତିକି ହେଉଛି କଥା କିନ୍ତୁ ଥାନା ଭିତରକୁ ଯୁବକ ଜଣଙ୍କ ଯାଇ ନାହାଁନ୍ତି ଆଉ ଏହାରି ଭିତରେ ଯୁବକ ଜଣଙ୍କ ଫୋନ ରେ କଥା ହେଉଛନ୍ତି ହେଲେ ହଠାତ କଣ ହେଲା କେଜାଣି ଯୁବକ ଜଣଙ୍କ ଟଳି ପଡିଲେ |
ଆଉ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ମଧ୍ୟ ନିଆଗଲା ଆଉ ଯାହାକି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଲେ | ଆଉ ଏହି ଦୃଶ୍ୟ କୁ ଯିଏ ବି ଦେଖୁଛି ସେ କହୁଛି ମରଣ ଟା କଣ ସତରେ ଏମିତି ଆସେ | ବାଟରେ ଚାଲୁ ଚାଲୁ କଥା ହେଉ ହେଉ ପ୍ରାଣ ବାୟୁ ଟା ଫସକିନା ଉଡ଼ିଯାଏ |
ତେବେ ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁରର 42 ବର୍ଷୀୟ ଯୁବକ ବିଚିତ୍ର ପଲେଇ, ଯିଏ ମଞ୍ଚେଶ୍ୱର ଥାନା ଅଧିନ ଗାଡ଼କୋଣ ଅଞ୍ଚଳ ରେ ରୁହନ୍ତି ଯାହାଙ୍କର ଏବେ ମୃତ୍ୟୁ ହୋଇ ଯାଇଛି |
ବିଚିତ୍ର ଭୋଟ କୃଷ୍ଣ ବେହେରା ଏବଂ ତାଙ୍କ ସମ୍ପର୍କୀୟ ଠାରୁ କୁଆଡେ ତିନି ବର୍ଷ ତଳେ ତିନି ଲକ୍ଷ ଟଙ୍କା ଧାର ଆଣି ଥିଲେ ଆଉ ଯାହାକୁ ସୁଜୁ ନଥିଲେ | ଆଉ ସୁଝିବାକୁ କହି ଧରା ଛୁଆଁ ଦେଉ ନଥିଲେ ଶେଷରେ ଭଟକୃଷ୍ଣ ଆଉ ତାଙ୍କ ଭଉଣୀ ନେତ୍ରମଣି ତାଙ୍କୁ ଏକ କାରରେ ପଟିଆ ଅଞ୍ଚଳରୁ ଅପହରଣ କରି ନେଇ ଆସି ଥିଲେ |
ଆଉ ଯେଉଁ କାର ରେ ତିନି ଜଣ ଆସୁ ଥିଲେ ବାଣୀବିହାର ଛକ ପାଖର ହମ୍ସ ପାଖରେ ତାଙ୍କ ଗାଡ଼ି ଟିକେ ସ୍ଲୋ ହେଲା, ଯେଉଁଠି ବିଚିତ୍ର ଗାଡ଼ି ରୁ ଡେଇଁ ଫେରାର ହୋଇ ଯାଇଥିଲେ |
ଆଉ ତାପରେ ତାଙ୍କୁ ଫୋଲୋ କରି କରି ଭାଇ ଆଉ ଭଉଣୀ ଯାଇ ଥିଲେ, କୁହା ଯାଉଛି କି ଭାଇ ଭଟକୃଷ୍ଣ ଆଉ ଭଉଣୀ ନେତ୍ରମଣି କୁଆଡେ ଯୁବକ ଜଣଙ୍କୁ ଗାଡ଼ି ଭିତରେ ଖୁବ ମାରିଛନ୍ତି |
ଆଉ ତାପରେ ବିଚିତ୍ର ପ୍ରାଣ ଭୟରେ ଥାନା ଭିତରକୁ ଦୌଡ଼ି ଯାଇଥିଲେ ଆଉ ତାଙ୍କୁ ଫଲୋ କରି କରି ଭାଇ ଭଉଣୀ ଥାନା ଭିତରକୁ ମଧ୍ୟ ପଶି ଥିଲେ | ଆଉ ସବୁଠାରୁ ବଡ଼ କଥା ହେଉଛି ଯେହେତୁ ଥାନା ପରିସରରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଛି ଏବେ ହାଜତ ମୃତ୍ୟୁ ଗାଇଡ଼ ଲାଇନ ଆଧାରରେ ମାମଲାର ତଦନ୍ତ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।