ollywood news— କଣ ପାଇଁ ଅଭିନୟ ଛାଡ଼ି ସନ୍ୟାସୀ ହେଲେ ଅଭିନେତ୍ରୀ ମୋହନା (Chandita) ! ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ଏକଥା କୁ ବିଶ୍ବାସ କିରବାକୁ ବାଧ୍ୟ ହେବେ….
ଆଜି ଆମେ ଆପଣ ମାନଙ୍କୁ ଧାରାବିହକ ଜଗତର ଏକ ଏପରି କଲାକାରଙ୍କ ବିଷୟରେ କହିବୁ ୟିଏ କି ଏବେ ଅଭିନୟ ଛାଡି ସନ୍ୟାଲୀ ପାଲଟିଛନ୍ତି । ତେବେ ସେ ଏପରି କାହିଁକି କରିଛନ୍ତି କଣ ପାଇଁ ଅଭିନୟ ଛାଡିଦେଲେ ଏବଂ ସନ୍ୟାସୀ ଗ୍ରହଣ କଲେ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆପଣ ମାନେ ନିଶ୍ଚିତ ରୂପେ ଜାଣିବାକୁ ଚାହିଁଥିବେ କି ସେ କଳାକାର ଜଣକ କିଏ ଯିଏ କି ଅଭିନୟ ଛାଡି ସନ୍ୟାସୀ ଗ୍ରହଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହୁଛୁ ତାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଏବଂ ତାଙ୍କର ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଆପଣ ମାନେ ନିଶ୍ଚିତ ରୂପରେ ତାରା ତାରିଣୀ ଧାରାବାହିକ ଦେଖୁଥିବେ ସେଥିରେ ଥିବା ସମସ୍ତ କଳାକାରଙ୍କୁ ମଧ୍ୟ ପସନ୍ଦ କରନ୍ତି । ତେବେ ସେହି ଧାରାବାହିକରେ ନେଗେଟିଭ ରୋଲ କରୁଥିବା ମୋହନାଙ୍କୁ ଚ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ , ଯାହାଙ୍କର ଆକ୍ଟିଙ୍ଗ ବହୁତ ସୁନ୍ଦର ଅଟେ ।
ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ଯାଦୁରେ ଲୋକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ହୁଏତ ସେ ଅନେକ ଧାରାବାହିକରେ ନେଗେଟିଭ ରୋଲ କରିଥାନ୍ତି ମାତ୍ର ସେଥିରେ ମଧ୍ୟ ସେ ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ସେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରକିଛନ୍ତି ।
ତେବେ ସେ କେବଳ ତାରା ତାରିଣୀ ଧାରାବାହିକ ନୁହେଁ ବରଂ ଏହା ବ୍ୟତତୀ ଅନେକ ଧାରାବାହିକ ମଧ୍ୟ କରିଛନ୍ତି ଏବଂ ବହୁତ ଫେମସ ହୋଇଛନ୍ତି । ଜି ସାର୍ଥକରେ ତେ ଆଗଣାର ତୁଳସୀ ମୁଁ ଧାରାବାହିକରେ ମଧ୍ୟ ତାଙ୍କର ଅଭିନୟର କଳା ସେ ଲୋକମାନଙ୍କୁ ଦେଖାଇଥିଲେ ଏବଂ ସେହିଠାରୁ ସେ ବହୁତ ଚର୍ଚ୍ଚିତ ମଧ୍ୟ ହୋଇଥିଲେ ।
ଏବେକା ସମୟରେ ଶୁଣିବାକୁ ମିଳୁଛି କି ଏହି ସୁନ୍ଦର ଅଭିନେତ୍ରୀ ଜଣକ ଏବେ ସନ୍ୟାସୀ ଗ୍ରହଣ କରିଛନ୍ତି ତେବେ ଏହି କଥାଟି କେତେ ମାତ୍ରାରେ ସତ୍ୟ କି ମିଥ୍ୟା ତା ବିଷୟରେ ଆମେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ଯାହା ଶୁଣିଛନ୍ତି ସେହି କଥାଟି ସତ୍ୟ ଅଟେ , ଅର୍ଥାତ ମୋହନା ସନ୍ୟାସୀ ଗ୍ରହଣ କରିଛନ୍ତି ମାତ୍ର ତାହା ରିଏଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ ।
ମୋହନା ସୁଟିଂ ସମୟରେ ନିଜର କିଛି ସନ୍ୟାସୀ ବେଶ ଧାରୀ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହାକୁ ଦେଖି ସମସ୍ତେ ଭାବିଥିଲେ କି ସେ ସନ୍ୟାସୀ ଧାରଣ କରିଛନ୍ତି । ମାତ୍ର ସେ ସୁଟିଂରେ ସେମିତି ଫଟୋ ଉଠାଇଥିଲେ । ତେବେ ଏହା ଏକ ମିଥ୍ୟା ଅଟେ ଅର୍ଥାତ ସେ ରିଲ ଲାଇଫରେ ଏହି ସନ୍ୟାସୀ ବେଶ ଧାରଣ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।