ଆଜି {ଡ଼ିସେମ୍ବର ୧୪} ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ୫ଟି ରାଶି ରେ ହେବ ଟଙ୍କା ବର୍ଷା – Sadhu Bani
ସୂର୍ଯ୍ୟପରାଗ ଡିସେମ୍ବର 14 ତାରିଖ ରାତି ରେ ପଡିବ l ଏହା ଏହି ବର୍ଷର ଶେଷ ସୂର୍ଯ୍ୟପରାଗ l ଏହା ମଙ୍ଗଳ ର ରାଶି ବିଛାରାଶି ରେ ଲାଗିବାକୁ ଯାଉଛି l ଏହି ପରାଗ ଭାରତରେ ଦେଖାଦେବ ନାହିଁ ମାତ୍ର ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିମାନଙ୍କ ଉପରେ ନିହାତି ପ୍ରଭାବ ପକାଇବ l ପରାଗ ସମୟରେ ବିଛାରାଶିରେ ସୂର୍ଯ୍ୟଙ୍କ ସହିତ ବୁଧ, ଶୁକ୍ର, କେତୁ ଏବଂ ଚନ୍ଦ୍ର ମଧ୍ୟ ଉପସ୍ଥିତ ରହିବେ l ଏହି କ୍ଷେତ୍ରରେ ବିଛା ରାଶିର ପାଞ୍ଚଟି ଗ୍ରହର ଉପସ୍ଥିତ ରହିବ l
କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁସିଖବର ନେଇଆସିବ ଆଉ କିଛି ରାଶି ପାଇଁ କିଛିଟା ସମସ୍ୟା ଦେଖାଦେବ l ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପକାଇବ l
ମିଥୁନରାଶି :-ସୂର୍ଯ୍ୟପରାଗ ଆପଣଙ୍କ ରାଶିରେ ଷଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି l ଏବଂ ଏହି ସମୟରେ ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଉଦ୍ୟମ କରିବେ ମାତ୍ର ଆପଣ ଶତ୍ରୁ ଉପରେ ବିଜୟଲାଭ କରିବେ l ଆପଣ ନିଜର ସମସ୍ୟା ଗୁଡିକ ଧର୍ଯ୍ୟ ଏବଂ ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିବେ ସଫଳ ମଧ୍ୟ ହେବେ l ଆର୍ଥିକ ମାମଲାରେ ଆପଣଙ୍କର ଅବସ୍ଥା ଅଧିକ ନକାରାତ୍ମକ ହେବନାହିଁ l ଆର୍ଥିକ ଲାଭର ଯୋଗହେବ ଓ ବେକାର ବର୍ଗର ଯୁବକଗଣ ଚାକିରୀ ପାଇବାରେ ଯୋଗରହିଛି l କାର୍ଯ୍ୟକ୍ଷେତ୍ରରେ ଉଦ୍ୟମରୁ ଲାଭମିଳିବ l
କର୍କଟରାଶି :-କର୍କଟରାଶି ର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟପରଗ ଆପଣଙ୍କ ରାଶିର ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛି l ପରାଗ ସମୟରେ ପ୍ରେମର କାରକ ଶୁକ୍ର ସୂର୍ଯ୍ୟଙ୍କ ସହିତ ଉପସ୍ଥିତ ରହିବ l
କନ୍ୟାରାଶି :-ଏହି ରାଶି ର ତୃତୀୟ ସ୍ଥାନରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ ଭାଇ ବନ୍ଧୁ ମାନଙ୍କ ପାଇଁ ଭଲ ରହିବନାହିଁ l ବହୁତ ଚିନ୍ତା ଓ ଦ୍ୱନ୍ଦ୍ୱ ବଢ଼ିପାରେ ଖାସ କରି ବଡଭାଇଙ୍କ ସହିତ ତାଳମେଳ ବଜାଇରଖ l ନହେଲେ ତାଙ୍କସହ ବହୁ ବଡ଼ବିବାଦ ଦେଖାଦେବ l ଏହା ଅପାଙ୍କର ଚାକିରୀ ଓ ବ୍ୟବସାୟରେ ମିଶ୍ରିତ ଫଳ ପ୍ରଦାନ କରିବ l
କୁମ୍ଭରାଶି :-ସୂର୍ଯ୍ୟପରଗ ଅପାଙ୍କର ଦଶମ ସ୍ଥାନରେ ଲାଗିବା ପାଇଁ ଯାଉଛି l ଏବଂ ଏହା ଆପଣଙ୍କୁ ବିଦେଶରୁ ଭଲକ୍ଷବାର ପାଇବ l ଏବଂ ଏହି ସମୟ ଅପାଙ୍କର ନୂତନ ଯୋଜନା ରେ ସମ୍ପୂର୍ଣ ଭଲ ଲାଭ ପାଇବେ l
ମୀନରାଶି:-ଏହି ରାଶି ରେ ସୂର୍ଯ୍ୟପରାଗ ନବମ ସ୍ଥାନରେ ଲାଗିବାକୁ ଯାଉଛି l ଯାହାକି ଅପାଙ୍କର ଭାଗ୍ୟର ସ୍ଥାନ ପରିବର୍ତ୍ତନ କରିବ l କିନ୍ତୁ ଆପଣଙ୍କ ବାପା ଙ୍କ ସ୍ୱାସ୍ଥ୍ୟ ଭଲ ରହିବନାହିଁ l ଯଦି ଆପଣ ନିଜର ଭାଗ୍ୟକୁ ଅନେଇ ବସିବେ ଅପାଙ୍କର କ୍ଷତି ଘଟିବ l
ଏହି 12ଟି ରାଶି ଉପରେ ପ୍ରଭାବତ ପକେଇବ କିନ୍ତ ଏହି 5ଟି ରାଶି ଉପରେ ଭଲ ପ୍ରଭାବ ପକେଇବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।