ଦେଖନ୍ତୁ ଭିଡ଼ିଓ । ” ତାରିଣୀ ” ଙ୍କ ପରିବାର କୁ ଆସିଲା ଖୁସି ଖବର ! ଅଭିନେତ୍ରୀ ଲିପି ମହାପାତ୍ର ହେଲେ…..ସୋସିଆଲ ମିଡ଼ିଆ ରେ ସେୟାର କଲେ ଫୋଟୋ……

ଏବେ ଏବେ ଆସିଛି ଆଲିଉଡ ତରଫରୁ ଏକ ଖୁସି ଖବର। ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁଠୁ ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ମୁଖ୍ୟ ଅଭିନେତ୍ରୀ ତାରିଣୀ ଭୂମିକା ରେ ଅଭିନୟ କରୁଥିବା ଲିପି ମହାପାତ୍ର ଙ୍କ ପରିବାର କୁ ଆସିଛି ଏକ ଖୁସି ଖବର । ଗତ କାଲି ସନ୍ଧ୍ୟା ରେ ଲିପି ମହାପାତ୍ର ମାଉସୀ ହୋଇଛନ୍ତି । ଅଭିନେତ୍ରୀ ଲିପି ମହାପାତ୍ର ଙ୍କ ବଡ଼ ଭଉଣୀ ର ଏକ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି ।ଏହି ଖୁସି ଖବର ପାଇବା ପରେ ଲିପି ମହାପାତ୍ର ବହୁତ୍ ଖୁସି ହୋଇ ଯାଇଛନ୍ତି ।

ସମସ୍ତଙ୍କୁ ମିଠା ବାଣ୍ଟି ଅଛନ୍ତି । । ବର୍ତ୍ତମାନ ସେ ମାଉସୀ ହେବା ର ଖବର ଟିକୁ ନିଜ ପ୍ରଶଂସକ ମାନଙ୍କ ସହିତ ସେୟାର କରିଛନ୍ତି ଏହା ସହିତ ସେ ଶିଶୁ ପୁତ୍ର ଫଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ଅପଲୋଡ଼ କରିଛନ୍ତି।

ତେବେ ଲିପି ମହାପାତ୍ର ଙ୍କ ଫ୍ୟାନ ମାନେ ଏହି କଥା ରେ ଅତ୍ୟନ୍ତ ଖୁସି ହୋଇଛନ୍ତି । ଲିପି ମହାପାତ୍ର ଙ୍କ ଫ୍ୟାନ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଅଛନ୍ତି । ସେ ଏହି ଧାରାବାହିକ ରେ ହିଁ ଲୋକ ମାନଙ୍କ ମନକୁ ଖୁବ୍ ଜିଣି ଅଛନ୍ତି ।

ବର୍ତ୍ତମାନ ସେ ଆହୁରି ଅନେକ ଲୋକ ପ୍ରୀୟତ ଏହି ଧାରା ବାହିକ ଜରିଆ ରେ ଅର୍ଜନ କରି ସାରିଲେଣି । ତାଙ୍କ ର ଅଭିନୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ । ତେବେ ତାଙ୍କର ମଧ୍ୟ ସୋସିଆଲ ମିଡ଼ିଆ ରେ ଅନେକ ଫ୍ୟାନ ମାନେ ରହିଛନ୍ତି ।

ତେବେ ଯଦି ଲିପି ଙ୍କ ବିଷୟ ରେ କହିବା ତେବେ ସେ ଏହି ତରଙ୍ଗ ଟିଭି ର ଧାରାବାହିକ ତାରା ତାରିଣୀ ପୂର୍ବରୁ ଆହୁରି ଅନେକ ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ରେ ନଜର ଆସି ସାରିଛନ୍ତି ।ତାଙ୍କ ଅଭିନୟ କୁ ସମସ୍ତ ଓଡ଼ିଶା ବାସି ପସନ୍ଦ କରି ଥାଆନ୍ତି। ଏବେ ଲିପି ମହାପାତ୍ର ତାରା ତାରିଣୀ ଧାରାବାହିକ ରେ ତାରିଣୀ ଚରିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି।

ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ତାରା ତାରିଣୀ ରେ ସବୁଠୁ ଲୋକ ପ୍ରିୟ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଲୋକ ମାନଙ୍କୁ ମଧ୍ୟ ତାଙ୍କ ର ଅଭିନୟ ଓ ତାଙ୍କ ଚରିତ୍ର ଖୁବ୍ ପସନ୍ଦ ଆସିଥାଏ। ଆଉ ତାରା ତାରିଣୀ ଧାରାବାହିକ ବର୍ତ୍ତମାନ ନମ୍ୱର୍ ୱାନ ଧାରାବାହିକ ମଧ୍ୟ ହୋଇ ପାରିଛି । ତେବେ ମଝିରେ ସେ କିଛି ମିୟୁଜିକ ଭିଡିଓ ରେ ସେ ନଜର ଆସିଥିଲେ ଯେଉଁ ଥିରେ ସେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।