pregnant plan – ପୁଅ ସନ୍ତାନ ଚାହୁଁଥିଲେ,କରନ୍ତୁ ଏହି ଛୁଟିଆ ଉପାୟ ପୁତ୍ର ସନ୍ତାନ ଜନ୍ମ ହେବ ||
ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | ତେବେ ପ୍ରାୟ ପରିବାର ଚାହିଁ ଥାଆନ୍ତି କି ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଉ କାରଣ ପୁତ୍ର ସନ୍ତାନ କୁଳ ଆଗକୁ ବଢ଼ାଇ ଥାଏ ଏବଂ ବାପା ମା ର ସାହାରା ବାଡ଼ି ହୋଇ ଥାଏ |
କିନ୍ତୁ ଏହା ସତ ଯେ ପୁଅ ହେଉ କି ଝିଅ ଏହା ଈଶ୍ୱର ଙ୍କର କୃପା ହୋଇ ଥାଏ ଏବଂ ଆଜିକାଲି ର ଦୁନିଆଁ ରେ ପୁଅ ଝିଅ ସବୁ ସମାନ ଅଟନ୍ତି | ଝିଅ ହେଉ ଅବା ପୁଅ କେବେ ମନ ଉଣା କରିବା ଉଚିତ ନୁହେଁ କେବଳ ଵଂଶ ଆଗକୁ ନେବା ପାଇଁ ସମସ୍ତ ଙ୍କ ମନରେ ପୁତ୍ର ସନ୍ତାନ ର ଇଚ୍ଛା ରହି ଥାଏ | ତେବେ ଆଜି ଜାଣିବା କଣ କରିବା ଦ୍ୱାରା ଜଣେ ପୁତ୍ର ସନ୍ତାନ ଲାଭ କରି ପାରିବ |
ତେବେ ପୁଅ ସନ୍ତାନ ଜନ୍ମ କରିବା ପାଇଁ ଏଥିରେ ପୁରୁଷ ଦାୟୀ ହୋଇ ଥାଏ କାରଣ ପୁରୁଷ ପାଖରେ ଉଭୟ X ଓ Y ପ୍ରୋମଜନ ରହି ଥାଏ କିନ୍ତୁ ନାରୀ ପାଖରେ କେବଳ X ପ୍ରୋମଜନ ରହିଥାଏ ତେଣୁ ଏଥିରେ ଏକ ନାରୀ ଦାୟୀ ହୋଇ ନଥାଏ |
ତେବେ ପୁତ୍ର ସନ୍ତାନ ପାଇଁ ନାରୀ କୁ ପ୍ରଥମେ ସତର୍କ ରହିବାକୁ ପଡ଼ିବ ଯେମିତି କି ତାର ଅଭୁଲେସନ ଡେଟ କୁ ଜାଣି ରଖିବା ଦରକାର | କାରଣ ଯେତେବେଳେ ପୁରୁଷ ର ସ୍ପର୍ମ ନାରୀ ଭିତରକୁ ପ୍ରବେଶ କରିଥାଏ !
ସେତେବେଳେ ସେହି ସ୍ପର୍ମ 3 ରୁ 4 ଦିନ ଜୀବିତ ରହିଥାଏ ଆଉ ଯଦି ଏହି ଭିତରେ ରିଲେସନ ରଖାଯାଏ ତେବେ ନାରୀ ଟି ଗର୍ଭବତୀ ହୋଇ ପାରିଥାଏ | ଆଉ ଯଦି ଆପଣ ପୁତ୍ର ସନ୍ତାନ ଚାହୁଁଛନ୍ତି ତେବେ ଅଭୁଲେସନ ଡେଟ ରେ ହିଁ ଆପଣ ଙ୍କୁ ରିଲେସନ ରଖିବା ପାଇଁ ପଡ଼ିବ |
ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ଆପଣ ଙ୍କର Y ପ୍ରୋମଜନ ଟି ଜଲଦି ଯାଇ X ପାଖରେ ପହଞ୍ଚି ଯିବ ଆଉ ପୁତ୍ର ସନ୍ତାନ ହେବାର ସମ୍ଭାବନା ଅଧିକ ବଢ଼ି ଯାଇଥାଏ | ସେହିଭଳି ଯଦି ଆପଣ ଙ୍କୁ କନ୍ୟା ସନ୍ତାନ ଦରକାର ଅଛି ତେବେ ଅଭୁଲେସନ ଡେଟ ର ତିନି ଚାରି ଦିନ ପରେ ରିଲେସନ ରଖିଲେ କନ୍ୟା ସନ୍ତାନ ପ୍ରାପ୍ତ ହେବ |
ଅଭୁଲେସନ ଡେଟ ଜାଣିବା ପାଇଁ ଅଭୁଲେସନ କିଟ ମାର୍କେଟ ରେ ମିଳୁଛି ଆଉ ପିରିୟଡ଼ ହେବାର 14 ଦିନରେ ହିଁ ଆପଣ ଙ୍କୁ ଅଭୁଲେସନ କିଟ ୟୁଜ କରିବା ପାଇଁ ପଡ଼ିବ | ଆଉ ଯଦି ଅଭୁଲେସନ କିଟ ରେ ଦୁଇଟି ରେଡ଼ ଲାଇନ ଆସିଲା ତେବେ ଆପଣ ଜାଣି ନେବେ ଯେ ଏହି 24 ଘଣ୍ଟା ମଧ୍ୟରେ ଅଭୁଲେସନ ଡେଟ ରହିବ ଆଉ ଆପଣ ଙ୍କୁ ରିଲେସନ ରେ ରହିବା ପାଇଁ ପଡ଼ିବ | ଏହା ଦ୍ୱାରା ଆପଣ ପୁତ୍ର ସନ୍ତାନ ନିହାତି ଭାବରେ ପ୍ରାପ୍ତ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।