ଆପଣ ଚା ପିଉଛନ୍ତି କି ? ଚା ପିଇବା ଦ୍ଵାରା ଆମର କଣ ସବୁ କ୍ଷତି ହେଇଥାଏ l ଜାଣନ୍ତୁ କିଛି ରହସ୍ୟମୟ କଥା….
ଆଜିକୁ ଦୁଇଶହ ବର୍ଷ ତଳେ ଚା ନଥିଲା କି କାହା ଘରେ ବି ଚା ହେଉନଥିଲା l ବର୍ତ୍ତମାନ ଆପଣ ଯେଉଁଠିକୁ ବି ଅତିଥି ରୂପରେ ସର୍ବ ପ୍ରଥମେ ଚା ହିଁ ମିଳିବ l ଯାହାକୁ ଲୋକ ମାନେ ଜୀବନର ଗୁରୁତ୍ଵାପୂର୍ଣ୍ଣ ଅଭ୍ୟାସରେ ପକେଇଦେଇଛନ୍ତି l ଆପଣମାନେ କଣ ଜାଣିଛନ୍ତି,ଚା ପିଇବା ଦ୍ଵାରା ଆପଣଙ୍କର କଣ କ୍ଷତି ହୋଇଥାଏ ?ଆସନ୍ତୁ ଜାଣିବା ଖାଲି ପେଟରେ ଚା ପିଇବା ଦ୍ଵାରା ଆମ ଶରୀରରେ କଣ କଣ ବଢିଯାଇଥାଏ l
1. ଖାଲି ପେଟରେ ଚା ପିଇଲେ ଆସିଡିଟି ବଢିଯାଏ l ତା ସହିତ ଗ୍ୟାଷ୍ଟିକି ଜୁସେସରୁ ବାହାରିଥାଏ ଯାହା ପାଚନ କ୍ରିୟା ରେ ସହାୟକ ହେଇଥାଏ l ଗ୍ୟାଷ୍ଟିକି ଜୁସେସର ସିକ୍ରସେନ କୁ, ବା ତାହାର ବାହାରୁ ଥିବା ପ୍ରେଜେନ୍ସ କୁ ବନ୍ଦ କରେ l ନର୍ମଳରେ କହିବାକୁ ଗଲେ ଏଥିଦ୍ଵାରା ଗ୍ୟାସ ଫର୍ମେସନ ହେବ ଏଥି ଦ୍ଵାରା ପଚନ ତନ୍ତ୍ର କାମ କରିବ ନାହିଁ l ପ୍ରଥମେ ପେଟ ଗରମ ହେବ, ତାହା ସହିତ ପେଟର ଭୋକ ମାରିଦେବ l
2.ଯଦି ଆପଣ ଦିନରେ ଚାରି ରୁ ପାଞ୍ଚ ଗ୍ଲାସ ଚା ପିଉଛନ୍ତି ତା ହେଲେ ଆପଣଙ୍କ ର ନିଦ କମିଯିବ l କାରଣ ଏହା ନିଦହୀନତାର ବହୁତ ବଡ କାରଣ ଅଟେ l ଅଧିକ ଚା ପିଇବା ଦ୍ଵାରା ନିଦ ନଆସିବାର ସମସ୍ୟା ଦେଖାହବ l
3.ଚା ରେ ଟେନିକ ଏସିଡ ଥାଏ l ଯଦି ଆପଣ ଖାଇବା ପରେ ଚା ପିଉଛନ୍ତି,ତା ହେଲେ ଖାଇବା ପରେ ଯେଉଁ ଆଇରନ ତତ୍ତ୍ୱ ଆପଣଙ୍କ ଶରୀର କୁ ମିଳିବାର ଥିଲା, ଏହି ଏସିଡ ଆଇରନ ତତ୍ତ୍ୱ କୁ ନେଇ ନିଜ ସହିତ ବାଇଣ୍ଡ କରେ l ମାନେ ଖାଇବା ପରେ ଚା ପିଉଛନ୍ତି ବୁଝିଯିବେ ଯେ ଆପଣଙ୍କୁ ଆଇରନ କମ ହେବ l
4. ଚା ରେ କ୍ୟାଫିନ ବହୁତ ମାତ୍ରାରେ ଥାଏ l ଏଥିରେ କଫି ରୁ ବି ଅଧିକ କ୍ୟାଫିନ ଥାଏ l ଏହି ଅଧିକ ମାତ୍ରାରେ କ୍ୟାଫିନ ଶରୀରରେ ବ୍ଲଡ଼ ପ୍ରେସର ବଢାଏ l ଯଦି ଆପଣଙ୍କ ବ୍ଲଡ଼ ଲୋ ହେଇଥିବ ତ ହାଇ ହେଇଯିବ l ହାଇ ବିପି ଥିବା ଲୋକ ଚା ପିଇବା ଅନୁଚିତ l ତ ସହିତ ଏନିମିୟା କୁ ନିୟତ ଦେଉଛନ୍ତି l ରେଡ ବ୍ଲଡ଼ ସେଲ କୁ ଏନିମିୟା କହନ୍ତି l ଏହି ରୋଗ ଆପଣଙ୍କୁ ହେବ l
5. ବହୁତ ଲୋକ ବାହାରେ ଚା ପିଇଥାନ୍ତି l ଆପଣ ଲକ୍ଷ୍ୟ କରିଥିବେ ବାହାରେ ଚା କଲାବେଳେ ଚା ପତିକୁ ନ ଫୋପାଡ଼ି ସେହି ଚା ପାଟିରେ ବାରମ୍ବାର ଚା କରନ୍ତି l ତାହା ଫୁଟି ଫୁଟି ବିଷ ଵନିଯାଏ l ସେହି ଚା ହାନିକାରକ ଅଟେ l ସେହି ଚା ପତିର ଜୁସ କୁ ଆମେ ଚା ଦ୍ଵାରା ନେଇଥାଉ l ରୋଡ ସାଇଡ ଚା କୁ ପିଅନ୍ତୁ ନାହିଁ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।