ଯେବେ ମଦ ପିଇ ଆସୁଥିଲେ ଅତିଥି ,ବାଥ୍ରୁମ୍କୁ ଟାଣିନେଉଥିଲେ ଅର୍ଚ୍ଚନା ..ଆଉ ତା ପରେ..ଦେଖନ୍ତୁ video…
ମଥାରେ ସିନ୍ଦୂର, ହାତରେ ଶଙ୍ଖା ଆଉ ଗଳାରେ ମଙ୍ଗଳସୂତ୍ର କିନ୍ତୁ ଆଖିରେ ଖାଲି କାମର ଚିନ୍ତା ଆଉ ପୁଳା ପୁଳା ଟଙ୍କା | ତେବେ ଅର୍ଚନା ବଡ଼ ବଡ଼ିଆ ଲୋକ ଙ୍କ ସଂସ୍ପର୍ଶ ରେ ଆସିଲା ପରେ ସେ ସେହି ବଡ଼ ବଡ଼ିଆ ଲୋକ ଙ୍କୁ ନିଜ ରାଜପ୍ରାସାଦ କୁ ଡାକୁ ଥିଲେ | ରାଜପ୍ରାସାଦ ଭିତରେ ଚାକଚାକ୍ୟ ବେଡ଼ ରୁମ ରହିଛି ଆଉ ଯେତେ ବେଳେ ଅତିଥି ମାନେ ମଦ ପିଇ ଆସୁ ଥିଲେ ସେମାନଙ୍କୁ ସେହି ସମୟରେ ଅର୍ଚନା କିଛି ଭିନ୍ନ ପ୍ରକାର ର ଆନନ୍ଦ ଦେଉ ଥିଲେ |
କୁଆଡେ ଅର୍ଚନା ଅତିଥି ମାନଙ୍କୁ ବାଥରୁମ ଭିତରକୁ ଟାଣି ନେଉ ଥିଲେ ଆଉ ସବୁ ସାୱାର ଟ୍ୟାପ ଖୋଲି ଦେଉ ଥିଲେ | ଆଉ କୁଆଡେ ସେହି ବ୍ୟକ୍ତି ଙ୍କ ସହ ମିଶି ବାଥରୁମ ସାୱାର ଟ୍ୟାପ ରେ ଅର୍ଚନା ଭିଜୁ ଥିଲେ | ଆଉ ଧୀରେ ଧୀରେ ଅତିଥି ଙ୍କର ନିଶା ଛାଡିବା ସହ ପୁଣି ଅତିଥି ଙ୍କୁ ବେଡ଼ ରୁମ କୁ ଟାଣି ଆଣୁ ଥିଲେ ଆଉ ସେହି ବେଡ଼ ରୁମ ରେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁ ଥିଲେ |
ସେହି ବେଡ଼ ରୁମ ରେ ଅନେକ ସାରା ସିସି ଟିଭି ଲାଗିଥାଏ କିନ୍ତୁ ଅତିଥି ମାନେ ତାହା ଜାଣି ପାରନ୍ତି ନାହିଁ | ଏହି ବେଡ଼ ରୁମ ରେ ସିସି ଟିଭି ଲାଗିଛି ଆଉ ବେଡ଼ ରୁମ ରେ ଅତିଥି ମାନେ ରଖୁ ଥିବା ଶାରୀରିକ ସମ୍ପର୍କ କୁ ଗୋଟିଏ ଗୋଟିଏ କରି ସେପଟେ ସବୁ ରେକର୍ଡ ହେଉଛି ବୋଲି ତାହା ଅତିଥି ମାନେ ଜାଣି ପାରନ୍ତି ନାହିଁ |
ଆଉ ପରବର୍ତ୍ତୀ ସମୟରେ ସେହି ଭିଡ଼ିଓ କୁ ଭାଇରାଲ କରି ଦେବାର ଭୟ ଦେଖାଇ ସିଧା ବ୍ଲାକମେଲ କରୁ ଥିଲେ | ଯେଉଁଥିରେ ସ୍ୱାମୀ ମଧ୍ୟ ସାମିଲ ଥିଲେ ଆଉ ସ୍ୱାମୀ ସ୍ତ୍ରୀ ମିଶି ବ୍ଲାକମେଲ କରୁ ଥିଲେ ଆଉ ସେ ଟଙ୍କା ରେ ଅର୍ଚନା ଙ୍କର ସାମ୍ରାଜ୍ୟ ଗଢି ଉଠି ଥିଲା |
ତେବେ ଗେଷ୍ଟ ମାନେ ଯେତେ ବେଳେ ରୁମ କୁ ଆସୁ ଥିଲେ ତାହା ସ୍ୱାମୀ ସବୁ ଜାଣୁ ଥିଲା କିନ୍ତୁ ସ୍ତ୍ରୀ କୁ ଛାଡ଼ି ଦେଇ ଆଉ ଏକ ରୁମ କୁ ଚାଲି ଯାଉ ଥିଲା | ଆଉ ଟଙ୍କା ର ଲୋଭ ଦେଖି ସ୍ତ୍ରୀ ର ଏଭଳି କାମ ଉପରେ ସ୍ୱାମୀ ବି ପୁରା ରାଜି ହେଇ ଯାଉ ଥିଲା |
ତେବେ ଅନେକ ସମୟରେ ଜଣା ପଡ଼ିଛି କି ଯେତେ ବେଳେ ଗେଷ୍ଟ ମାନେ ଘରକୁ ଆସୁ ଥିଲେ ସେତେ ବେଳେ କୁଆଡେ ସେମାନେ ନିଶାଶକ୍ତ ଅବସ୍ଥା ରେ ଆସୁ ଥିଲେ ଆଉ ତାଙ୍କୁ ନିୟନ୍ତ୍ରଣ ଅର୍ଚନା କରୁଥିଲେ |
ଆଉ ନିୟନ୍ତ୍ରଣ କଲା ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଥିଲେ ଯାହାକୁ ବଡ଼ ବଡ଼ିଆ ଲୋକ ମାନେ ବୁଝି ପାରୁ ନଥିଲେ ଆଉ ଫସି ଯାଉ ଥିଲେ | ପରେ ପରେ ଭିଡ଼ିଓ ଭାଇରାଲ ହେବାର ବ୍ଲାକମେଲ ରେ ଫସି ବାଧ୍ୟ ହୋଇ ଟଙ୍କା ଦେଉ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।