ଦେଖନ୍ତୁ ଭିଡ଼ିଓ – ଅଭିନେତ୍ରୀ ଅର୍ଚ୍ଚିତା ଶାଶୁ ଘରେ କେମିତି ନିଜ ହାତରେ ସମସ୍ତଙ୍କୁ ରୋଷେଇ କରି ଦେଉଛନ୍ତି ଦେଖନ୍ତୁ…..
ବାହାଘର ପରେ ସବ୍ୟ କ ଘରେ ପ୍ରଥମ ଥର ପାଇଁ ଋଷେଇ ଘର କୁ ପ୍ରବେଶ କରିଛନ୍ତି ଅର୍ଚ୍ଚିତା। ମାର୍ଚ୍ଚ ୧ ତାରିଖ ରେ ଅର୍ଚ୍ଚିତା ସବ୍ୟ ଙ୍କୁ ବିବାହ କରିଥିଲେ ଆଉ ବିବାହ ର ପ୍ରାୟ ୫ ଦିନ ପରେ ଅର୍ଚ୍ଚିତା ଓଡ଼ିଶା ଫେରିଥିଲେ। ଆଉ ସେଠାରୁ ସେ ନିଜ ଶାଶୁଘର କୁ ଯାଇଥିଲେ ଆଉ ଶାଶୁଘରେ ପ୍ରଥମ ଥର ପାଇଁ ପାଇଁ ହାଣ୍ଡି ଶାଳ କୁ ଯାଇ ରୋଷେଇ କରିଛନ୍ତି ।
ଆଉ ସେହି ମୁହୂର୍ତ୍ତ ର ଫଟୋ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଶାଶୁ ନଣନ୍ଦ ଙ୍କ ସହିତ ସେ ରୋଷେଇ କରୁଥିବା ର ନଜର ଆସିଛନ୍ତି । ଆଉ ବୋହୂ ର ପ୍ରଥମ ହାତ ରନ୍ଧା ରୋଷେଇ ଖାଇ ସାରିବା ପରେ ଅର୍ଚ୍ଚିତା ଙ୍କୁ ତାଙ୍କ ଶାଶୁ କିଛି ଗିଫ୍ଟ ଆକାର ରେ କିଛି ଲଡୁ ଓ ମୋତି ଦେଇ ଥିବାର ନଜର ଆସିଛନ୍ତି ।
ତେବେ ସବ୍ୟସାଚୀ ଙ୍କୁ ଅର୍ଚ୍ଚିତା ବିବାହ କରିଥିଲେ ଆଉ ମାର୍ଚ୍ଚ ୫ ତାରିଖ ରେ ସେ ଓଡ଼ିଶା ଫେରି ଥିଲେ । ଆଉ ଘରକୁ ଫେରି ସାରିବା ପରେ ସବ୍ୟସାଚୀ ଓ ଅର୍ଚ୍ଚିତା କୁ ତାଙ୍କ ମା ବନ୍ଦେଇ ନେଇ ଥିଲେ । ଆଉ ପ୍ରଥମ ଥର ପାଇଁ ଆଜି ଅର୍ଚ୍ଚିତା ଶାଶୁଘରେ ରୋଷେଇ କରିଛନ୍ତି ଆଉ ସମସ୍ତ ଶାଶୁଘର ଲୋକ ମାନଙ୍କୁ ଖାଇବାକୁ ଦେଇଛନ୍ତି । ତେବେ ଅର୍ଚ୍ଚିତା ଙ୍କ ଫଟୋ ରେ ତାଙ୍କ ପାଖରେ ତାଙ୍କ ଶାଶୁ ଓ ନଣନ୍ଦ ମାନେ ମଧ୍ୟ ନଜର ଆସିଛନ୍ତି ।ଆଉ ସବ୍ୟସାଚୀ ଙ୍କ ମା ଓ ଭଉଣୀ ମାନେ ଅର୍ଚ୍ଚିତା ଙ୍କ ସହିତ ବେଶ୍ ଖୁସି ଥିବାର ମଧ୍ୟ ଜଣା ପଡିଛି ।
ତେବେ ମାର୍ଚ୍ଚ ୫ ତାରିଖ ରେ ସବ୍ୟ ଅର୍ଚ୍ଚିତା ଓଡ଼ିଶା ଫେରିବା ପରେ ଗୃହ ପ୍ରବେଶ ର ଭିଡିଓ ତ ଆପଣ ମାନେ ନିହାତି ଭାବେ ଦେଖିଥିବେ। ତେବେ ସବ୍ୟ ଅର୍ଚ୍ଚିତା ଙ୍କ ଯୋଡ଼ି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ବହୁତ୍ ହିଟ୍ ହୋଇଛି ଆଉ ଲୋକ ମାନେ ଏହି ଯୋଡ଼ି କୁ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ଆଉ ରିଲ ଲାଇଫ ର ଯୋଡ଼ି କୁ ସମସ୍ତେ ରିଅଲ ରେ ମଧ୍ୟ ଦେଖିବାକୁ ଚାହୁଁ ଥିଲେ ଯାହା ଆଜି ସମ୍ଭବ ହୋଇଛି ।
ତେବେ ରୀଲ୍ ଲାଇଫ ର ସବୁଠୁ ପ୍ରିୟ ଯୋଡ଼ି ସବ୍ୟ ଅର୍ଚ୍ଚିତା ବର୍ତ୍ତମାନ ରିଅଲ ଲାଇଫ ରେ ନଜର ଆସିବାକୁ ଯାଉଛନ୍ତି। ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ ।
ଆଉ ବିବାହ ପରେ ସେମାନେ ଗୋଟିଏ ପରେ ଗୋଟିଏ ଫଟୋ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ।