Bastu Shastra – ଆଜି ରାତିରେ କହି ଦିଅ ଏହି ୩ ଅକ୍ଷର ମନ୍ତ୍ର ଘରେ ଧନ ବର୍ଷା ହେବ

ଆଜି ଆମେ ଆପଣଙ୍କୁ ଏମିତି ଏକଘୋରାଇ ଜିନିଷ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଆଣି ଲଗାଇଲେ ବା ରଖିଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଓ ଘର ର ସମସ୍ତ ସମସ୍ୟା ଓ ଅଶୁଭ ଶକ୍ତି ର ଛାୟା ନଷ୍ଟ ହେବ l ଏହିଜିନିଷ କୁ ଆପଣ ଙ୍କର ଘରେ ର ଆଖ ପାଖରେ ରଖିଲେ କେବଳ ଧନ ବର୍ଷା l

ଗୁଜୁରାତି ଓ ଲବଙ୍ଗ ବିଷୟରେ ସମସ୍ତେ ଜାଣିଥିବେ କାରଣଗୁଜୁରାତି ସବୁ ତରକାରୀ ରେ ମସଲା ରୂପରେ ବ୍ୟବହାର ହୋଇ ଥାଏ l ଏହା ସହିତ ଗୁଜୁରାତି ମଧ୍ୟ କଞ୍ଚାରେ ଖିଆ ଯାଏ କାରଣ ଏହିପରି ଖାଇଲେ ବହୁତ ଉପକାର ହୋଇ ଥାଏ l

ଗୁଜୁରାତି କୁ ଆଣି ନିଜର ଠାକୁର ଘରେ ବସି ଏକ ସବୁଜ ଗୁଜୁରାତି କୁ ହାତରେ ଧରି” ଓଁ ଶ୍ରୀ ଶ୍ରେୟଃ ନମଃ” ତିନି ଥର କହି ସେହି ଠାକୁର ଘରେ ସାତ ଫେରା ଘୋରି ଏକ ନାଲି କପଡା ରେ ସେହି ଗୁଜୁରାତି କୁ ବାନ୍ଧି ଠାକୁର ଘରେ ରଖନ୍ତୁ ଓ ସାତ ଦିନ ପରେ ଏହି ପୁଟୁଳି କୁ ଏକ ପାଣି ରେ ନେଇ ପକାଇ ଦିଅନ୍ତୁ l ତେବେ ଘରେ ଅନେକ ପ୍ରକାର ଉପକାର ହୋଇ ଥାଏ l

ଯାହା ଫଳରେ ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ l ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ କାଟି ଯିବା l ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l ଘରେ ଅଶାନ୍ତି ଦୂର ହେବ l

ଘର ର ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l

ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।