ଆଶ୍ଚର୍ଯ୍ୟକର ଚଉଠି ରାତି ! ଚଉଠି ରାତି ପରେ ଏଠି ୫ ଦିନ ପର୍ଯ୍ୟନ୍ତ ବିନା ବସ୍ତ୍ର ରେ ରୁହନ୍ତି ଝିଅ ମାନେ, ସେହି ଗାଁ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଅବାକ…..
ବହୁ ପୁରାତନ ଏବଂ ପ୍ରାଚୀନ ଆମ ଭାରତ ବର୍ଷ।ଭାରତବର୍ଷ ରେ ଏମିତି ପୁରାତନ ପ୍ରଥା ମାନ ଲୁଚି ରହିଛି।ଆମ ଭାରତ ରେ ଅନେକ ବିଚିତ୍ର ଘଟଣା ସବୁ ଘଟେ ,ଏବେ ଘଟୁଛି ଏବଂ ଆଗକୁ ମଧ୍ୟ ଘଟି ଆସୁଥିବ।ଏବେ ଏମିତି ଏକ ବିଚିତ୍ର ଘଟଣା ଆମ ସମ୍ମୁଖ କୁ ଆସିଛି।ଘଟଣା ଟି ହେଉଛି ଏକ ଗ୍ରାମ ରେ ନୂଆ କରି ବାହା ହୋଇ ଆସିଲା ପରେ ଚଉଠି ରାତି ରେ ଗୋଟିଏ ବିଚିତ୍ର ଘଟଣା ଘଟିଥାଏ।
ସେହି ଘଟଣା ଟି ହେଉଛି ନୂଆ କରି ଯେଉଁମାନେ ବିବାହ କରିଥାନ୍ତି ସେହି ନୂଆ ବୋହୂ ଙ୍କୁ ୫ ଦିନ ପର୍ଯ୍ୟନ୍ତ ନିର୍ବସ୍ତ୍ର ହୋଇ ରହିବାକୁ ପଡ଼େ ଏବଂ ଗାଁ ଲୋକ ମାନେ ସମସ୍ତେ ଏହି ପ୍ରଥା ଓ ପରମ୍ପରାକୁ ମାନନ୍ତି।
ତେବେ କଣ ପାଇଁ ସେମାନେ ୫ ଦିନ ପର୍ଯ୍ୟନ୍ତ ରୁହନ୍ତି ନିର୍ବସ୍ତ୍ର ଭାବରେ ,କଣ ରହିଛି ପ୍ରକୃତ ରହସ୍ୟ ଆସନ୍ତୁ ଜାଣିବା ଆମର ଏହି ପୋଷ୍ଟ ମାଧ୍ୟମରେ। କାହାଣୀ ହେଉଛି ହିମାଚଳ ର।ହିମାଚଳ ରେ ଏମିତି ଏକ ଗାଁ ଅଛି ଯେଉଁ ଗାଁ ରେ ନୂଆ କରି ଯେଉଁ ଦମ୍ପତିମାନେ ବିବାହ କରିଥାନ୍ତି ସେହି ନୂଆ ବୋହୂ ଙ୍କୁ ୫ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିର୍ବସ୍ତ୍ର ହୋଇ ରହିବାକୁ ପଡ଼େ ଏବଂ ଗାଁ ଲୋକ ମାନେ ସମସ୍ତେ ଏହି ପ୍ରଥା ଓ ପରମ୍ପରାକୁ ମାନନ୍ତି।
ଗାଁ ଲୋକ ମାନଙ୍କ କହିବା କଥା କି ସେମାନେ ଏହି ପରମ୍ପରା କୁ ଦୀର୍ଘ ୧୨୦ ବର୍ଷ ଧରି ମାନି ଆସୁଛନ୍ତି। ବର୍ତ୍ତମାନ ନାରୀ ମାନଙ୍କୁ ସମ୍ମାନ ଦେବା ପାଇଁ ଅନେକ କାର୍ଯ୍ୟକ୍ରମ ସରକାର କରୁଛନ୍ତି। ନାରୀ ମାନଙ୍କୁ ସମ୍ମାନ ଦେବା,ନାରୀ ମାନଙ୍କୁ ସୁରକ୍ଷା ଦେବା।ତେଣୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ସେହି ଗାଁ ରେ ଏହିପରି ଅନ୍ଧବିଶ୍ୱାସ ବା ଏହିପରି ପରମ୍ପରା କେମିତି ଜୀବିତ ରହିଛି ।
କି ବିବାହ କଲା ପରେ ସେହି ସ୍ତ୍ରୀ ୫ ଦିନ ପର୍ଯ୍ୟନ୍ତ ନିର୍ବସ୍ତ୍ର ହୋଇ ରହିବ। ଏହା ଦ୍ୱାରା ସମାଜ ରେ ତା ଉପରେ କିଛି ଖରାପ ପ୍ରଭାବ ପଡ଼ିବ,କି ଏହି ଅବସ୍ଥାରେ ଲୋକମାନେ ତାକୁ ଦେଖି ଦେବେ। କିନ୍ତୁ ପ୍ରକୃତରେ ଏମିତି କିଛି ହୋଇ ନଥାଏ। ସେହି ୫ ଦିନ ପର୍ଯ୍ୟନ୍ତ ସେହି ଘରକୁ କେହି ଯିବେ ନାହିଁ,କେବଳ ଜଣେ ସ୍ତ୍ରୀଲୋକ ସେହି ଘରେ ରହି ପାରିବେ।
ଏମିତିକି ତାଙ୍କ ନିଜ ସ୍ୱାମୀ ମଧ୍ୟ ୫ ଦିନ ପର୍ଯ୍ୟନ୍ତ ନିଜ ସ୍ତ୍ରୀ ର ମୁହଁ ଦେଖି ପାରିବେ ନାହିଁ।ଏହି ୫ ଦିନ ପର୍ଯ୍ୟନ୍ତ ସ୍ୱାମୀ ଜଣଙ୍କ ଗାଧୋଇ ପାରିବେ ନାହିଁ କି ମଦ୍ୟପାନ କୁ ସ୍ପର୍ଶ କରିବେ ନାହିଁ କି କୌଣସି ନିଶା ଦ୍ରବ୍ୟ ସ୍ପର୍ଶ କରିବେ ନାହିଁ।
ଏହି ୧୨୦ ବର୍ଷର ପରମ୍ପରା ବିଷୟରେ ସେହି ଗ୍ରାମର ଜଣେ ବୟସ୍କ ଲୋକଙ୍କୁ ପଚାରିବାରୁ ସେ କହିଲେ କି ଯଦି ସେମାନେ ଏହି ୧୨୦ ବର୍ଷ ର ପରମ୍ପରା କୁ ନମାନିବେ ତାହେଲେ ଭଗବାନ ସେମାନଙ୍କୁ ଅଭିଶାପ ଦେବେ ଏବଂ ଅଭିଶାପ ଦେଇ ଆମ ଗ୍ରାମ କୁ ଧ୍ବଂସ କରି ଦେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।