Breking News – ଆଜି ପୁଣି ଭାରତୀୟ ରାଜନୀତି କୁ ଆସିଲା ବଡ ଦୁଖଦଃ ଖବର ! ଏହି ମହାନ ରାଜନେତ୍ରୀ ଙ୍କର ହେଲା ପରଲୋକ, ଦୁଃଖରେ ଭାଙ୍ଗି ପଡିଲେ ଶାହା ଓ ମୋଦି……

ରାଜନୈତିକ ମହଲରୁ ଆସିଲା ଦୁଃଖଦ ଖବର। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଜଣେ ବଳିଷ୍ଠ ନେତୃତ୍ବ କୁ ହରାଇ। ପ୍ରଧାନମନ୍ତ୍ରୀ ମୋଦି ଙ୍କ ଠାରୁ ଆରମ୍ଭ କରି ଅମିତ୍ ଶାହା ପର୍ଯ୍ୟନ୍ତ ସମସ୍ତ ବରିଷ୍ଠ ରାଜନୀତିଜ୍ଞ ମାନେ ଦୁଃଖରେ ମର୍ମାହତ ହୋଇ ପଡିଛନ୍ତି ବରିଷ୍ଠ ହରିୟାଣା ନେତା ତଥା ପୁଡୁଚେରୀର ପୂର୍ବତନ ଡେପୁଟି ଗଭର୍ଣ୍ଣର ଚନ୍ଦ୍ରବତୀ ଙ୍କୁ ହରାଇ।

ରାଜନୈତିକ ମହଲରେ ଏକ ଶୋକ ର ଛାୟା ଖେଳି ଯାଇଛି ଏହି ରାଜନେତା ଙ୍କ ମୃତ୍ୟୁ ପରେ। ଯେଉଁ ପାଇଁ ଭାରତୀୟ ରାଜନୀତିରେ ଶୋକର ଛାୟା ଖେଳି ଯିବା ସହିତ ଦୁଃଖରେ ଭାଙ୍ଗି ପଡିଛନ୍ତି ବରିଷ୍ଠ ନେତୃବୃନ୍ଦ ମାନେ।

ତେବେ ଏହି ରାଜନେତ୍ରୀ ଜଣଙ୍କ ଏକାଧାରରେ ଜଣେ ବିଧାୟକ, ସାଂସଦ, ସଂସଦୀୟ ସଚିବ ଏବଂ ରାଜ୍ୟପାଳ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସାରିଛନ୍ତି। ତାଙ୍କର ନେତୃତ୍ଵ କାଳରେ ସେ ଜଣେ ବିଜ୍ଞ ଏବଂ ସମୃଦ୍ଧ ରାଜନେତା ଥିଲେ।ତେବେ ଏହି ରାଜ ନେତ୍ରୀ ଜଣଙ୍କ ଚାରାଖୀ ଦାଦ୍ରିଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ମୃତ୍ୟୁ ଖବର ଜଣା ପଡିବା ମାତ୍ରେ ବହୁ ସଂଖ୍ୟକ ଲୋକ ତାଙ୍କ ବାସଭବନରେ ଆସି ପହଞ୍ଚିଥିଲେ ଏବଂ ତାଙ୍କୁ ଶେଷ ଦର୍ଶନ କରିଥିଲେ ମଧ୍ୟ।ତେବେ ଯେତେବେଳେ ୭୦ ଦଶକରେ ଜନତା ପାର୍ଟି ପକ୍ଷରୁ ଭବାନୀ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଚରଖୀ ଦାଦ୍ରିଙ୍କ ଡାଲୱାସ୍ ଗାଁର ଚନ୍ଦ୍ରବତୀ ତାଙ୍କର ହରିୟାଣାର ପ୍ରଥମ ମହିଳା ସଂସଦ ହେବାର ଗୌରବ ଲାଭ କରିଥିଲେ।

ତେବେ ସେ ତାଙ୍କ ଜୀବନରେ ରାଜନୈତିକ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା ବେଳେ ତାଙ୍କର ଏକ ଅବଶୋଷ ମଧ୍ୟ ରହିଥିଲା। ତେବେ ଏହି ଆଶା ହେଉଛି ମୁଖ୍ୟମନ୍ତ୍ରୀ ହେବା। ଯାହା ସିଏ ହୋଇ ପାରି ନଥିଲେ।୧୯୭୭ ମସିହାରେ ଯେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ଆଉ ସେ ତାପରେ ବିଜୟ ହିଁ ବିଜୟ ପାଇଥିଲେ।

ତେବେ ସେତେବେଳେ ରାଜନୀତି ରେ ମହିଳା ମାନଙ୍କର ଅଂଶଗ୍ରହଣ ସମାନ ଥିଲା,ଆଉ ସେହି ସମୟରେ ସେତେବେଳେ ଚନ୍ଦ୍ରବତୀ ଭବନୀ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରଥମ ନିର୍ବାଚନରେ ​​୬୭.୬୨ % ଭୋଟ ଜିତିବାର ରେକର୍ଡ କରିଥିଲେ।ଆଉ ଏହା କରି ସେ ଏକ ରେକର୍ଡ଼ ସୃଷ୍ଟି କରିଥିଲେ।

ଯେଉଁ ଭଳି ଏକ ରେକର୍ଡ କୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିବାର ଦେଖା ଯାଇ ନାହିଁ।ତେବେ ଆପଣ ମାନଙ୍କୁ କହି ରଖୁଛୁ କି ରାଜ ନେତ୍ରୀ ଚନ୍ଦ୍ରବତି ୧୪ ଥର ନିର୍ବାଚନ ଲଢ଼ିଛନ୍ତି।ଏହି ରାଜନୈତିକ ଜୀବନ କାଳ ଭିତରେ ସେ ଅନେକ ପଦ ପଦବୀରେ ରହି ସାରିଛନ୍ତି। ତାଙ୍କର ରାଜନୀତି ର ଢଙ୍ଗ ଏବଂ ରାଜନୀତି କରିବାର କଳା ବହୁତ୍ ନିଆରା ଅଟେ। ତାଙ୍କ ରାଜନୈତିକ ଜୀବନ ରେ ସେ ପ୍ରତିନିଧି ଭାବରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଓ ପଦକ୍ଷେପ ନେଇଛନ୍ତି ତାହା ସର୍ବଦା ଗ୍ରହଣୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।