ଆସନ୍ତା କାଲି ଠାରୁ ଏହି ୫ଟି ରାଶିରେ ଗଣେଶ ଦେବଙ୍କର ଚଳନ ଆସନ୍ତା 35 ବର୍ଷ ପାଇଁ ଧନ ର ବର୍ଷା ଦେଖନ୍ତୁ….

ଏହିପରି ଏକ ଶୁଭ ଦେବତା ଙ୍କର ଗତି ହୋଇଛି l ତାହା ହେଉଛି ଜ୍ଞାନ ଦାତା ଗଣେଶ ଙ୍କର ଗତି l ଏହି ଦେବତା ସବୁବେଳେ ସମସ୍ତ ଙ୍କର କର୍ମ ଅନୁସାରେ ଚାଲିଥଏ l କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ଯେ ଯେମିତି କର୍ମ କରେ ତାକୁ ସନିଦେବ ସେମିତି ଫଳ ଦେଇ ଥାନ୍ତି l

ଏହି ଗ୍ରହର ସିଧା ଗତି ଏହି ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ 35 ବର୍ଷ ପର୍ଯ୍ୟନ୍ତ ରହିବ lଏହି ଦେବତା ଙ୍କର ଗତି ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ l ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କେମିତି ପ୍ରଭାବ ପଡିବ l

ଆସନ୍ତୁ ଜାଣିବା ସେହି ରାଶି ଗୁଡିକୁ l ସେହି ରାଶି ଗୁଡିକ ହେଲା ମେଷ, ସିଂହ, ମିଥୁନ, ବୃଷ, ବିଛା, ତୁଳା, କନ୍ୟା ଓ କୁମ୍ଭ l ଆସନ୍ତୁ ଜାଣିବା ସେହି ରାଶି ବିଷୟ ରେ l

ଦେବତା ଗଣେଶ ଙ୍କର ପ୍ରିୟ ବାର ବୁଧ ବାର ଏହି ବାର ଟି ଏହି ଦୁଇ ଦିନ ତଳେ ଏକାଦଶୀ ସହିତ ପଡୁଛି l ଏହି ବାର ଟି ସମସ୍ତ ଙ୍କ ପାଇଁ ଶୁଭ ଦାୟକ l ଏହି ଦିନ ସକାଳ 9 ଟା ରୁ 15 ଘଣ୍ଟା ପର୍ଯ୍ୟନ୍ତ ରହିଛି l ଏହି ଦିନରେ ସମସ୍ତେ ଗଣେଶ ଙ୍କର ପାଖରେ ଘିଅ ଦୀପ ଜଳାନ୍ତୁ ଆପଣ ମାନଙ୍କର ବହୁତ ଉନ୍ନତି ଘଟିବ l

ଏହି ରାଶି ର ଲୋକ ମାନେ ବହୁତ ଶାନ୍ତ ସରଳ ସ୍ୱାଭିମାନୀ ଲୋକ ହୋଇ ଥାନ୍ତି l ସେ ମାନେ ସମସ୍ତ ଙ୍କୁ ସମ୍ମାନ ଦେଇ କଥା କହି ଥାନ୍ତି l ଏହି ରାଶି ମାନଙ୍କର ଲୋକ ମାନେ ତାଙ୍କର ମାନ ପ୍ରତିଷ୍ଠା ହେବ l ଏମାନଙ୍କୁ ସମସ୍ତେ ସମ୍ମାନ ମିଳିବ l ଏହି ରାଶି ଲୋକ ମାନେ ଦୀର୍ଘ ଯାତ୍ରା କରିବେ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l

ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଏମିତି ଅନେକ ପରିବର୍ତ୍ତନ ହେବ ଏହି ରାଶି ର ଲୋକ ମାନଙ୍କର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।