ଆଶ୍ଚର୍ଯ୍ୟ ! ମଶାଣି କୁ ଯିବା ବେଳେ ହଠାତ୍ ଜୀବିତ ହୋଇଗଲେ ମହିଳା ଓ ଏହା ପରେ ହେଲା ଏମିତି…….
ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ।
ମଧ୍ୟପ୍ରଦଶର ର ଛତ୍ରପୁର ଜିଲ୍ଲା ରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ସେଠାକାର ଜଣେ ମହିଳା ଏକ ଶିଶୁ କନ୍ୟା କୁ ଜନ୍ମ ଦେଇ ସାରିବା ପରେ ହସ୍ପିଟାଲ୍ ରେ ମୃତ୍ୟୁ ଘୋଷିତ ହୋଇ ଥିଲେ ।
ଏହା ପରେ ତାଙ୍କ ପରିବାର ଲୋକ ଶବ କୁ ଘରକୁ ଆଣି ତାହାର ଅନ୍ତିମ ସଂସ୍କାର କରିବା ପାଇଁ ବନ୍ଦବସ୍ତ କଲେ । ଅନ୍ତିମ ସଂସ୍କାର ପାଇଁ ଯେତେବେଳେ ତାଙ୍କୁ ଜୁଇ ରେ ଶୁଆ ଗଲା ସେତେବେଳେ ତାଙ୍କ ହାତ ଗୋଡ ହଠାତ୍ ହଲିବା ଆରମ୍ଭ କରି ଥିଲା । ଏହା ପରେ ପରିବାର ଲୋକ ଏହା ଦୁଃଖୀ ଖୁସି ହୋଇ ମହିଳା ଜଣଙ୍କୁ ପୁଣି ଥରେ ଆମ୍ବୁଲାନ୍ସ ଡାକି ହସ୍ପିଟାଲ୍ ନେଇ ଗଲେ ।
କିନ୍ତୁ ହସ୍ପିଟାଲ୍ ଯିବା ବାଟରେ ଆମ୍ବୁଲାନ୍ସ ରେ ଅକ୍ସିଜନ ସିଲିଣ୍ଡର୍ ଶେଷ ହୋଇ ଗଲା ଆଉ ମହିଳା ଜଣଙ୍କ ହସ୍ପିଟାଲ୍ ରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରି ଦେଲେ । ଏହା ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଭୟ ରେ ଶବ କୁ ତଳକୁ ଓହ୍ଲାଇ ଆମ୍ବୁଲାନ୍ସ ନେଇ ଚାଲିଗଲା । ତେବେ ଏହି ବିଷୟ ରେ କଣ ରହିଛି ଅଧିକ ଖବର ଆସନ୍ତୁ ଜାଣିବା ।
ମଧ୍ୟପ୍ରଦଶର ର କୁଷ୍ମା ରେଶିଦେନ୍ସ ରେ ରହୁଥିବା ଅରବିନ୍ଦ ଅହିୱର୍ ଙ୍କ ପତ୍ନୀ ଭଗବତୀ ଗର୍ଭବତୀ ଥିବାରୁ ତାଙ୍କୁ ଶୁକ୍ରବାର ଦିନ ଅପରାହ୍ନ ୧୨ ଟା ରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇ ଥିଲା ।ତେବେ ଦିନ ପ୍ରାୟ ୧ ଟା ବେଳେ ସେ ଏକ ସୁସ୍ଥ ଝିଅ କୁ ଜନ୍ମ ଦେଲେ । ଝିଅ କୁ ଜନ୍ମ ଦେଇ ସାରିବା ପରେ ସନ୍ଧ୍ୟା ପ୍ରାୟ ୫ ଟା ବେଳକୁ ତାଙ୍କ ର ନିଶ୍ବାସ ପ୍ରସ୍ଵସ ବନ୍ଦ୍ ହୋଇ ଯାଇଥିଲା । ହସ୍ପିଟାଲ୍ ର ଡାକ୍ତର ଭଗବତୀ ଙ୍କୁ ହସ୍ପିଟାଲ୍ ରେ ମୃତୁ ଘୋଷଣା କରି ଦେଲେ ।
ଏହା ପରେ ପରିବାର ଲୋକ ଦୁଃଖ ସହକାରେ ତାଙ୍କୁ ଘରକୁ ନେଇ ଆସିଲେ ଅନ୍ତିମ ସଂସ୍କାର ପାଇଁ । ଅନ୍ତିମ ସଂସ୍କାର ସମୟ ରେ ଯେତେବେଳେ ତାଙ୍କୁ ଜୁଇ ରେ ଶୁଆ ଯାଇ ଥିଲା ସେତେବେଳେ ତାଙ୍କ ଶରୀର କୁ ଜୁଇ ରେ ଶୁଆ ଯାଇଥିଲେ ସେତେବେଳେ ତାଙ୍କ ଶରୀର ହଲଚଲ ହୋଇଥିଲା ଏହା ଦେଖି ଭଗବତୀ ପରିବାର ଙ୍କ ଲୋକ ତାଙ୍କୁ ପୁଣି ଥରେ ହସ୍ପିଟାଲ୍ ନେଇ ଯାଇଥିଲେ କିନ୍ତୁ ବାଟ ରେ ତାଙ୍କର ମୃତ୍ୟୁବରଣ ହୋଇ ଯାଇଥିଲା ।
ଏହା ପରେ ତାଙ୍କ ପରିବାର ଲୋକ ନିରାଶ ହୋଇ ଫେରି ଆସିଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।