ଆପକେ ଆ ଜାନେ ସେ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Supar ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ତେବେ ଯେତେବେଳେ ସେଲିବ୍ରେଟିଙ୍କ କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସେମାନଙ୍କ ବିଷୟରେ ଜାଣିବା ପାଇଁ। କାରଣ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇଥାଏ। ସେମାନେ ତାଙ୍କର ସବୁକିଛି ପ୍ରତିଦିନ ଦୈନନ୍ଦିନ ଜୀବନରେ ଯାହା ବି କିଛି ଘଟିଥାଏ ତାହା ସବୁ ଫେସବୁକ, ୟୁଟ୍ୟବ, ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଥାନ୍ତି। ଆଉ ଫ୍ୟାନ୍ ମାନେ ମଧ୍ୟ ତାଙ୍କର ପସନ୍ଦିତା କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଚାହିଁ ବସିଥାନ୍ତି।
ଆମ ଦୁନିଆର ଯେତେ ବି କଳାକାର ମାନେ ଅଛନ୍ତି ସେମାନଙ୍କ ଜୀବନ ଶୈଳୀ ଅନ୍ଯ ସାଧାରଣ ଲୋକଙ୍କ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଆଜି ଆମେ ଜଣେ ନୁହେଁ ଏମିତି ପ୍ରସିଦ୍ଧ ଦୁଇ ଜଣ କଳାକାର ଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି।
ତେବେ ସେ ଓଡ଼ିଆ ଫିଲ୍ମ ବା ହିନ୍ଦୀ ଚଳଚ୍ଚିତ୍ର ପରି ଯାତ୍ରା ଦେଖିବାକୁ ପ୍ରାୟତଃ ଅନେକ ଦର୍ଶକ ବହୁତ ଭଲ ପାଇଥାନ୍ତି। ବଲିଉଡ୍ ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଭିନ୍ନ ଧରଣର ଅନ୍ଦାଜ ର ଅଗଣିତ ଦର୍ଶକ ଙ୍କ ପ୍ରିୟର କଳାକାର ହୋଇ ପାରିଛନ୍ତି।
ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କର କିଛି ଭିନ୍ନ ଅନ୍ଦାଜ ,ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି ଏବଂ ସେମାନଙ୍କୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରଶଂସକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି।
ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣତଃ ଟିକିଏ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରିଥାନ୍ତି।
ଯଦି ଆମେ ବଲିଉଡ୍ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକ ଙ୍କୁ ଆକର୍ଷିତ କରିଥାନ୍ତି।
ତେବେ ସେମାନଙ୍କ ବିଷୟରେ ଅନେକ ପ୍ରଶଂସକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲ ପାଇବା ବି ରହିଥାଏ। ବଲିଉଡ୍ ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।
ବଲିଉଡ୍ ଦୁନିଆର ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଗୋବିନ୍ଦା ଅନ୍ୟତମ। ସେ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।
ସେ ଦର୍ଶକ ଏବଂ ପ୍ରଶଂସକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ୱତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି କି, ଯେଉଁଥିରେ ଗୋବିନ୍ଦାଙ୍କ ଆପକେ ଆ ଜାନେ ସେ ଫିଲ୍ମ ର ଏହି ଟାଇଟେଲ ସଙ୍ଗ ରେ ଜଣେ ବ୍ୟକ୍ତି ଯିଏକି ସଞ୍ଜୀବ ଶ୍ରୀବାସ୍ତବ ଓ ତାଙ୍କ ସ୍ତ୍ରୀ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଲୋକେ ଏହି ଭିଡିଓ କୁ ବହୁତ ପସନ୍ଦ ବି କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।