Ajira Anuchinta – ମଥାରେ ସିନ୍ଦୁର ଲଗେଇବାର ଉଚିତ ଉପାୟ କଣ ? ଜାଣନ୍ତୁ ଏହି ଖାସ କଥା
ଆମ ଓଡ଼ିଆ ସଂସ୍କୃତି ଅନୁସାରେ ବୋହୁମାନେ ହେଉଛନ୍ତି l ଘରର ଲଷ୍ମୀ ଓ ସେହି ଘରର ସବୁ ସୁଖ, ଦୁଃଖ,ତଥା ଶାନ୍ତି ଆଦି ସବୁ କିଛି ଘରର ବୋହୁ ଉପରେ ନିର୍ଭର କରେ l ଓଡ଼ିଆ ସଂସ୍କୃତି ଅନୁଯାଇ ଝିଅଟିଏ ବିବାହ କରି ସାରିବା ପରେ ତାର ସ୍ୱାମୀ ହେଉଛି ତାର ସବୁ କିଛି l ବୋହୂଟି ଚାହିଁଲେ ଘରର ଖୁସି ହସି ଉଠିଥାଏ l ଏବଂ ସେହି ବୋହୁହିଁ ସର୍ବନାଶର କାରଣ ହୋଇଥାଏ l ବିବାହ ପୂର୍ବରୁ ଝିଅକୁ ଘରର ଲଷ୍ମୀ କୁହା ଯାଇଥାଏ l
ବିବାହ ପରେ ଜଣେ ନାରୀକୁ ଗୃହଲଷ୍ମୀ ବୋଲି କୁହା ଯାଇଥାଏ l ଯଦି ଜଣେ ବିବାହିତା ନାରୀ ସମସ୍ତ ନିୟମକୁ ଭଲ ଭାବରେ ମାନି ଥାଏ l ସେହି ଘରର ସୁଖ ଶାନ୍ତି ଓ ଧନ ସମ୍ପତିରେ ପୂର୍ଣ୍ଣ ହୋଇଯାଏ l
ବିବାହ ପୂର୍ବରୁ ଗୋଟିଏ ଝିଅ ପାଇଁ ତାର ବାପା ମାଆ ଚଳନ୍ତି ଠାକୁର ହୋଇଥାନ୍ତି l ଗୋଟିଏ ସ୍ତ୍ରୀ ର ବେଶ ପୋଷାକ ଉପରେ ତାର ସ୍ୱାମୀର ଉନ୍ନତି ଓ ଅବନତି ନିର୍ଭର କରିଥାଏ l ଗୋଟିଏ ସ୍ତ୍ରୀର ସବୁ କିଛି ତାର ସ୍ୱାମୀ ହିଁ ହୋଇଥାଏ l ଯେ ଜଣେ ବିବାହିତା ନାରୀ କିପରି ତାର ମଥାରେ ସିନ୍ଦୁର ଲଗାଇବା ଦରକାର ଏବଂ କେମିତି ନୁହେଁ l ଆସନ୍ତୁ ସେହି ବିଷୟରେ ଜାଣିବା l
1- ଶାସ୍ତ୍ର ଅନୁସାରେ ଜଣେ ନାରୀକୁ ସବୁବେଳେ ସିନ୍ଦୁର ତାର ସୀତାରେ ଲଗେଇବା ଆବଶ୍ୟକ l କିନ୍ତୁ ବର୍ତମାନ ଦୁନିଆରେ ସିନ୍ଦୁରକୁ ସିନଥିରେ ନ ଲଗେଇ ଅଲଗା ସିନଥି ବାହାର କରି ଲଗାନ୍ତି l ଏପରି କରିବା ଦ୍ୱାରା ସ୍ୱାମୀର ବହୁତ ସମସ୍ୟା ହୋଇଥାଏ l
2- ଜଣେ ନାରୀ ପିନ୍ଧୁଥିବା ସିନ୍ଦୁରର ରଙ୍ଗ ଲାଲ ହେବା ଦରକାର l ଲାଲ ଛାଡ ଭିନ୍ନ ଭିନ୍ନ ରଙ୍ଗର ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଓ ପରିବାରର ମଧ୍ୟ ଅର୍ଥନୈତିକ ସମସ୍ୟା ଦେଖା ଦେଇଥାଏ l
3- ନାରୀମାନେ ଯେଉଁ ସିନ୍ଦୁର ପରିଧାନ କରୁଛନ୍ତି ତାହା କେବଳ ତାର ସ୍ୱାମୀହିଁ ଆଣିବା ଆବଶ୍ୟକ l ବର୍ତମାନ ପ୍ରାୟ ବହୁତ ନାରୀ ଅନ୍ୟର ସିନ୍ଦୁର ଆଣି ଲଗାଉଛନ୍ତି l ଏପରି କରିବା ଦ୍ୱାରା ସ୍ୱାମୀ ଉପରେ କୁପ୍ରଭାବ ପଡିଥାଏ l
4- ସିନ୍ଦୁରକୁ କେବଳ ସବୁବେଳେ ସକାଳର ନିତ୍ୟ କର୍ମ କରି ସରିବା ପରେ ନିଜର ମୁଣ୍ଡରେ ଲଗାଇବା ସ୍ୱାମୀଙ୍କ ପ୍ରତି ବହୁତ ଶୁଭ ହୋଇଥାଏ l
ଆମର ଶାସ୍ତ୍ର ଅନୁସାରେ, ଜଣେ ବିବାହିତା ନାରୀର ସଂକେତ ହେଉଛି ତାର ସିନ୍ଦୁର l ଯେତେବେଳେ ଜଣେ ନାରୀ ତାର ମଥାରେ ସିନ୍ଦୁର ଲଗାଇଥାଏ l ସେତେବେଳେ ସେ ତାର ସ୍ୱାମୀର ଶୁଭକାମନା କରିଥାଏ l ଯାହା ଫଳରେ ସେ ସ୍ୱାମୀଙ୍କ ଆଗରୁ ଶଧବା ବେଶରେ ସ୍ୱର୍ଗ ବାସି ହୋଇଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।