ଦେଖନ୍ତୁ Live ଭିଡିଓ – ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ମହାଖୁଲାସା ଆଦିତ୍ୟଙ୍କ ପତ୍ନୀ ଶେଷରେ କହୁକହୁ କରିଦେଲେ ଲୁଚି ରହିଥିବା ସବୁ ରହସ୍ୟର ପର୍ଦାଫାର୍ସ…କହିଲେ ମୋ ଶାଶୁ ହିଁ କହିଥିଲେ….
ଦିନ ପରେ ଦିନ ବିତି ଚାଲିଛି ହେଲେ ଆଜି ଯାଏଁ ମଧ୍ୟ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରିଲା ନାହିଁ । ଏବେ ଆଉ ଏକ ନୂଆ ଖବର ଆସିଛି ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ରେ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;ତେବେ ଯେମିତି ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ଦେହ ଲିଙ୍ଗରାଜ ରେଳ ଧାରଣା ରୁ ଉଦ୍ଧାର କରାଯାଇ ଥିଲା । ତେବେ ଆଦିତ୍ୟ ଦାସ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଅଛି ଏନେଇ ରହସ୍ୟ ଉପରୁ ପରଦା ଉଠାଇ ପାରି ନାହିଁ ପୋଲିସ୍ ।
ତେବେ ମାନବ ପ୍ରେମୀ ତଥା ସମାଜ ସେବୀ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଜନ ଆସୋନ୍ତାସ ଖୁବ୍ ମାତ୍ରା ଦେଖିବା ପାଇଁ ମିଳିଛି । ଲୋକ ମାନେ ତାଙ୍କ ମୃତ୍ୟୁ ର ରହସ୍ୟ ଖୋଜିବା ପାଇଁ ରାତି ଦିନ ଲାଗିଛି। ତେବେ ମାନବ ପ୍ରେମୀ ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ । ସେ ରାଜ୍ୟ ପାଇଁ ବହୁତ୍ କିଛି କରିଛନ୍ତି ।
ତେବେ ଏତେ ଭଲ ସମାଜ ସେବୀ ହେବା ପରେ ମଧ୍ୟ ତାଙ୍କୁ ଏଯାଏ କୌଣସି ନ୍ୟାୟ ମିଳିନାହିଁ । ତେବେ ଆଦିତ୍ୟ ଦାସ ଙ୍କ କେଶ୍ ର ଶୁଣାଣି ସୁପ୍ରିମକୋର୍ଟ ରେ ଥିଲା । ଯେଉଁ ଶୁଣାଣି ରେ ଆଦିତ୍ୟ ଦାସ ଙ୍କ ବାପା ମା ଯାଇଥିଲେ କିନ୍ତୁ ଆଦିତ୍ୟ ଦାସ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଯାଇ ନଥିଲେ ତେଣୁ ଏହି ବିଷୟ ରେ ଖୁବ୍ ମାତ୍ରା ରେ ଚର୍ଚ୍ଚା ହେଉଥିଲା।
ତେବେ ବର୍ତ୍ତମାନ ସମୟ ରେ ବିଦ୍ୟାଶ୍ରୀ ସୋସିଆଲ ମିଡିଆରେ ଲାଇଭ ଆସି ନଯାଇ ଥିବାର କାରଣ ଲୋକ ମାନଙ୍କୁ ଜଣାଇ ଅଛନ୍ତି । ବର୍ତ୍ତମାନ ତାଙ୍କର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ଯେ ତାଙ୍କ ଶାଶୁ ଶଶୁର ତାଙ୍କୁ କୋର୍ଟ ଯିବା ବିଦାୟ ରେ କିଛି ମଧ୍ୟ ଜଣାଇ ନଥିଲେ ।
ସେ ଜାଣି ନଥିଲେ ଯେ ସେମାନେ କୋର୍ଟ ଯାଉଛନ୍ତି ବୋଲି । ଏହା ସହିତ ଆହୁରି କହିଛନ୍ତି ଯେ ସେ ହେଉଛନ୍ତି ତାଙ୍କ ପୁଅ ର ଲିଗାଲ ସ୍ତ୍ରୀ ଆଦିତ୍ୟ ଦାସ ବଞ୍ଚିଥିବା ବେଳେ ସେ ନିଜ ବୋହୂ କର୍ତ୍ତବ୍ୟ ତୁଲାଇ ଅଛନ୍ତି ।କିନ୍ତୁ ବର୍ତ୍ତମାନ ତାଙ୍କ ଶାଶୁ ଶଶୁର ତାଙ୍କୁ ଅବହେଳା କରୁଛନ୍ତି ଯେଉଁଠି ତାଙ୍କ ସବୁ ଦାୟିତ୍ଵ ସେମାନେ ନେବା କଥା । ଏହା ସହିତ ତାଙ୍କ ଶାଶୁ ଶଶୁର ଆଣି ତାଙ୍କୁ ତାଙ୍କ ବାପ ଘରେ ମଧ୍ୟ ଛାଡ଼ି ଦେଇ ଯାଇଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ ଯେ ମୋ ସ୍ବାମୀ ମରିବା ର ବର୍ଷେ ହୋଇନି ଯେଉଁଠି ବାହାରକୁ ଯିବା କଥା ନୁହେଁ ଆପଣ ମତେ ଆଣି ମୋ ବାପା ଘରେ ଛାଡ଼ି ଯାଇଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବିଦ୍ୟାଶ୍ରୀ ଙ୍କ ଏହି ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।