ଦେଖନ୍ତୁ Shocking ଭିଡିଓ- ଅବିକଳ ମଣିଷ ପରି ସବୁ ପ୍ରଶ୍ନର ଉତ୍ତର ଦେଉଛି ଆଉ ଡ୍ୟାନ୍ସ କରୁଛି ଏହି ଟିଆ …..ଟିକେ ଶୁଣନ୍ତୁ ବିଶ୍ବାସ ନହେଲେ ବି ସତ….
ଆମେ ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଦେଖି ଥାଉ ଯାହା ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ହେବା ସହିତ ଆଉ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସି ଥାଏ ଯାହାକି ଖୁବ ମନଲୋଭା ହୋଇ ଥାଏ | କାରଣ ପ୍ରାୟ ୟୁଟ୍ୟୁବ ମାଧ୍ୟମ ରେ କିଛି ଭିଡ଼ିଓ ଉପଲୋଡ କରି ଥାଆନ୍ତି କିନ୍ତୁ ତାହା ନିଜ ଅଜାଣତରେ ଏତେ ମାତ୍ରା ରେ ଭାଇରାଲ ହୋଇ ଥାଏ ଯେ ଯାହା ଖୁବ ଲୋକ ପ୍ରିୟତା ହାସଲ କରି ଥାଏ |
ତେବେ ଆପଣ ମାନେ ତ ଜାଣିଛନ୍ତି ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନେ ପଶୁ ପକ୍ଷୀ ପାଳନ କରିବା ପାଇଁ ଖୁବ ଭଲ ପାଇ ଥାଆନ୍ତି ଆଉ ନିଜ ଘରେ ରଖି ତାଙ୍କୁ ଏକ ଘରର ସଦସ୍ୟ ପରି ପାଳି ମଧ୍ୟ ଥାଆନ୍ତି | କୁକୁର, ପାରା, ମାଙ୍କଡ଼, ଗାଈ, ଶୁଆ ଏଭଳି ଅନେକ ପଶୁ ପକ୍ଷୀ ଅଛନ୍ତି ଯାହାଙ୍କୁ ଘରେ ପାଳି ହୋଇ ଥାଏ |
ତେବେ ଏହି ସବୁଠୁ ଭିନ୍ନ ହେଉଛି ଶୁଆ ଯାହାକି ପ୍ରାୟ ସମସ୍ତେ ପଞ୍ଜୁରୀ ରଖି ପାଳି ଥାଆନ୍ତି ଆଉ ଖାଇବାକୁ ଦେଇ ଥାଆନ୍ତି | ତେବେ ସେ ମଣିଷ ହେଉ କି ପଶୁ ପକ୍ଷୀ ତାଙ୍କ ଭିତରେ ମଧ୍ୟ ହୃଦୟ ରହିଛି, ସେମାନେ ମଧ୍ୟ ମଣିଷ ପାଖରେ ରହି ତାଙ୍କୁ ଆଦରି ନେଇ ଥାଆନ୍ତି ଏବଂ ନିଜ ମାଲିକ କୁ ଜୀବନ ଭଳି ଭଲ ପାଇ ଥାଆନ୍ତି | ଆଉ ମାଲିକ ର ଏତେ ପୋଷା ମାନି ଯାଇଥାନ୍ତି କି ମାଲିକ ଯାହା କହି ଥାଏ ସେମାନେ ତାହା ମାନି ଥାଆନ୍ତି | ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯେଉଁଥିରେ ଏକ ଶୁଆ ଟି କିଛି ଭିନ୍ନ କରାଇ ଦେଖାଇଛି ଆଉ ଏହାକୁ ଦେଖିଲେ ଆପଣ ଖୁସି ହେବା ସହିତ ଖୁବ ଆଶ୍ଚର୍ଯ୍ୟ ମଧ୍ୟ ଅନୁଭବ କରିବେ |
ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ଘରର ଶୁଆ ଟି ମଣିଷ ଯେମିତି କଥା କୁହେ ସେହିଭଳି ଭାବରେ କଥା କହୁଛି | ତେବେ ଶୁଆ ର ମାଲିକ ଯିଏ ସିଏ ଏକ ଗୀତ ଗାଉଛି ଆଉ ତାର ଗୀତର ତାଳେ ତାଳେ ଶୁଆ ଟି ଡେଇଁ ଡେଇଁ ନାଚିବାର ଦେଖିବା ପାଇଁ ମିଳୁଛି |
କେବଳ ଶୁଆ ଟି ନାଚୁଛି ତାହା ନୁହେଁ ବରଂ ସେ ଗୀତ ମଧ୍ୟ ଗାଉଛି ଆଉ ମିଟୁ ମିଟୁ ବୋଲି କହି ଡାକୁଛି | ତେବେ ଶୁଆ ହୋଇ ମଧ୍ୟ କିଛି ମଣିଷ ଭଳି କାର୍ଯ୍ୟ କରି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଯାହାକି ଦେଖିବା ପାଇଁ ମଧ୍ୟ ଖୁବ ସୁନ୍ଦର ଲାଗୁଛି | ଏଭଳି ଅନେକ ପଶୁ ପକ୍ଷୀ ଭିଡ଼ିଓ ଭାଇରାଲ ହୋଇ ଥାଏ କିନ୍ତୁ ଶୁଆର ଏଭଳି ଏକ ନିଆଁରା ଭିଡ଼ିଓ ଏବେ ସମସ୍ତଙ୍କୁ ଚକିତ କରି ଦେଇଛି ଯାହାକି ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।