ଆଜି ଘରର ଏହି ଜାଗାରେ ରଖି ଦିଅନ୍ତୁ ଲୁଣ ଏତେ ଟଙ୍କା ଆସିବା ସମ୍ଭାଳି ପାରିବେନି
ଆପଣ ମାନେ ସମସ୍ତ ଙ୍କର ଘରେ ଲୁଣ ରହି ଥାଏ l କିନ୍ତୁ ଲୁଣ ର ଅନେକ ପ୍ରକାର ଭଲ ଗୁଣ ଥିବା ବେଳେ ମଧ୍ୟ ଏହା ର ଅପବ୍ୟବହାର କଲେ ଅନେକ ପ୍ରକାର କ୍ଷତି ହୋଇ ଥାଏ l ତେଣୁ ଲୁଣ ର ବ୍ୟବହାର ଜାଣି ଥିବା ଦରକାର ସମସ୍ତ ଙ୍କର l ଲୁଣ ସାଧାରଣତଃ ଅନେକ ପ୍ରକାର ମିଳି ଥାଏ l ଯଥା :-ସମୁଦ୍ର ଲୁଣ , କଳା ଲୁଣ , ସରୁ ଲୁଣ, ସ୍ୱେନ୍ଧବ ଲୁଣ ଆଦି ଏମିତି ଅନେକ ପ୍ରକର ଲୁଣ ରହି ଥାଏ l
ଲୁଣ ରେ ଶୁକ୍ର ଓ ଚନ୍ଦ୍ର ଆଦି ଦେବତା ରହି ଥାନ୍ତି l ପୁଣି ଶାସ୍ତ୍ର ରେ ଅଛି ଯେ ଲୁଣ ରାହୁ ଙ୍କର ପ୍ରତ୍ୟକ ହୋଇ ଥାଏ l
ଲୁଣ ଆମର ଅନେକ କାର୍ଯ୍ୟ ରେ ଆସି ଥାଏ l ଲୁଣ ଆମ ଖାଦ୍ୟ କୁ ପ୍ରସ୍ତୁତ କରିବା ସହିତ ଖାଦ୍ୟ କୁ ସ୍ୱାଦିଷ୍ଟ କରି ଥାଏ l ଯଦି ଲୁଣ କୁ ଭଲ ଭାବରେ ପ୍ରୟୋଗ କରି ନ ପାରିବା ତେବେ ଖାଦ୍ୟ ଭଲ ହୋଇ ନ ଥାଏ l କି ବହୁତ ଅନିଷ୍ଟ ମଧ୍ୟ ହୋଇ ଥାଏ l ତେଣୁ ଲୁଣ ର ସଠିକ ବ୍ୟବହାର ଜାଣିବା ସମସ୍ତ ଙ୍କର ଦରକାର ହୋଇ ଥାଏ l
ଆସନ୍ତୁ ଜାଣିବା ଏହାର କେତୋଟି ପ୍ରୟୋଗ ଦ୍ୱାର ସମସ୍ତ ଖରାପ କାମ ଭଲ ହୋଇ ଯାଇ ଥାଏ l
ଗୋଟିଏ ଲାଲ କପଡା ରେ କିଛି ଲୁଣ ରଖି ମୁଖ୍ୟ ଦ୍ୱାର ରେ ଟାଙ୍ଗୀ ଦେଲେ ସମସ୍ତ ପ୍ରକାର କ୍ଷତି ଦୂର ହୋଇ ଯାଇ ଥାଏ l ଓ ସେହି ଲୁଣ କୁ ପୁଣି ଧନ ରଖୁ ଥିବା ସ୍ଥାନ ରେ ବା ବାକ୍ସ ଟ୍ରଙ୍କ ଆଦି ରେ ଟାଙ୍ଗୀ ଦେଲେ ସବୁବେଳେ ଧନ ବର୍ଷl ହୋଇ ଥାଏ l ଧନ ରଖି ଥିବା ସ୍ଥାନ ରେ ଧନ ଦୁଇ ଗୁଣ ହୋଇ ଯାଇ ଥାଏ l
ଯଦି କୌଣସି କାଚ ପାତ୍ର ରେ ଲୁଣ ରଖି ତାକୁ ଗାଧୁଆ ଘରେ ରଖିବେ ତେବେ ସମସ୍ତ ଗ୍ରହ ଦଶା କଟି ଯାଇ ଥାଏ l ଗୃହ ର ମଙ୍ଗଳ ମୟ କାର୍ଯ୍ୟ ହୋଇ ଥାଏ l ଲୁଣ କୁ ଲୁହା ଓ ଷ୍ଟିଲ ପତ୍ର ରେ ରଖିବା ନାହିଁ ରଖିଲେ ଶନି ଓ ଚନ୍ଦ୍ରମା ରାଗି ଯାଇ ଥାନ୍ତି l ତେଣୁ ଗୃହରେ ଅଯଥା ଖର୍ଚ୍ଚ ହୋଇ ଥାଏ l ଯଦି ଘରକୁ ପ୍ରତି ଦିନ ପୋଛିଲା ବେଳେ କିଛି ଲୁଣ ପକାଇ ପୁଛନ୍ତି ତେବେ ମାତା ଲକ୍ଷ୍ମୀ ଆସିଥାନ୍ତି l
କେବଳ ଗୁରୁବାର ଦିନ କୁ ବାଦ ଦେଇ l ତେବେ ଅନେକ ଶୁଭ ଫଳ ମିଳି ଥାଏ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।