Ollywood ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନଣନ୍ଦଙ୍କୁ ଦେଖିବାକୁ ବହୁତ ସୁନ୍ଦର ! କୌଣସି ଓଡିଆ ହିରୋଇନ ମାନଙ୍କ ଠାରୁ କମ ନୁହନ୍ତି

ଆପଣ ମାନେ ଦେଖିଥିବେ , ଓଡିଆ ସିନେମା ହେଉ ବା ହିନ୍ଦି ସିନେମା ହେଉ ପ୍ରାୟତଃ ପରିବାରର ସମସ୍ତେ ଟେଲିଭିଜନ ରେ ଅଭିନୟ କରିଥାନ୍ତି ଓ ସେମାନଙ୍କର ଅଭିନୟ କଳା ରେ ସମସ୍ତଙ୍କୁ ବାନ୍ଧି ରଖି ଥାଆନ୍ତି । ପରିବାର ର ବାପା ,ମାଆ , ଭାଇ , ଭଉଣୀ ସମସ୍ତେ କଳାକାର ଅଟନ୍ତି ।ସେମାନେ ତାଙ୍କର ହୃଦୟସ୍ପର୍ଷୀ ଅଭିନୟ କଳା ରେ ତାଙ୍କର ପ୍ରଶଂସକ ମାନଙ୍କ ଠାରେ ପ୍ରିୟ ର ପାତ୍ର ହୋଇ ପାରିଛନ୍ତି । ଲୋକାମାନେ ମଧ୍ୟ ବହୁତ ଭଲ ପାଇବା ଦେଇଥାନ୍ତି । ଯାହା ଫଳ ରେ ସେମାନେ ଉଚ୍ଚ ସ୍ତରରେ ସେମାନେ ପହଞ୍ଚି ପାରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଓଡିଆ ଧାରାବାହିକ ରେ ଅଭିନୟ କରୁଥିବା କେତେକ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟରେ ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ବା ଆଗକୁ ହୋବାକୁ ଯାଉଛନ୍ତି । ତାହେଲେ ଆସନ୍ତୁ ଜାଣିବା —

1– ଆଲବମ୍ କୁଇନ୍ ଭାବେ ଲିପି ସମସ୍ତଙ୍କୁ ଜଣା ।ସେ ବହୁତ ଗୁଡିଏ ଆଲବମ୍ ସହିତ ଫିଲ୍ମ ମଧ୍ୟ କରିଛନ୍ତି ଏବଂ ମଧ୍ୟ ତରଙ୍ଗ ଚ୍ୟାନେଲ୍ ରେ ପ୍ରସାରିତ ତାରା ତାରିଣୀ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଛନ୍ତି ।ଯାହା ଫଳ ରେ ସେ ଏଥେ ଲୋକ ପ୍ରିୟ ହୋଇ ପାରି ଛନ୍ତି ।ଲିପି ଙ୍କ ଭାଉଜ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ।

2–ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା କୁ ଆପଣ ମାନେ ଦେଖିଥିବେ ତେଜସ୍ୱିନୀ ଧାରାବାହିକ ରେ । ତେଜସ୍ୱିନୀ ଧାରାବାହିକ ରେ ସେ ତାଙ୍କର ଦମଦାର ଅଭିନୟ କରି ଦର୍ଶକ ମାନଙ୍କ କିଣି ନେଇଥିଲେ ଏବଂ ସମସ୍ତଙ୍କ ଠାରେ ମଧ୍ୟ ଲୋକପ୍ରିୟ ହୋଇ ପାରିଛି । ସେ ଓ ତାଙ୍କ ନଣନ୍ଦ ଙ୍କ ମଧ୍ୟ ରେ ସମ୍ପର୍କ ବହୁତ ନିବିଡ । ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ।

3–ଆଗରୁ ଆଲବମେ କରୁଥିବା ଝିଅ ମାନଙ୍କ ମଧ୍ୟରୁ ଜିନା ଅନ୍ୟତମ । ଜିନା ଙ୍କୁ କିଏ ବା ନ ଜାଣେ । ସେ ଘରେ ଘରେ ପରିଚିତ । ସେ ବହୁତ ଧାରାବାହିକ କରିବା ସହିତ ବହୁତ ଗୁଡିଏ ଆଲବମ୍ ଗୀତ ଓବଂ ଫିଲ୍ମ ମଧ୍ୟ କରିଛନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ରେ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ଜିନା ଙ୍କ ନଣନ୍ଦ ଦେଖିବାକୁ ବହୁତ ସୁନ୍ଦର ।

4–ଝିଲିକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣି ଥିବେ ।ଝିଲିକ୍ ସୁକିନ୍ଦା ର ବିଧାୟକ ପ୍ରିତୀ ରଞ୍ଜନ ଘଡେଇ ଙ୍କୁ ବିବାହ କରିଚନ୍ତି ।ସେ ତାଙ୍କର ସ୍ୱସୁର ଘରେ ରହୁଛନ୍ତି ।

5–ଅର୍ଚ୍ଚିତା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣି ଥିବେ ।ସେ ତାଙ୍କର ଦୃଦୟସ୍ପର୍ଷୀ ଅଭିନୟ ରେ ଓଡିଶା ରେ ଲୋକପ୍ରିୟ ହୋଇ ପାରିଛି .ଏବଂ ପ୍ରଶଂସାର ପାତ୍ର ହୋଇ ପାରିଛି । କିଛି ଦିନ ତଳେ ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଅର୍ଚ୍ଚିତାଙ୍କ କୌଣସି ନଣନ୍ଦ ନାହନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।