ଦେଖନ୍ତୁ ଭିଡ଼ିଓ । ଆଦିତ୍ୟ ମୃତ୍ୟୁର ୪ ମାସ ପରେ ସାମ୍ନାକୁ ଆସିଲା ନୂଆ twist । ଆଦିତ୍ୟ ଏବଂ ଚିନ୍ମୟୀ ଦୁହେଁ ମିଶି କରିଛନ୍ତି ଏମିତି…..

ଆଦିତ୍ୟ ଦାସ ଙ୍କ ଦେଥ ମିଷ୍ଟ୍ରୀ ରେ ନୂଆ ତ୍ୱିଷ୍ଟ୍ । ଏଥର ମୁହାଁ ମୁଁହି ହେବ ଚିନ୍ମୟୀ ଓ ବିଦ୍ୟାଶ୍ରୀ । ପ୍ରେମିକା ପ୍ରେମିକ ଙ୍କ ଧର୍ମ ପତ୍ନୀ ନା ରେ ପୋଲିସ୍ ରେ ଦେଇଚି ମାମଲା । ବିଦ୍ୟାଶ୍ରୀ ଓ ଆଦିତ୍ୟ ଙ୍କ ବନ୍ଧୁ ବିସ୍ମିତ ନା ରେ ଓ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ନାମ ରେ ମାମଲା ରୁଜୁ କରିଛନ୍ତି ଆଦିତ୍ୟ ଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର । ଆଦିତ୍ୟ ଙ୍କ ମୃତ୍ୟୁ ର ପ୍ରାୟ ୫୦ ଦିନ ପରେ ବିସ୍ମିତ ଓ ଆଦିତ୍ୟ ଙ୍କ ବାପା ମା ଏକ ସାଇକୋ ଲେଡୀ କଥା ଉଠାଇ ଥିଲେ ।

ତେବେ ଶୈକୋ ଲେଡୀ ଜଣଙ୍କ ଆଦିତ୍ୟ ଙ୍କୁ ବ୍ଲାକ ମେଲ୍ କରୁ ଥିଲେ ଏହା ସହିତ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ପଛରେ ସାଇକୋ ଲେଡୀ ର ହାତ ଥାଇପାରେ ବୋଲି ଏକ ଗଣ ମାଧ୍ୟମ ରେ କହିଥିଲେ ବିଦ୍ୟାଶ୍ରୀ , ବିସ୍ମିତ ଓ ଆଦିତ୍ୟ ଙ୍କ ବାପା ମା ।

ଏହାର ଠିକ୍ କିଛି ଦିନ ପରେ ସାମ୍ନା କୁ ଆସିଥିଲେ ଆଦିତ୍ୟ ଙ୍କ ପ୍ରେମିକା ଅର୍ଥାତ ସାଇକୋ ଲେଡୀ ର ପରିଚୟ ପାଇ ଥିବା ଚିନ୍ମୟୀ ମହାପାତ୍ର । ଗଣ ମାଧ୍ୟମ ସାମ୍ନା ରେ ବିଦ୍ୟାଶ୍ରୀ ଓ ବିସ୍ମିତ ଙ୍କ ଅଭିଯୋଗ କୁ ଖଣ୍ଡନ କରିଥିଲେ ଚିନ୍ମୟୀ । ଆଉ କହିଥିଲେ ଆମେ ପରସ୍ପର କୁ ଭଲ ପାଉଥିଲୁ ଆମ ଭିତରେ ପବିତ୍ର ସମ୍ପର୍କ ଥିଲା ଆଉ ଆମ ବହୁତ୍ ଦିନ ମିଳାମିଶା କରିଥିଲୁ ।

ଏମିତି କି ମୁଁ ଭୁବନେଶ୍ୱର ଯାଇଥିବା ବେଳେ ଆଦିତ୍ୟ ଙ୍କ ସହିତ ସମୟ ବ୍ୟତୀତ କରୁ ଥିଲି । ଏହା ସହିତ ଆଦିତ୍ୟ ଙ୍କ ସହିତ ବୃଦ୍ଧଶ୍ରମ ଯାଇଥିବା ର ପ୍ରମାଣ ଦେଖାଇ ଥିଲେ ଚିନ୍ମୟୀ । ଖଇରା ଥାନା ରେ ଧାରା 500,506,199,203, 34 ରେ ପୋଲିସ୍ ମାମଲା ରୁଜ୍ଜୁ କରିଛି ।

ମାମଲା ରୁଜ୍ଜୁ କରିବା ପରେ ଚିନ୍ମୟୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଅନ୍ୟ ପକ୍ଷରେ ବିସ୍ମିତ ଚିନ୍ମୟୀ କୁ ସାଇକୋ ଲେଡୀ କହିଥିବା ର ଅଡିଓ ଏବେ ସମସ୍ତ ଙ୍କୁ ଦ୍ଵନ୍ଦ ରେ ପକାଉଛି । ବିଦ୍ୟାଶ୍ରୀ ଙ୍କ କଥା ସେ ତାଙ୍କ ସ୍ଵାମୀ କୁ ହରାଇ ଅଛନ୍ତି ଘଟଣା ପଛରେ ଯେ କେହି ଥିବେ ସେ ତାଙ୍କ ନାମ ନେଇ ପାରିବେ ଆଉ ତାଙ୍କ ପାଖରେ କୌଣସି ଅଭିଯୋଗ ପହଞ୍ଚି ନାହିଁ ।

ଅଭିଯୋଗ ପହଞ୍ଚିଲେ ସେ ସବୁ ତଥ୍ୟ ର ପ୍ରମାଣ ଦେବେ । ଏହା ସହିତ ବିସ୍ମିତ କହିଛନ୍ତି ଏହି ଅଭିଯୋଗ ଭିତ୍ତିହୀନ । ପୋଲିସ୍ ବିନା କୌଣସି ପ୍ରମାଣ ରେ ମୋ ନାମ ରେ ଦଫା କେମିତି ଲଗାଇଲା ।

ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ଚିନ୍ମୟୀ ଙ୍କ ଏଣ୍ଟ୍ରି ପରେ ଏବେ ନୂଆ ତ୍ୱିଷ୍ଟ ସାମ୍ନା କୁ ଆସିଛି।ଏହା ଭିତରେ ଆଦିତ୍ୟ ଙ୍କ ମୃତ୍ୟୁ ପରଦା ପଛରୁ କେବେ ସତ୍ୟ ସାମ୍ନା କୁ ଆସିବ ଏହା ସାଧାରଣ ଲୋକ ମାନଙ୍କ ମଧ୍ୟ ରେ ସନ୍ଦେହ ସୃଷ୍ଟି କରୁଛି । କ୍ରାଇମ୍ ବ୍ରାଞ୍ଚ ଏହି ସବୁ ପରଦା ଉପରୁ କେତେବେଳେ ସତ୍ୟ ବାହାର କରିବ ଏହା ଉପରେ ସମସ୍ତ ଙ୍କ ର ନଜର ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।