Jyotisa Shastra – ଆଜିଠାରୁ ଏହି ୬ଟି ରାଶିରେ କେବଳ ଖୁସି ଆଉ ଖୁସି
ଭଗବାନ ଶିବ ଛଅ ଗୋଟି ରାଶି ଉପରେ କୃପା କରୁଛନ୍ତି l ଏହି ରାଶିର ବ୍ୟକ୍ତି ମାନଙ୍କର ଭକ୍ତିରେ ଭଗବାନ ଶିବ ସନ୍ତୁଷ୍ଟ ହୋଇଛନ୍ତି l ଏହି ରାଶି ମାନଙ୍କ ଉପରେ ଶିବଙ୍କର କୃପାହେବାରୁ ଏହି ରାଶିରେ ବହୁତ ବଡ଼ ପରିବର୍ତନ ହେବାକୁ ଯାଉଛି l ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଯେଉଁ ସବୁ ପରିବର୍ତନ ହେବାକୁ ଯାଉଛି ତାହାକୁ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣନା କରା ହୋଇଛି ଯଥା l
ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁସି ଲାଗି ରହିବ ଭଗବାନ ଶିବ ଙ୍କର ଦୟାରୁ l ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଯେତେ ସବୁ ସମସ୍ୟା ରହିଛି ସେ ସବୁ ଦୂର ହୋଇଯାଇଛି l
ଏହି ରାଶିର ବ୍ୟକ୍ତି ମାନେ ନିଜର ପରିବାର ରେ ବହୁତ ସ୍ନେହ ପାଇବେ l ପରସ୍ପର ସ୍ନେହ ରେ ରହିବେ l ଏମାନଙ୍କର କୌଣସି କଳହ ଦେଖା ଦେବ ନାହିଁ l ଏହି ବ୍ୟକ୍ତି ମାନେ ତାଙ୍କ ଜୀବନର ସମସ୍ତ ଲକ୍ଷ କୁ ପ୍ରାପ୍ତ ହେବେ ଯଦି ଏହି ରାଶିର ବ୍ୟକ୍ତି ମାନେ ପରିଶ୍ରମ କରିବେ l
ଏହି ରାଶିର ବ୍ୟକ୍ତି ମାନେ ଶିବଙ୍କ ଦୟାରୁ ସମସ୍ତଙ୍କ ପ୍ରିୟ ହେବ l ଏହି ରାଶିର ବ୍ୟକ୍ତିଙ୍କୁ ସମସ୍ତେ ମାନିବେ ଆଉ ଏମାନଙ୍କୁ ଲୋକେ କାମ କଳା ବେଳେ ପରାମର୍ଶ ମାଗିବେ l ଏହି ରାଶିର ବ୍ୟକ୍ତି ମାନେ ଚାକିରୀ ପାଇଁ ଇଛା କରୁଥିଲେ ଏହାକୁ ପ୍ରାପ୍ତ କରିବେ l ତାଙ୍କ ଜୀବନ ର ସମସ୍ତ ସୁଖ ପ୍ରାପ୍ତ ହେବ l ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ ଯଦି ଅଧା ଥାଏ ତାହା ସମ୍ପୂର୍ଣ୍ଣ ହେବ l ଏହି ରାଶିର ବ୍ୟକ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ସୁଖ ମୟ ହେବ l
ଯଦି କାହାକୁ ପ୍ରେମ କରୁଥାନ୍ତି ତାହାଲେ ସେମାନେ ନିଜର ପ୍ରେମକୁ ପାଇବେ l ଧନର ଅଭାବ ହେବ ନାହିଁ, ଏହି ରାଶିର ବ୍ୟକ୍ତି ମାନେ କେବେବି ଧନର ଅଭାବ ସହିବେ ନାହିଁ l ରୋଜଗାର ବଢିବ ଖର୍ଚ୍ଚର ହାର କମିବ l ଏହି ରାଶିର ବ୍ୟକ୍ତି ମାନେ ବେପାର କରୁଥିଲେ ବେପାର ବଢିବ l ଏମାନେ ଚାକିରୀ କାରିଥିଲେ ଚାକିରୀରେ ଭଲ କର୍ମ ପାଇଁ ପ୍ରଶଂସିତ ହେବେ l ପଦ ଉନ୍ନତି ହେବ ମଧ୍ୟ l
ଏହି ରାଶିର ବ୍ୟକ୍ତି ମାନେ ପଢୁଥିଲେ l ପରୀକ୍ଷାରେ ଉଚ୍ଚ ଫଳ ପାଇବେ l ଏମାନେ ଜୀବନର ସମସ୍ତ ସୁଖ ପାଇବେ l ନିଜର ପିତାମାତା ଙ୍କର ପ୍ରିୟ ହେବେ l ଏମାନେ କୌଣସି କାର୍ଯ୍ୟ କଲେ ଏହାକୁ ସଫଳ କରିବେ l ତେବେ ଚାଲନ୍ତୁ ଜାଣିବା ଏହି ରାଶି ଗୁଡ଼ିକ କଣ? ଏହି ରାଶି ହେଉଛି କୁମ୍ଭରାଶି, ମିଥୁନରାଶି, କର୍କଟରାଶି, ସିଂହରାଶି, ବୃଷରାଶି ଏବଂ ତୁଳାରାଶି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।