ବୁଦ୍ଧି ପରୀକ୍ଷା – ଆପଣଙ୍କ ଆଗରେ ଗୋଟେ ହଂସ ଚିତ୍ର ଅଛି ଆଉ ତାପରେ ଗୋଟେ ଟଙ୍କିକିଆ ଚିତ୍ର ଅଛି ତାହେଲେ ଝିଅର ନାମ କଣ ? କୁହ ଦେଖି ?

ଆଜି ଆମେ ଏହି ଲେଖାରେ ଆପଣଙ୍କ ସୃଜନଶିଲତା ଏବଂ ବୁଦ୍ଧି ପରୀକ୍ଷା କରିବା ପାଇଁ କିଛି ଏମିତି ପଜଲ୍ ନେଇ ଆସିଛୁ ଯାହାକୁ ସମାଧାନ କଲେ ଆପଣ କୌତିକିଆ ଉତ୍ତର ସହିତ ଏକ ଝିଅର ନାମ ପାଇବେ।ଏହା ବହୁତ ଚତୁର ପରୀକ୍ଷା ଅଟେ। ଏହାଦ୍ଵାରା ଆପଣ ନିଜର ବୁଦ୍ଧି ପରୀକ୍ଷା କରି ପାରିବେ।ଆଉ ଏହିଭଳି ପ୍ରଶ୍ନ ର ସମାଧାନ ପଜଲ୍ ମାଧ୍ୟମରେ କରିବା ପାଇଁ ଆପଣଙ୍କୁ ବହୁତ୍ ଭଲ ଲାଗିବ ମଧ୍ୟ।

ସାମାନ୍ୟ ବୁଦ୍ଧି କୁ ପ୍ରୟୋଗ କରି ଆପଣ ଏହି ସବୁ ପଜଲ୍ କୁ ସମାଧାନ କରିବାକୁ ସକ୍ଷମ ହେବେ।ତେବେ ଆସନ୍ତୁ କିଛି ସେହିଭଳି କୌତୁକିଆ ପଜଲ୍ କୁ ଦେଖିବା ଏବଂ ଏହାର ସମାଧାନ ବାହାର କରିବା।

ପଜଲ୍ ୧- ପ୍ରଥମ ଚିତ୍ରରେ ଦେଖନ୍ତୁ ଏକ ଆଖି ଚିତ୍ର ସହିତ ଗୋଟିଏ ଛକି ଚିହ୍ନ ରହିଛି।ତେବେ ଏଥିରୁ ଝିଅଟିର ନାମ ଆପଣଙ୍କୁ କହିବାକୁ ପଡ଼ିବ
ଉତ୍ତର- ନୈନା । କାରଣ ଆଖିକୁ ହିନ୍ଦୀରେ ନୈନା କୁହାଯାଏ।

ପଜଲ୍ ୨- ଆପଣଙ୍କୁ ସମ୍ମୁଖରେ ଗୋଟିଏ ହଂସ ଏବଂ ଗୋଟିଏ ମୁଦ୍ରାର ଚିତ୍ର ରହିଛି। ଏଥିରୁ ଏକ ଝିଅର ନାମ କଣ ହେବ କୁହନ୍ତୁ।
ଉତ୍ତର- ହଂଶିକା। କାରଣ ମୁଦ୍ରା କୁ ସିକା ବୋଲି କୁହାଯାଏ। ହଂସ ଆଉ ଶିକା ମିଶି ହଂଶିକା ହେଲା।

ପଜଲ୍ ୩- ତୃତୀୟରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏକ ଇଁରାଜୀ ଅକ୍ଷର ସହ ଏକ ନଳ ର ଚିତ୍ର ରହିଛି। ଏହାର ଉତ୍ତର କଣ ହେବ ଭାବନ୍ତୁ।
ଉତ୍ତର- ବିନଳ। ବି+ ନଳ

ପଜଲ୍ ୪- ସେହିପରି ଆପଣ ଦେଖୁଥିବେ ଏହି ଚିତ୍ରରେ ଗୋଟିଏ ଗଛ ସହିତ ଆଖିର ଚିତ୍ର ରହିଛି। ଏଥିରୁ ପୁଅର ନାମ କଣ ହେବ।
ଉତ୍ତର- ତ୍ରିଲୋଚନ। କାରଣ ଗଛକୁ ଟ୍ରି ଏବଂ ଆଖିକୁ ଲୋଚନ କୁହାଯାଏ।

ପଜଲ୍ ୫- ସେହିପରି ଆପଣଙ୍କ ଆଗରେ ଗୋଟେ ଦୀପ ଚିନ୍ହ ଅଛି ଆଉ ତାପରେ ଇଂରାଜୀ ଅକ୍ଷର ପା ଅଛି। ତାହେଲେ ଏଥିରୁ ଝିଅର ନାମ କଣ ?
ଉତ୍ତର- ଏହାର ଉତ୍ତର ହେଲା ଦ୍ଵୀପା। କାରଣ ଦ୍ଵୀପ+ ପା ହେଉଛି ଦ୍ୱୀପା।

ପଜଲ୍ ୬- ଆପଣ ଦେଖୁଥିବେ ଏହି ଚିତ୍ରରେ ଆପଣଙ୍କ ଆଗରେ ଗୋଟିଏ କପ ଚାର ଚିତ୍ର ସହ କିଛି ମେଡ଼ିସିନ ଅଛି। ତାହେଲେ ଏଥିରୁ ପୁଅର ନାମ କଣ ହେବ ଭାବନ୍ତୁ ?
ଉତ୍ତର- ଏହାର ମଜାଦାର ଉତ୍ତର ହେଲା କପିଲ୍। କାରଣ କପ୍+ପିଲ୍, ଔଷଧକୁ ପିିଲ୍ ବୋଲି କୁହାଯାଏ।

ପଜଲ୍ ୭- ଏଠାରେ ଆପଣଙ୍କ ଆଗରେ ଇଂରାଜୀ ଆ ଅକ୍ଷର ଏବଂ ତାପରେ ଗୋଟେ ତାଲା ଚିନ୍ହ ରହିଛି, ଏଥିରୁ ଗୋଟେ ପୁଅର ନାମ କଣ ହେବ ?
ଉତ୍ତର- ପୁଅର ନାମ ହେଉଛି ଆଲୋକ। କାରଣ ତାଲା କୁ ଲକ୍ ମଧ୍ୟ କୁହାଯାଏ।

ପଜଲ୍ ୮- ତେବେ ଏହି ଚିତ୍ରରେ ଆପଣଙ୍କ ସମ୍ମୁଖରେ କେବଳ କେତେ ଗୁଡ଼ିଏ ବହି ରହିଛି। ତେବେ ଏଥିରୁ ଝିଅର ନାମ କଣ ହେବ?
ଉତ୍ତର- ବିଦ୍ୟା। ପୁସ୍ତକକୁ ବିଦ୍ୟା ବୋଲି ଆମେ କହିଥାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।