ପୁଣି ଥରେ କର୍ଫ୍ୟୁ ଜାରି । ଆସନ୍ତା କାଲି ଠାରୁ ଏହି ସହରରେ ଲାଗୁ ହେବ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……
ଦିନ କୁ ଦିନ ବଢ଼ିବାରେ ଲାଗିଛି କରନା ପ୍ରକୋପ ।ଏହି ସଂକ୍ରମଣ ଗୁଜରାଟ ର ରାଜଧାନୀ ରେ ଏହି ସଂକ୍ରମଣ ଅଧିକ ମାତ୍ରା ରେ ବୃଦ୍ଧି ପାଇଛି । ତେଣୁ ଏହାର ସଂକ୍ରମଣ କୁ ରୋକିବା ପାଇଁ ଅହମ୍ମଦବାଦ ର ମୁନିଶିପଲ୍ କର୍ପୋରେସନ କର୍ଫ୍ୟୁ ଜାରି କରିଛି । ତେବେ କରନା ର ସଂକ୍ରମଣ କୁ ରୋକିବା ପାଇଁ ରାତି ୯ ରୁ ସକାଳ ୬ ଜାଏ ପୁଣି ଥରେ ଜାରି ହେବ କର୍ଫ୍ୟୁ ।
ଏହି ସମୟ ରେ କଟକଣା କଡ଼ା କଡି ରହିବ ଓ ଲୋକ ମାନଙ୍କୁ ଏହି ସମୟରେ ବାହାରକୁ ଯିବା ଆସିବା ପାଇଁ ମନା କରାଯିବା ସହିତ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜୁରାଟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ର ରିପୋର୍ଟ୍ ଅନୁସାରେ ଗୁଜରାଟ ରେ କରନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲାଗିଛି । ତେବେ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୫ ହଜାର ଲୋକ କରନା ସଂକ୍ରମଣ ହୋଇ ସାରିଛନ୍ତି ।
ଏହି ରୋଗୀ ମାନଙ୍କ ମଧ୍ୟରୁ ୪୦ ହଜାର ରୋଗୀ ସୁସ୍ଥ ହୋଇ ଥିବା ବେଳେ ୨ ହଜାର ଲୋକ କାଯୁଆଲିଟି ରେ ରହି ଚିକିତ୍ସା ହେଉଛନ୍ତି । ତେବେ କୋଭିଡ 19 ର ସରକାରୀ ଦ୍ୟାସବୋର୍ଡ ଅନୁସାରେ ଗୁଜରାଟ ରେ 12 ହଜାର 457 ଟି ଅକ୍ଟିଭି କେଶ୍ ରହି ଥିବାର ସୂଚନା ମିଳିଛି । ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଅଟେ ଯେ ସେମାନଙ୍କ ମଧ୍ୟ ରୁ 83 ଜଣ କରନା ସଂକ୍ରମଣ ରୋଗୀ ଆଜି ବି ଭେନ୍ତିଲେଟର ରେ ଚିକିତ୍ସିତ ହେଉଛନ୍ତି।
ଏହା ସହିତ ଦିନ କୁ ଦିନ କରନା ସଂକ୍ରମଣ ବଢ଼ିବାରେ ଲାଗି ଥିବାରୁ ଗୁଜରାଟ ର ସରକାର ବର୍ତ୍ତମାନ ଚିନ୍ତା ରେ ରହିଛି। ସରକାର ଙ୍କ କହିବା ଅନୁସାରେ ଲକ୍ ଡାଉନ୍ ଯୋଗୁଁ ପ୍ରାୟତଃ ସଂକ୍ରମଣ କମ୍ ଥିଲା କିନ୍ତୁ ଲକ୍ ଡାଉନ୍ ଉଠିବା ପରଠାରୁ ଏହି ସଂକ୍ରମଣ ବହୁତ୍ ଅଧିକ ବଢ଼ିବାରେ ଲାଗିଛି ।
ଆଉ ଏହି ସଂକ୍ରମଣ କୁ ରୋକିବା ପାଇଁ ଏହାର କୌଣସି ପ୍ରତିଷେଧକ ଟୀକା ମଧ୍ୟ ପ୍ରସ୍ତୁତ ହୋଇ ପାରି ନାହିଁ ତେଣୁ ଗୁଜରାଟ ସରକାର ଏବେ ରାତି 9 ରୁ ସକାଳ 6 ଯାଏ କର୍ଫ୍ୟୁ ଜାରି କରିବ। ଆଶା କରାଯାଉଛି ଯେ ଏହା ଦ୍ଵାରା ସଂକ୍ରମଣ କମ୍ ହୋଇ ପାରେ। ତେବେ ଯଦି ଟେଷ୍ଟିଂ କଥା କହିବା ତେବେ ଗୁଜରାଟ ରେ ଆଜି ପର୍ଯ୍ୟନ୍ତ 69 ଲକ୍ଷ୍ୟ 78 ହଜାର 249 କରନା ସାମ୍ପୁଲ ଟେଷ୍ଟ କରା ଯାଇଛି।ଏ
ହା ସହିତ ଲୋକ ମାନଙ୍କୁ ଜନ ଗହଳି କରିବା ପାଇଁ ବାରଣ କରାଯାଇ ଅଛି ଓ ମାସ୍କ , ସାନିତୈଜାର ବ୍ୟବହାର କରିବା ପାଇଁ ଲୋକ ମାନଙ୍କୁ ଉପଦେଶ ଦିଆ ଯାଉଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।