ପ୍ରଥମ ଥର ପାଇିଁ ଜାଣନ୍ତୁ ଓଲିଉଡ୍ ଜଗତର ସମସ୍ତ ହିରୋ ମାନଙ୍କର ପ୍ରକୃତ ବୟସସୀମା ! ଜାଣନ୍ତୁ କାହାର କେତେ ବୟସ… ?

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ହିରୋଙ୍କର ବୟସ ବିଷୟରେ କହିବୁ କି ସେମାନଙ୍କର ପ୍ରକୃତ ବୟସ କେତେ । କାରଣ ଆପଣ ମାନେ ନିଶ୍ଚିତ ରୂପରେ ଆପଣ ମାନଙ୍କର ପ୍ରିୟ ହିରୋ ମାନଙ୍କର ସମସ୍ତ କଥା ସଂପର୍କରେ ଜାଣିବାକୁ ଇଚ୍ଛା କରୁଥିବେ ତେଣୁ ଆମେ ଆପଣ ମାନଙ୍କୁ ସେହି ହିରୋ ମାନଙ୍କ ବିଷୟରେ କହିବୁ , ଯାହାକୁ ଆପଣ ମାନେ ବହୁତ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ହିରୋ ମାନଙ୍କର ପ୍ରକୃତ ବୟସ ସୀମା ବିଷୟରେ ।

1–ଅନୁଭଭ ମହାନ୍ତି

ଅନୁଭଭ ମହାନ୍ତି ହେଉଛନ୍ତି ଏବେକା ସମୟରେ ଓଲିଉଡର ଷଣ୍ଡ , ଯାହାକୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ତେବେ ଅନୁଭବ ମହାନ୍ତିଙ୍କର ଏବେକା ବୟସ ହେଉଛି 38 ବର୍ଷ ସେ 24 ଡିସେମ୍ବର 1981ରେ ଜନ୍ମ ଗ୍ରହଣ କରିଥିଲେ ।

2–ସିଦ୍ଧାନ୍ତ ମହାପାତ୍ର

ଓଲିଉଡର ସୁପରଷ୍ଟାର କହିଲେ ସିଦ୍ଧାନ୍ତ ମହାପାତ୍ରଙ୍କୁ ହିଁ ବୁଝାଏ , ତେବେ ସିଦ୍ଧାନ୍ତ ମହାପାତ୍ରଙ୍କର ବୟସ ହେଉଛି 54 ବର୍ଷ , ସେ 4 ମଇ 1966 ରେ ଜନ୍ମ ଗ୍ରହଣ କରିଥିଲେ ।

3–ବାବୁସାନ ମହାନ୍ତି

ଏବେକା ସମୟରେ ଓଲିଉଡ ଜଗତରେ ରାଜ କରୁଛନ୍ତି ବା ସମସ୍ତହ୍କର ପ୍ରିୟ ହିରୋ ହେଉଛନ୍ତି ବାବୁସାନ ମହାନ୍ତି . ଯାହାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଅଭିନୀତ ସମସ୍ତ ଫିଲ୍ମ ମଧ୍ୟ ଦେଖିବାକୁ ଯାଆନ୍ତି । ତେବେ ବାବୁସାନ ମହାନ୍ତିଙ୍କର ବୟସ ହେଉଛି 31 ବର୍ଷ , ସେ 30 ଜୁଲାଇ 1989 ରେ ଜନ୍ମ ଗ୍ରହଣ କରିଥିଲେ ।

4–ସବ୍ୟସାଚୀ ମିସ୍ର

ଆପଣ ମାନେ ତ ସବ୍ୟସାଚୀ ମିସ୍ରଙ୍କୁ ବହୁତ ଭଲ ବବାରେ ଜାଣଇତିବେ କାରଣ ଓଲିଉଡ ଜଗତରେ ତାଙ୍କର ନାମ ବିକ୍ୟାତ ହୋଇସାରିଛି । ସେ ଜଣେ ସୁନ୍ଦର କଳାକାର ଏବଂ ତାଙ୍କର ଅଭିନୟ ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ସବ୍ୟସାଚୀ ମିଶ୍ରଙ୍କର ବୟସ ହେଉଛି 35 ବର୍ଷ ସେ 6 ଅକ୍ଟୋବର 1985 ରେ ଜନ୍ମଗ୍ରହଣ କରିଥିଲେ ।

