ଆଧାର କାର୍ଡ କୁ ନେଇ ଆସିଲା ବଡ଼ ଖବର, ଆଧାର କାର୍ଡ ଥିଲେ ଏହି ପୋଷ୍ଟଟିକୁ ଶୀଘ୍ର ଦେଖନ୍ତୁ

ଆଜି କାଲି ଆଧାର କାର୍ଡ ଆମର ସବୁଠୁ ଅଧିକ ଜରୁରୀ ଡକ୍ୟୁମେଣ୍ଟ ଅଟେ। ସବୁ କାର୍ଯ୍ୟ ରେ ଆମ କୁ ଆଧାର କାର୍ଡ ଆବଶ୍ୟକ । ଅଧିକାଂଶ ସରକାରୀ ଯୋଜନା ର ଲାଭ ମଧ୍ୟ ଆଧାର କାର୍ଡ ଜରିଆ ରେ ନିଆ ଯାଇ ପାରିବ। ତେବେ ଏଥି ପାଇଁ ସରକାର ଏବେ ଆଧାର କାର୍ଡ କୁ ଆହୁରି ସିକ୍ୟୋର୍ କରିବା ପାଇଁ ଆଧାର କାର୍ଡ ରେ କିୟୁଆର କୋଡ ଆଡ କରିଛନ୍ତି ଯାହା ସାହାର୍ଯ୍ୟ ରେ ଆପଣ ଏହାର ବ୍ୟବହାର ଖୁବ୍ ସହଜ ରେ କରି ପାରିବେ । ତେବେ କଣ ରହିଛି ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା।

ତେବେ ଯେମିତି ଆପଣ ମାନେ ଜାଣି ଥିବେ ଆପଣ ଙ୍କ ଆଧାର କାର୍ଡ ରେ ଆଧାର କାର୍ଡ ନମ୍ୱର୍ , ଆଧାର କାର୍ଡ ପରିଚୟ ବ୍ୟତୀତ କିୟୁଆର୍ କୋଡ ରହିଛି ।

ଆଉ ଏହି କିୟୁଆର୍ କୋଡ ରେ ସରକାର କିଛି ଅପଡେଟ କରି ଅଛନ୍ତି ଯାହା କି ଆପଣ ବିନା ଇଣ୍ଟରନେଟ କନେକ୍ସନ୍ ରେ ଅଫ୍ ଲାଇନ ରେ ବି ସବୁ ଡାଟା ଦେଖି ପାରିବେ କିୟୁଅର୍ କୋଡ ସ୍କାନ କରିବା ପରେ କୌଣସି ଏକ ମୋବାଇଲ ଫୋନ ଜରିଆ ରେ। ତେବେ ଆପଣ ଙ୍କୁ ଏହା ଜଣାଇ ଦେଉଛୁ ଯେ ଏହା ଅଧିକ ସୁରକ୍ଷିତ।

ତେବେ ସରକାର ପିଭିଶି ଆଧାର କାର୍ଡ ମଧ୍ୟ ଜାରି କରିଛନ୍ତି ଯାହାକି ଏହା ମଧ୍ୟ ଅଧିକ ସୁରକ୍ଷିତ ଏତେ କିୟୂଆର କୋଡ ପାଇଁ । ତେବେ ଆପଣ ଯଦି କୌଣସି କାର୍ଯ୍ୟ ରେ ଆଧାର କାର୍ଡ ବ୍ୟବହାର କରୁ ଥିବେ ପ୍ଲାଷ୍ଟିକ ଆଧାର କାର୍ଡ ଯାହା ଜରିଆ ରେ ପ୍ଲାଷ୍ଟିକ ଆଧାର କାର୍ଡ ରେ ଥିବା କିୟୂଆର୍ କୋଡ କୁ ଯେ କେହି ବି ସ୍କାନ କଲେ ଆପଣଙ୍କ ସମସ୍ତ ଡାଟା ସେହି ସ୍କାନ କରୁ ଥିବା ମୋବାଇଲ କୁ ଆସି ପାରିବ ଯେଉଁଟା କି ଅଫ୍ ଲାଇନ୍ ରେ କାମ କରିବ ବିନା କୌଣସି ଇଣ୍ଟରନେଟ ରେ ।

ଆଉ ଆପଣ ଚାହିଁଲେ ଏହି ପିବିଶି କାର୍ଡ କୁ ଅନଲାଇନ୍ ଜରିଆ ରେ ଅର୍ଡର୍ କରି ପାରିବେ । ଯାହାକି ସରକାର ଏହି କିଛି ନୂଆ ଅପଡେଟ ଆଡ କରିଛନ୍ତି ଆଧାର କାର୍ଡ ର କିୟୁଅର କୋଡ କୁ ନେଇ । ତେବେ ଏହା କୁ ବର୍ତମାନ ଆପଣ ଅନଲାଇନ୍ ରେ ଅର୍ଡର୍ କରି ପାରିବେ ପିବିସି ପ୍ଲାଷ୍ଟିକ କାର୍ଡ ମାତ୍ର 50 ଟଙ୍କା ବିନିମୟ ରେ ।

ତେବେ ଆଧାର କାର୍ଡ ଏକ କେତେ ଗୁରୁତ୍ବ ପୂର୍ଣ୍ଣ ପରିଚୟ ପତ୍ର ଅଟେ ସବୁ ଭାରତୀୟ ମାନଙ୍କ ପାଇଁ ଏହା ଆପଣ ଭଲ ଭାବରେ ଜାଣି ଥିବେ। ଆଜି କାଲି ଯଦି ଆପଣ ଙ୍କ ପାଖରେ ଭୋଟ ପରିଚୟ ପତ୍ର ରହୁ ନାହିଁ ତେବେ ଆଧାର କାର୍ଡ ଜରିଆ ରେ ସମସ୍ତ ସରକାରୀ କାର୍ଯ୍ୟ କରି ପାରିବେ। ଏହା ସହିତ ମନେ ରଖନ୍ତୁ ଯଦି ଆପଣ ଙ୍କ ଆଧାର କାର୍ଡ ରେ ଆପଣଙ୍କ ର କୌଣସି ପ୍ରକାର ତଥ୍ୟ ଭୁଲ୍ ରହିଛି ତେବେ ଏହାକୁ ଶୀଘ୍ର ଠିକ୍ କରାଇ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।