ଆସନ୍ତା ୨୬ ତାରିଖ ରେ “ଭାରତ ବନ୍ଦ”, କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଡାକରା, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……
ଏହି ବର୍ଷ ଅନେକ ପ୍ରକାର କ୍ଷତି ରେ ସମସ୍ତ ଶ୍ରମିକ ମାନେ ଅନେକ ପ୍ରକାର କ୍ଷତି ରେ ସ୍ୱୀକାର ହୋଇ ଛନ୍ତି l ତେଣୁ ଏହି କ୍ଷତି ର ଦାବି ପୂରଣ କରିବା ପାଇଁ ସେମାନେ ଷ୍ଟ୍ରାଇକ କରି ଥିଲେ l ତେଣୁ ଶ୍ରମିକ ମାନେ କେନ୍ଦ୍ର ସରକାର ଙ୍କ କୃଷି ନୀତି ଓ ଶ୍ରମ ନୀତି କୁ ବିରୋଧ କରି ଆସନ୍ତା ୨୬ ତାରିଖ ରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇ ଛନ୍ତି ।
ଏଥି ରେ କେନ୍ଦ୍ର ସରକାରୀ କର୍ମ ଚାରୀ ଫେଡେରେସନ ରାଜ୍ୟ ସରକାରୀ କର୍ମଚାରୀ ଫେଡେରେସନ, ବ୍ୟାଙ୍କ କର୍ମଚାରୀ ୟୁନିଅନ, ଜୀବନ ବୀମା କର୍ମଚାରୀ ୟୁନିଅନ ମଧ୍ୟ ସାମିଲ ହେବେ ବୋଲି ଏହି ଶ୍ରମିକ ମାନେ ମତ ପ୍ରକାଶ କରି ଛନ୍ତି l
ଓଡ଼ିଶା ରେ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି, ହିନ୍ଦ ମଜଦୁର ସଭା, ଏଆଇସିସିଟୁୟୁ ଆଦି ଶ୍ରମିକ ସଂଗଠନ କେନ୍ଦ୍ର ସରକାର ଙ୍କ ନୀତି ବିରୋଧ ରେ ବନ୍ଦ ପାଳନ କରିବେ ବୋଲି ଏବେ ସୋସିଆଲ ମେଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ କରି ଛନ୍ତି l ଏହି ବନ୍ଦ ପାଳନ କୁ ବାମପନ୍ଥୀ ଦଳ ସମର୍ଥନ କରୁଥିବା ବେଳେ ଅନ୍ୟ ରାଜନୈତିକ ଦଳକୁ ଅନୁରୋଧ କରାଯିବ ବୋଲି କହି ଛନ୍ତି l ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ।ଏହା ଏବେ ଜଣା ପଡିଛି l
ଶ୍ରୀ ପତି ଙ୍କ କହିବା ଅନୁ ସାରେ କେନ୍ଦ୍ର ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣି ଛନ୍ତି । ଏହା ଦ୍ୱାରା ଚାଷୀ ମାନେ ଅନେକ ପ୍ରକାର କ୍ଷତି ସହିବ ଓ । ଆଉ ଉଦ୍ୟୋଗ ପତି ଲାଭ ବାନ ହେବେ ବୋଲି ଜଣା ପଡିଛି l ସେହି ପରିଅନେକ କାରଣ କୁ ଆଖିରେ ରଖି ୨୯ ଟି ଶ୍ରମିକ ଆଇନ କୁ କେନ୍ଦ୍ର ସରକାର ପରିବର୍ତ୍ତନ କରି ଛନ୍ତି ।
୪ ଟି ନୂଆ ଶ୍ରମ କୋଡ୍ ଲାଗୁ କରି ଛନ୍ତି । ଏହା ସହ ୧୩ ଟି ଶ୍ରମ ଆଇନ କୁ ଉଚ୍ଛେଦ କରି ଛନ୍ତି କରି ଛନ୍ତି କେନ୍ଦ୍ର ସରକାର । ଏଥି ଯୋଗୁ ଦେଶର ପ୍ରାୟ ୪୦ କୋଟି ଶ୍ରମିକ କ୍ଷତି ଗ୍ରସ୍ତ ହେବେ ବୋଲି ସେମାନେ ମତ ପ୍ରକାଶ କରି ଛନ୍ତି । ଓଡ଼ିଶା ର ଦେଢ଼ କୋଟି ଶ୍ରମିକ ଏହା ଦ୍ୱାରା ପ୍ରଭାବିତ ହେବ ଏହି ସଂଗଠନ ରେ ।
ତେଣୁ ଏହି ଅନେକ କାରଣ ରୁ ସେମାନେ ଆସନ୍ତା ୨୬ ତାରିଖ ବନ୍ଦ ପାଳନ କରି ବାକୁ ନେଇ ନେଇ ଗୁରୁ ବାରଦିନ ଶ୍ରମିକ ସଂଗଠନ ମାନଙ୍କ ର ବୈଠକ ହେବ । ଏହି ପରି ବୈଠକ ପରେ ସେମାନେ ଏଣେ ବୈଠକ କୁ ବନ୍ଦ ପାଳନ କରି ବାକୁ ନେଇ ଅନେକ ରାଜନୈତିକ ଦଳ ଓ ଅନେକ କୁ ଚିଠି ଲେଖି ସମର୍ଥନ ମଗା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।