ଏସିଆର ସବୁଠାରୁ ଭୟଂକର ଏବଂ ବିଷଧର ଏହି ରସେଲ୍ ଭାଇପର (Russell Viper ) ସାପକୁ ଅଜଗର ଭାବି ମହିଳା କରିଦେଲେ ଏମିତି…ଆଉ ତା ପରେ ଯାହା ଘଟିଲା… ଦେଖନ୍ତୁ ଭିଡ଼ିଓ

ଦୁନିଆରେ ସମସ୍ତ ଜୀବଜନ୍ତୁ ଙ୍କ ମଧ୍ୟରୁ ସାପ ହେଉଛି ଏକ ଭୟଙ୍କର ଜୀବ। ଯାହାର ନାମ ଶୁଣିଲା ମାତ୍ରେ ଲୋକ ମାନେ ଭୟ କରିଥାନ୍ତି। କେହି କେହି ବି ସାପ କୁ ଧରିବା ପାଇଁ ଦୁଃସାହାସ ମଧ୍ୟ କରିଥାନ୍ତି। ତେବେ ଆଜି ଆମେ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ହେଉଛି ଏକ ବିଷଧର ଭୟାନକ ସାପ ର ଉଦ୍ଧାର ଭିଡିଓ। ହୁଏତ ଏମିତି ସାପ ର ଭୟଙ୍କର ଗର୍ଜନ ରୂପ ଆପଣ ଆଗରୁ କେବେ ଦେଖି ନଥିବେ।

ଆପଣ ଜାଣିଛନ୍ତି ଦୁନିଆରେ ସାପ ର ବହୁତ ପ୍ରକାର ପ୍ରଜାତି ରହିଛି। ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନ ରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ମଧ୍ୟ ରହିଥାଏ।


ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ସାପ କୁ ନେଇ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଇଥିବେ। ସାପ କେତେବେଳେ କାହାକୁ ଦଂଶନ କରିବ କେହି ବି ଜାଣି ପାରିବେ ନାହିଁ। ସାପ କୁ ଯେତେବେଳେ ଆଘାତ ଆସିଥାଏ ସେତେବେଳେ ସେ ଆକ୍ରମଣ କରିଥାଏ। ସାପ କୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମଣିଷ ବହୁତ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବା ପାଇଁ ମିଳିଥାଏ। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ କଥା।

ଆପଣ ଅଚାନକ ସାପଟିକୁ ଦେଖିଲେ ଭୟଭୀତ ହେଉ ଯାଉଥିବେ। ଆଉ ଭୟଭୀତ ହୋଇ ସାପ ଧରାଳିକୁ ସୂଚନା ଦେଉଥିବେ। ସେହିପରି ଏଠାରେ ଏହି ଘଟଣା ରେ ଏକ ବିଷଧର ସାପ କିପରି ଭାବରେ ତାର ପ୍ରତିକ୍ରିୟା ଦେଖାଉଛି, ଆପଣ ଦେଖିଲେ ଭୟଭୀତ ହୋଇଯିବେ। ଏହାକୁ କୌଶଳ କ୍ରମେ ସାପ ଧରାଳି ଜଣକ ସାପ ଟିକୁ ଉଦ୍ଧାର କରି ନେଇ ଯାଇଛନ୍ତି। ଏହି ସାପ ଟି ହେଉଛି ରସେଲ ଭାଇପର ସାପ। ଯିଏକି ବହୁତ ମାତ୍ରାରେ ଗର୍ଜନ କରେ। ପ୍ରେସର କୁକର ରୁ ଆୱାଜ୍ ବାହାରିବା ଭଳି ଏହି ସାପ ଟି ଗର୍ଜନ କରିଥାଏ।

ତେବେ ଏହି ସାପ ଟି ବହୁତ ବଡ଼ ଧରଣର ବିଷଧର ସାପ। ଏହି ସାପ ଶରୀର ରେ ହେମୋଟକ୍ସିକ୍ ବିଷ ରହିଥାଏ। ଏହି ସାପ ଯାହାକୁ କାମୁଡ଼େ ତାକୁ ବହୁତ କଷ୍ଟ, ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। କାରଣ ଏହାର ଚିକିତ୍ସା କରିବା ପାଇଁ ୧୦ ରୁ ୧୫ ଦିନ ସମୟ ଲାଗି ଯାଉଥିବା ବେଳେ କାମୁଡ଼ି ଥିବା ବ୍ୟକ୍ତି କୁ ୯୦ ଦିନ ଅର୍ଥାତ୍ ୩ ମାସ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପଡ଼ିଥାଏ। ତେଣୁ ଏହି ସାପଟି ବହୁତ ମାରାତ୍ମକ ହୋଇଥାଏ। ଏହା ଦେଖିବାକୁ ଛୋଟ କିନ୍ତୁ ହିରୋ ଭଳି କାମ କରିଥାଏ। ତେଣୁ ସାପ କାମୁଡ଼ିଲେ ଆଦୌ ବିଳମ୍ବ ନ କରି ଯଥା ସମ୍ଭବ ହସପିଟାଲ ନେଇ ଚିକିତ୍ସା ଅବଶ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।