ଦେଖନ୍ତୁ ଭିଡିଓ ! ଅଧରାତିରେ LIVE ଆସିଲେ ଅର୍ଚ୍ଚିତା ଏପରି କଣ ଘଟିଲା ତାଙ୍କ ସହିତ ପୁରା ଭି଼ଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ପ୍ରିୟ ହିରୋଇନ ଅର୍ଚ୍ଚିତା ସାହୁଙ୍କ ବିଷୟରେ କହିବୁ । ଅର୍ଚ୍ଚିତା ହେଉଛନ୍ତି ଏକ ଚୁଲବୁଲି ନାୟିକା ଯିଏ କି ଅନେକ ପିଲ୍ମ କରିଛନ୍ତି । ଏହା ସହିତ ତାଙ୍କୁ ଚକୋଲେଟ ହିରୋଇନ ମଧ୍ୟ କୁହାଯାଏ । ଅର୍ଚ୍ଚିତା ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି , ଏହା ସହିତ ତାଙ୍କର ଡ୍ୟାନସିଙ୍ଗ ଏବଂ ଆକ୍ଟିଙ୍ଗ ସୁନ୍ଦର ଅଟେ । ଆମେ ଆପଣ ମାନଙ୍କୁ ସେହି ଅର୍ଚ୍ଚିତାଙ୍କର ବିଷୟରେ କହିବୁ , ଅର୍ଥାତ ଏବେ ଏବେକା ସମୟରେ ଅର୍ଚ୍ଚିତା ସାହୁ ଏକ ଭିଡିଓରେ ଲାଇଭ ଆସିଛନ୍ତି ତାଙ୍କର ଫ୍ୟାନ ମାନଙ୍କ ସହ କିଛି ସମୟ ବିତାଇବା ପାଇଁ ।

ଏହା ସହିତ ସେ ତାଙ୍କର ଫ୍ୟାନ ମାନଙ୍କ ସହ ଲାଇଭ ଆସି ବହୁତ ସୁନ୍ଦର ସୁନ୍ଦର କଥା ମଧ୍ୟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଅର୍ଚ୍ଚିତା କଣ କହିଛନ୍ତି ତାଙ୍କର ଫେନ୍ସ ମାନଙ୍କୁ ।

ଅର୍ଚ୍ଚିତା କହିଛନ୍ତି କି ସେ ଏବେକା ସମୟରେ ଏକ ଫିଲ୍ମର ସୁଟିଂରେ ଅଛନ୍ତି ଏବଂ ରାତି ସମୟରେ ମଧ୍ୟ ସୁଟିଂ ଚାଲିଛି । ଫିଲ୍ମର ନାମ ହେଉଛି ରୋଲ ନଂ 27 , ସୁଜାତା ସେନାପତିଙ୍କର । ଏହା ସହିତ ସେ କହିଛନ୍ତି କି ରାତିରେ ଏହି ଫିଲ୍ମର ସୁଟିଂ ହେଉଛି ଏବଂ ରାତିରେ ସଟ ଦିଆଯାଉଛି ତେବେ କେଉଁ ଅବସ୍ଥା ହେଉଥିବ । ତେବେ ସେ ରାତିରେ ନିଦ ନଲାଗିବ ବୋଲି 2 ତିନିଥର ନିଦରେ ଶୋଇକରି ଉଠି ପଡିଲେଣି ।

ତେବେ ଏବେ ଆଉ ଶୋଇବାକୁ ଚାହୁଁନାହାନ୍ତି ସେଥିପାଇଁ ସେ ଲାଇଭ ଆସିବାକୁ ଚାହିଁଛନ୍ତି ଏବଂ ନିଜର ଫ୍ୟାନ୍ସ ମାନଙ୍କ ସହ କିଛି ସମୟ ବିତାଇବା ପାଇଁ ଚାହିଁଛନ୍ତି । ଏହା ସହିତ ସେ କହିଛନ୍ତି କି ତାଙ୍କର ଫ୍ୟାନ ମାନେ ଯେଉଁ ମାନେ ରାତିରେ ଶୋଇନଥିବେ ଏବଂ ତାଙ୍କୁ ଅପେକ୍ଷା କରିଥିବେ ତେବେ ଏବେ ତାଙ୍କ ସହ ସେମାନେ କଥା ହୋଇପାରିବେ ।

 ଏହି ଲାଇଭ ଆସିବା ପରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କର କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଏହାପରେ ସେ ତାଙ୍କର ସୁଟିଂ ସେଟରେ ଥିବା ସମସ୍ତଙ୍କର ରୋଲ ନମ୍ବର ପଚାରୁଛନ୍ତି ଏବଂ ଡାଇରେକଟର ଅଶୋକ ପତିଙ୍କୁ ମଧ୍ୟ ସେ ଦଶମ ଶ୍ରେଣୀର ରୋଲ ନମ୍ବର ପଚାରୁଛନ୍ତି ।

ଏହା ପରେ ଅର୍ଚ୍ଚିତା ସେହି ସୁଟିଂ ସେଟରେ ବୁଲିକରି ତାଙ୍କର ଘର ଦେଖାଉଛନ୍ତି ଅର୍ଥାତ ସେ ଏହି ସମୟରେ କେଉଁ ରୁମରେ ଏବଂ କିପରି ରହୁଛନ୍ତି । ତାହା ପରେ ସେ ରୁମର ବାହାରକୁ ଯାଇଛନ୍ତି ଏବଂ ତାଙ୍କର ଫିଲ୍ମରେ ଯିଏ ଭଉଣୀ କରିଛନ୍ତି ତାଙ୍କୁ ଦେଖାଇଛନ୍ତି ଏବଂ ରୋଲ ନମ୍ବର ମଧ୍ୟ ପଚାରୁଛନ୍ତି । ଏହା ପରେ ସେ ବାହାରକୁ ଯାଇକରି ଲାଇଭ ରହି ନିଜର ଫ୍ୟାନ ମାନଙ୍କ ସହ କଥା ହେଉଛନ୍ତି ।

ସେଠାରେ ଥିବା କ୍ୟାମେରା ମେନ ଏବଂ ଲାଇଟ ମ୍ୟାନଙ୍କୁ ମଧ୍ୟ ସେମାନଙ୍କର ରୋଲ ନମ୍ବର ପଚାରୁଛନ୍ତି ଏବଂ ବହୁତ ମସ୍ତି ମଧ୍ୟ କରୁଛନ୍ତି । ଏହା ପରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କୁ କହିଛନ୍ତି କି ଏବେ ସେ ସଟ ଦେବାକୁ ଯିବେ ତ ତାଙ୍କୁ ଜକାଗଲାଣି ତେଣୁ ପରେ କେତେବେଳେ ଫ୍ରି ହେଲେ ସେ ନିଜ ଫ୍ୟାନ୍ସ ମାନଙ୍କ ସହ ସମୟ ବିତାଇବହା ପାଇଁ ପୁଣି ଥରେ ଲାଇଭ ଆସିବେ । ଏହା ପରେ ସେ ବାଏ କହିଛନ୍ତି ନିଜର ଫ୍ୟାନ୍ସ ମାନଙ୍କୁ ଏବଂ ସଟ ଦେବାକୁ ଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।