ସାବଧାନ ! ଆଉ ଅଳ୍ପ ଦୂରରେ ରହିଛି ଭୟଙ୍କର ବାତ୍ୟା ” ଗୋନି ” !! ପାଣିପାଗ ବିଭାଗର ସତର୍କ ସୂଚନା ଏହି ୧୨ ଗୋଟି ଜିଲ୍ଲାକୁ ରହିଛି ବେଶି ବିପଦ…..

ଅତି ଭୟଙ୍କର ବେଗ ରେ ମାଡ଼ି ମାଡ଼ି ଆସୁଚି ବାତ୍ୟା ଗୋନି।ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ଗୋନି । ତେବେ ବାତ୍ୟା ଆଶଙ୍କା ଯୋଗୁ ଏହି ସବୁ ଜିଲ୍ଲା ରେ ତାଣ୍ଡବ ରଚିବ ବାତ୍ୟା ଗୋନିି । ଏହି ଗୋନି ର ପ୍ରଭାବ ରେ ବର୍ଷା ସହିତ ବଜ୍ରପାତ ତା ସହିତ 200-250 କିମି ବେଗ ରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବ ରେ କେଉଁ ସବୁ ଜିଲ୍ଲା କୁ ପ୍ରଭାବ ରହିଛି।

ବର୍ତ୍ତମାନ ସମୟ ରେ କୋରୋନା ଯୋଗୁ ଭୟଭିତ ଅବସ୍ଥା ରେ ଲୋକ ମାନେ ଥିବା ବେଳେ ଏହି ଖବର ଟି ସାମ୍ନା କୁ ଆସୁଅଛି।ତେବେ ବାତ୍ୟା ଗୋନି ଆଜି ସକାଳେ ସ୍ଥଳ ଭାଗ ଛୁଇଁବା ବେଳେ ପବନ ର ବେଗ ଘଣ୍ଟା ପ୍ରତି ଦୁଇ ଶହ କିଲୋମିଟର ରହିଛି।

ଲ୍ୟାଣ୍ଡ ଫଲ କରିବାକୁ ଯାଉଛି 2020 ର ସବୁଠୁ ବଡ଼ ବାତ୍ୟା ଗୋନି । ଆଉ ସୂତ୍ର ରୁ ଜଣା ପଡିଛି ଯେ କାଲି ଫିଲିପିଆନ ରେ ହିଟ୍ କରିବ ଏହି ବାତ୍ୟା। ସ୍ପଟ୍ କାତାଗୋରୀ 5 ଦ୍ଵାରା ଚିହ୍ନଟ କରାଯାଇ ଅଛି ଆଉ ଏହାର ପ୍ରଭାବ ରେ 220 ରୁ 250 ବେଗ ରେ ପବନ ବହିବ । ସ୍ଥଳ ଭାଗ ରେ ଏହି ପବନ ଆହୁରି ପ୍ରଖର ହୋଇ 270 କିମି ଜାଏ ହୋଇ ପାରେ।

ସାମାନ୍ୟ କ୍ଷୟ ଖ୍ୟାତି ଆଶଙ୍କା ରେ ଫିଲିପୀଆନ ଅଞ୍ଚଳ ରେ ସମୁଦ୍ର ପାଖରେ ଥିବା ହଜାର ହଜାର ଲୋକ ମାନଙ୍କୁ ସ୍ତନତର କରା ଯାଇଛି। ଆଉ ଏହା ପୂର୍ବରୁ 2002 ମସିହା ରେ ହାରାଇନ ଟାଇଫନ ରେ ଫିଲିପିଆନ ରେ 6000 ରୁ ଅଧିକ ଲୋକ ମୃତୁ ବରଣ କରି ଥିଲେ। ତେବେ ଏହି ହାରାଇନ ଠାରୁ ଗୋନି ଅଧିକ ଶକ୍ତି ଶାଳୀ ରହିଛି ।

ତେବେ ଗତ ସପ୍ତାହ ରେ ଗୋନୀ ଭଳି ଆଉ ଏକ ସାମୁଦ୍ରିକ ବାତ୍ୟା ପଶ୍ଚିମ ଫିଲିପାନ ଦେଇ ପ୍ରବାହିତ ହୋଇ ଥିଲା ଆଉ ବିଭିନ୍ନ ସ୍ଥାନ ରେ ବର୍ଷା ଯୋଗୁ ପାଣି ଫସି ରହି ଥିବା ବେଳେ ଝଡ଼ ତୋଫାନ ରେ ପାଣି ଚର ଜୀବ ମାନଙ୍କ ର ଜୀବନ ଚାଲି ଯାଇ ଥିଲା ।

ଆଉ ଆପଣ ମାନେ ଜାଣିଲେ ଖୁସି ହେବେ ଯେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ପାଣି ପାଗ ବିଶେଷଜ୍ଞ HR ନିର୍ଦ୍ଧେଶକ ଙ୍କ କହିବା ଅନୁସାରେ ଏହି ଯେଉଁ ବାତ୍ୟା ସୃଷ୍ଟି ହୋଇ ଅଛି ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅଛି ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ। ଏହା ସହିତ ଆହୁରି ମଧ୍ୟ ପାଣି ପାଗ ବିଶେଷଜ୍ଞ ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶା ରେ କେତେକ ସ୍ଥାନ ରେ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହେବ ।

ଆଉ ସେପଟେ ପାଗ ଶୁଖିଲା ମଧ୍ୟ ରହି ପାରେ । । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।