ଅନୁଭବ ଓ ବର୍ଷା ଙ୍କ ଛାତ୍ରପତ୍ର କୁ ନେଇ ମୁହଁଖୋଲି ମନ୍ତ୍ୟବ୍ୟ ଦେଲେ ପ୍ରକୃତି…ଦେଖନ୍ତୁ ଭିଡିଓ

ଆପଣମାନେ ସମସ୍ତେ ଜାଣିଥିବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମାମଲା ବିଷୟରେ। ତେବେ ତାଙ୍କର ଏହି ଛାଡପତ୍ର ବିବାଦକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ମତ ଦେଇଛନ୍ତି କି ଗୋଟିଏ ଘର ରହି ଦୁହେଁ ଦୁହିଁଙ୍କ ସହ ଝଗଡା କରିବା ସବୁବେଳେ ଅଶାନ୍ତି ରେ ରହିବା ଠାରୁ ବହୁତ ଭଲ କି ଦୁଇ ଜଣ ପରସ୍ପର ଠାରୁ ଅଲଗା ହୋଇ ରହିବା।

ଗୋଟିଏ ପରିବାର ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ନେଇ ହୋଇଥାଏ ଯଦି ଜଣେ କେହି ବି ଖୁସି ରେ ରହୁ ନାହିଁ ତେବେ ଏହି ସମ୍ପର୍କ ରେ ରହିବା ଠାରୁ ଅଲଗା ହୋଇଯିବା ବହୁତ ଭଲ।ତେବେ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ତେବେ ଆପଣ ମାନେ ଜାଣିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦରେ କୌଣସି ପ୍ରକାର ଫଳାଫଳ ଘୋଷଣା ହୋଇପାରି ନାହିଁ। ଏ ପର୍ଯ୍ୟନ୍ତ କୋର୍ଟ ରେ ବିଚାରଧୀନ ରହିଛି। ତେବେ ଅନେକ ଦିନ ଧରି ଏହି ବିବାଦ ଫ୍ୟାମିଲି କୋର୍ଟ ରେ ଚାଲିଥିଲା ଆଉ ବର୍ତ୍ତମାନ ଏହି ବିବାଦ ଟି ଧୀରେ ଧୀରେ ସାମାଧାନ ର ରାସ୍ତା ଆଡ଼କୁ ଯାଉଥିବା ଜଣା ପଡ଼ିଛି ।

ତେବେ କିନ୍ତୁ କିଛି ଦିନ ତଳେ କୋର୍ଟ ର ରାୟ ପରେ ବର୍ଷା ଅନୁଭବ ମହାନ୍ତି ଙ୍କ ର ଘର ଛାଡ଼ି ଦେଇଛନ୍ତି।ତେବେ ବର୍ତ୍ତମାନ ଉଭୟ ଙ୍କ ର ଛାଡପତ୍ର କୁ ନେଇ ମତ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ଯାହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ସମସ୍ତେ ଜାଣିଥିବେ। ଯିଏ ପ୍ରଥମେ କୁନି କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ଆଉ ଆଜି ଜଣେ ସୁ ପ୍ରସିଦ୍ଧ କଳାକାର ଭାବରେ ଏବଂ ମୁଖ୍ୟ ଅଭିନେତ୍ରୀ ଭାବରେ ଫିଲ୍ମ ରେ କାମ କରୁଛନ୍ତି।

ତେବେ ଏହାଛଡା ସେ ବଲିଉଡ୍ ରେ ମଧ୍ୟ କେତେକ ସିରିଏଲ ଏବଂ ସିନେମାରେ କାମ କରିଥିବା ଆପଣ ଜାଣିଛନ୍ତି। କିଛି ଦିନ ପୂର୍ବେ ବାବୁସାନ ଙ୍କୁ ନେଇ ପ୍ରକୃତି ମିଶ୍ର ବହୁତ ଚର୍ଚ୍ଚା ରେ ରହିଥିଲେ। ଆଉ ଏବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପତ୍ର ମାମଲା ରେ ନିଜ ମତ ଦେଇ ଚର୍ଚ୍ଚା ରେ ଅଛନ୍ତି।

ତେବେ ସେ କହିଛନ୍ତି କି, ଏହିପରି ଅନେକ ସିନେମା ଷ୍ଟାର ଯୋଡ଼ି ଙ୍କ ର ଛାଡପତ୍ର ହେଉଛି ଏହା କିଛି ବଡ଼ କଥା ନୁହେଁ। ଗୋଟିଏ ଘର ରହି ଦୁହେଁ ଦୁହିଁଙ୍କ ସହ ଝଗଡା କରିବା ସବୁବେଳେ ଅଶାନ୍ତି ରେ ରହିବା ଠାରୁ ବହୁତ ଭଲ କି ଦୁଇ ଜଣ ପରସ୍ପର ଠାରୁ ଅଲଗା ହୋଇ ରହିବା।

ଗୋଟିଏ ପରିବାର ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ନେଇ ହୋଇଥାଏ ଯଦି ଜଣେ କେହି ବି ଖୁସି ରେ ରହୁ ନାହିଁ ତେବେ ଏହି ସମ୍ପର୍କ ରେ ରହିବା ଠାରୁ ଅଲଗା ହୋଇଯିବା ବହୁତ ଭଲ।ଆଉ ମୁଁ ଅନୁଭବ ଭାଇ ଙ୍କ ପରିସ୍ଥିତି ବିଷୟରେ ଭଲ ଭାବରେ ଜାଣିଚି ।ତେବେ ବର୍ତ୍ତମାନ ଖୁବ ଖୁସି କି ସେ ସେ ସବୁ କୁ ହ୍ୟାଣ୍ଡେଲ କରି ନିଜ ଜୀବନ ରେ ଆଗେଇ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।