ଖୁସି ଖବର ! ଆୟୁଷ ମନ୍ତ୍ରଳାୟର ବଡ ସଫଳତା, ସଂକ୍ରମଣ କୁ ଏବେ ରୋକିବ କାଈ ଚଟଣୀ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଓଡ଼ିଶା କାଇ ଚଟଣୀ ରୁ ହେବ କରନା ଔଷଧ। ଓଡ଼ିଶା କାଇ ଚଟଣୀ ରୁ ହେବ କରନା ଔଷଧ। କାଈ ପିମ୍ପୁଡ଼ି ରୁ ହେବ କରନା ଔଷଧ । ଏହି ପ୍ରସ୍ତାବ ଉପରେ ନିଷ୍ପତି ନେବା ପାଇଁ ହାଇକୋର୍ଟ କହିଛି ଆୟୁସ ମନ୍ତ୍ରାଳୟ କୁ ।ତେବେ କାଈ ଚଟଣୀ ରୁ କିପରି ତିଆରି ହେଉଛି ଏହି କରନା ଔଷଧ ଆଉ କିପରି ଏହା କରନା ସଂକ୍ରମଣ କୁ ରୋକୁ ଅଛି ଆସନ୍ତୁ ଜାଣିବା। ଓଡ଼ିଶା ଓ ଛତିଶଗଡ଼ ଆଦିବାସୀ ଅଞ୍ଚଳ ରେ ଦେଖା ଯାଉଥିବା ଏହି କାଈ ପିମ୍ପୁଡ଼ି କୁ ଏଠାକାର ଆଦିବାସୀ ଲୋକ ମାନେ ଚଟଣୀ କରି ଖାଦ୍ୟ ହିସାବ ରେ ଖାଇ ଥାଆନ୍ତି । ଏହାକୁ ସ୍ଥାନୀୟ ଭାଷା ରେ କାଈ ପୋକ ବୋଲି ମଧ୍ୟ କହି ଥାଆନ୍ତି ।

ତେବେ ନାଲି ପିମ୍ପୁଡ଼ି ର ଏହି ଚଟଣୀ କୁ ଖୁବ୍ ଶୀଘ୍ର ଚଟଣୀ ହିସାବ ରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଆଶା କରା ଯାଉଛି ଯେ ଆୟୁସ୍ ମନ୍ତ୍ରାଳୟ ଏହି ଚଟଣୀ ଖୁବ୍ ଶୀଘ୍ର କରନା ଔଷଧ ଭାବେ ବ୍ୟବହାର କରାଯିବ ର ନିଷ୍ପତି କୁ ଖୁବ୍ ଶୀଘ୍ର ମଞ୍ଜୁରୀ ଦେବ।

ତେବେ ଆଦିବାସୀ ଅଞ୍ଚଳ ରେ କାଈ ପିମ୍ପୁଡ଼ି ବା ନାଲି ପିମ୍ପୁଡ଼ି କୁ ପାରମ୍ପରିକ ଔଷଧ ରୂପେ ବ୍ୟବହାର କରାଯାଏ। ଏହି ବିଷୟ ରେ ଅଧିକ ତଥ୍ୟ ମାଗିଛନ୍ତି ଓଡ଼ିଶା ହାଇ କୋର୍ଟ । ଏନେଇ ଏକ ଜନ ସ୍ଵାସ୍ଥ୍ୟ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ବାରିପଦା ର ଜଣେ ବ୍ୟକ୍ତି ଜନ ସ୍ବାସ୍ଥ୍ୟ ମାମଲା ରୁଜ୍ଜୁ କରି କହି ଥିଲେ ଯେ ଆଦିବାସୀ ଅଞ୍ଚଳ ରେ ଥଣ୍ଡା ହେଲେ , ଜ୍ଵର ହେଲେ , ହାଲିଆ ଲାଗିଲେ , କାଶ ହେଲେ , ନିଶ୍ବାସ ପ୍ରଶ୍ଵସ ରେ ବାଧା ସୃଷ୍ଟି ହେଲେ ଏହି ସବୁ ରୋଗ ପାଇଁ ନାଲି ପିମ୍ପୁଡ଼ି ବା କାଈ କୁ ଔଷଧ ରୂପେ ବ୍ୟବହାର କରାଯାଏ ।

କଞ୍ଚା ଲଙ୍କା ବା କାଈ ପିମ୍ପୁଡ଼ି କୁ ମିଶାଇ ଏହି ଆଚାର କୁ ପ୍ରସ୍ତୁତ କରା ଯାଇ ଥାଏ। ତେଣୁ କରନା ର ଚିକିତ୍ସା ପାଇଁ କାହିଁକି ଏହି ଉପରେ ଗବେଷଣା କରାଯାଉ ନାହିଁ ବୋଲି କୋର୍ଟ ରେ ଆବେଦନ କରି ଥିଲେ । ସେହି ଜନ ଜନ ସ୍ଵାସ୍ଥ୍ୟ ମାମଲା ର ଶୁଣାଣି କରି ଆୟୁଷ ମନ୍ତ୍ରାଳୟ ଓ ଇଣ୍ଡଷ୍ଟ୍ରିଆଲ ଅଫ୍ ସାଇନ୍ସ ଓ ରିସର୍ଚ୍ଚ କୁ ତିନି ମାସ ଭିତରେ ଏନେଇ ନିଷ୍ପତି ନେବାକୁ କହିଛନ୍ତି ।

ଖଣ୍ଡପୀଠ ନାଲି ପିମ୍ପୁଡ଼ି ବିଷୟ ରେ ଅଧିକ ତଥ୍ୟ ଦେବାକୁ ଓ ଏହି ସମ୍ପର୍କ ରେ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟ କହିଛନ୍ତି । ଏହି ଆବେଦନ ରେ ଉଲ୍ଲେଖ କରାଯାଇଛି ଯେ ଏହି କାଈ ପିମ୍ପୁଡ଼ି ରେ ରୋଗ ନିରୋଧକ ଶକ୍ତି ଥିବାରୁ ଏହା କରନା ରୋଗ ଭଲ ହେବା ପାଇଁ ସହାୟକ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।