ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହେଲେ ପିଲା ମାନଙ୍କର କେମିତି ଲକ୍ଷଣ ହୋଇଥାଏ
ମଣିଷ ନିଜର ଜୀବନର ଭବିଷ୍ୟତ ପାଇଁ ସେ ସବୁ ବେଳେ ଶାସ୍ତ୍ର ଉପରେ ନିର୍ଭର କରେ କାରଣ ଆମର ଶାସ୍ତ୍ରରେ ମଣିଷର ସମ୍ପୂର୍ଣ ଜୀବନ ଯାପନ ର ବର୍ଣ୍ଣନା କରାଯାଇଛି l ଯାହାଦ୍ୱାରା ଏହି ସବୁ ନିୟମ କୁ ପାଳନ କଲେ ଆମରେ ଭବିଷ୍ୟତ ସୁନ୍ଦର ହୋଇଥାଏ l ଏହାର ରଚନା କରିଥିବା ମୁନି ଋଷି ମାନେ ସେମାନଙ୍କର ଉପର ପିଢ଼ି ମାନେ କେମିତି ବିପଦରେ ନ ପଡିବେ ସେଥିପାଇଁ ସଚେତନ ଥିଲେ l
ସେମାନେ ନିଜର ତପବଳରେ ଭଗବାନ ଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ କୁ ସେମାନେ ପୁରାଣ ରେ ବର୍ଣ୍ଣନା କରିଛନ୍ତି l ଯାହାକୁ ସମସ୍ତ ଭାରତୀୟ ମାନେ ଏହାକୁ ନିଜର ଜୀବନ ପାଳନ କରିବା ଉଚିତ l
ପୁରାଣ ର ଏକ ଅଂଶ ହେଉଛି ଜ୍ୟୋତିଷ ଶାସ୍ତ୍ର ଯେଉଁଥିରେ ମଣିଷର ଗ୍ରହ, ନକ୍ଷତ୍ର ବିଷୟରେ ବିଚାର କରାଯାଇ ଯାଇଛି l ଏଥିରେ ଥିବା ଗ୍ରହ ନକ୍ଷତ୍ର ଯାହାର ବିଚାର କଲେ ଆମର ଭବିଷ୍ୟତ ବିଷୟ ଜାଣି ହୋଇଥାଏ lଏହି ପରି ନିୟମ ଅନୁସାରେ ମଧ୍ୟ ମଣିଷର ଜନ୍ମ ହେବାର ପରେ ମଣିଷର ସ୍ୱଭାବ ନିର୍ଭର ହୋଇ ଥାଏ l ତେବେ ଚାଲନ୍ତୁ ଜାଣିବା କେଉଁ ବାରଦିନ ଜନ୍ମ ହେଲେ ଆମର କେଉଁ ଭଳି ବ୍ୟବହାର ହୋଇଥାଏ l
1-ରବିବାର :ଏହି ବlର ରେ ଜନ୍ମ ହୋଇଥିବl ମଣିଷର ବ୍ୟବହାର ବହୁତ ମନୋରମ ହୋଇଥାଏ l ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତି ର ବ୍ୟବହାର ଯଥା ସ୍ୱାଭିମାନୀ ହୋଇଥାନ୍ତି, କ୍ରୋଧୀ, କମାତୁର ହୋଇଥାନ୍ତି l ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ରତି କାମରେ ବହୁତ ଜ୍ଞାନୀ l ଏମାନେ ନିଜର ସ୍ତ୍ରୀ କୁ ପ୍ରଚୁର ସୁଖ ଦେଇ ଥାନ୍ତି l ଏମାନେ ଭଗବାନ ଙ୍କର ଭକ୍ତି କରିଥାନ୍ତି l
2-ସୋମବାର : ଏହି ବାର ରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ଠାରେ ନିମ୍ନ ଗୁଣ ଦେଖା ଯାଇଥାଏ l ଯଥା ଏମାନେ ରତି କାର୍ଯ୍ୟରେ ପାରଙ୍ଗମ ଅଟନ୍ତି l ଯେ କୌଣସି କାର୍ଯ୍ୟ ଅତି ସହଜରେ କରିଥାନ୍ତି l ସାମାନ୍ୟ ରୂପେ ଅଳସୁଆ ହୋଇ ଥାନ୍ତି l
3-ମଙ୍ଗଳବାର :ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ କ୍ଷଣ କୋପ କରିଥାନ୍ତି l ସବୁବେଳେ ଚିନ୍ତା କରିଥାନ୍ତି l ଏମାନେ ସବୁବେଳେ ନିଜର କାମରେ କୌଶଲତା ପୂର୍ବକ ସମାପନ କରିଥାନ୍ତି l
4-ବୁଧବାର : ଏହି ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଗଭୀର ଚିନ୍ତା କରିଥାନ୍ତି, ଜ୍ଞାନୀ, ନ୍ୟାୟ ବନ୍ତ ଅଟନ୍ତି, ଭୋଗ ବିଳାସିନୀ ହୋଇଥାନ୍ତି l ଅଧିକ ରୀତି କାର୍ଯ୍ୟ କରିଥାନ୍ତି l ଏମାନଙ୍କର ବହୁତ ଗୁଡିଏ ସ୍ତ୍ରୀ ହୋଇ ଥାନ୍ତି l
5-ଗୁରୁବାର : ଏହି ବ୍ୟକ୍ତି ମାନେ ପଶୁ ଭଳି ଆଚରଣ କରିଥାନ୍ତି l ଅନ୍ୟ ସବୁଥିରେ ବହୁତ ପ୍ରବୀଣ ଅଟନ୍ତି l
6-ଶୁକ୍ରବାର : ଏହି ବାର ଦିନ ଜନ୍ମିତ ବ୍ୟକ୍ତି କ୍ଷଣ କୋପି ହୋଇଥାନ୍ତି, ଅହଙ୍କାରୀ ହୋଇଥାନ୍ତି l
7-ଶନିବାର : ପରୋପକାରୀ, ଅହଙ୍କାରୀ ଅଟନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।