5–ପ୍ରାଶାନ୍ତ ନନ୍ଦ

90 ଦଶକର ହିରୋ ମାନଙ୍କ ମଧ୍ୟରୁ ପ୍ରସାନ୍ତ ନନ୍ଦ ହେଉଛନ୍ତି ଅନ୍ୟତମ । ତାଙ୍କର ଆକ୍ଟିଙ୍ଗ ଏବଂ ଡ୍ୟାନସିଙ୍ଗ ମଧ୍ୟ ଲୋକମାନେ ମନେ ରଖଇଛନ୍ତି ଏହା ବ୍ୟତୀତ ତାଙ୍କୁ କେହି ମଧ୍ୟ କେବେ ଭୁଲିପାରିବେ ନାହିଁ । ତେବେ ପ୍ରଶାନ୍ତ ନନ୍ଦଙ୍କର ବୟସ ହେଉଛି 73 ବର୍ଷ । ସେ 2 ମଇ 1947 ରେ ଜନ୍ମଗ୍ରହଣ କରିଥିଲେ ।

6–ଆକାଶ ଦାସ ନାୟକ

 

ଆକାଶ ଦାସ ନାୟକ ହେଉଛନ୍ତି ଓଲିଉଡର ଜମେ ସୁନ୍ଦର କଲାକାର ବାବରେ ପରିଚିତ । ସେ ଅଭିନୟରେ ସର୍ବଦା ସରଳତା ଭରି ରହିଥାଏ ଏବଂ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତେବେ ଆକାଶ ଦାସ ନାୟକ ବୟସ ହେଉଛି 39 ବର୍ଷ ଏବଂ ସେ 17 ସେପ୍ଟେମ୍ବର 1981 ରେ ଜନ୍ମଗ୍ରହଣ କରିଥିଲେ ।

7–ଅରିନ୍ଦମ ମହାନ୍ତି

ଅରିନ୍ଦମ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ ତାଙ୍କର ହାଇଟ ତାଙ୍କର ଲୁକରୁ ସେ ପୂରା ଫିଟ ଲାଗନ୍ତି ଏବଂ ଜବରଦସ୍ତ ଆକ୍ଟିଙ୍ଗ ମଧ୍ୟ କରନ୍ତି । ଏବେକା ସମୟରେ ଅରିନ୍ଦମଙ୍କର ବୟସ ହେଉଛି 36 ବର୍ଷ ସେ 3 ମାର୍ଚ୍ଚ 1984 ରେ ଜନ୍ମଗ୍ରହଣ କରିଥିଲେ ।

8–ସତ୍ୟବ୍ରତ ତ୍ରିପାଠୀ

ସତ୍ୟବ୍ରତ ତ୍ରିପାଠୀ ଅର୍ଥାତ କୁନା ତ୍ରିପାଠୀଙ୍କୁ ଆପଣ ମାନେ ନିଶ୍ଚିତ ରୂପରେ ଜାଣଇତିବେ ଏବଂ ସେ ଆପଣ ମାନଙ୍କର ବହୁତ ପ୍ରିୟ ହୋଇଥିଲେ । ତାଙ୍କ ଭିତରେ ସମସ୍ତ ପ୍ରକାର କଳା ଭର୍ତ୍ତି ହୋଇ ରହିଛି । କୁନା ତ୍ରିପାଠୀଙ୍କର ବୟସ ହେଉଛି 52 ବର୍ଷ ସେ 23 ଜାନୁଆରୀ 1968 ରେ ଜନ୍ମଗ୍ରହଣ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।