ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ମୋତେ ଫିଲ୍ମ ପହିଲି ରଜରେ ବହୁତ ହୋଇରାଣ କରିଛି ….ଯାହା ଆଜି ମୋତେ ବହୁତ ଦୁଃଖ ଦେଉଛି ….
ତେବେ ଆମ ଗହଣରେ ଆଉ ଅଭିନେତା ପିଣ୍ଟୁ ନନ୍ଦ ନାହାଁନ୍ତି, ଅନେକ ଦିନ ଜୀଵନ ମୃତ୍ୟୁ ସହ ସଂଘର୍ଷ କରି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ତାଙ୍କର ଦେହାନ୍ତ କୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ ମିଡ଼ିଆ ସାମ୍ନାରେ କିଛି କଥା କହିଛନ୍ତି | ସେ କହିଛନ୍ତି କି, ତାଙ୍କ ଉପରେ ଏକ ଭରଷା ଥିଲା କି ଯେତେ ବେଳେ ଏକ କଳାକାର ଅଲଗା ଅଲଗା ଅଭିନୟ କରେ ସେତେ ବେଳେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ଏକ ଆଶା ତିଆରି ହୋଉ ଯାଏ |
ଖାସ କରିକି ଦର୍ଶକ ଙ୍କ ମନରେ ବେଶୀ ଆଶା ଆସେ ଯେ ସେ ଆହୁରି କଣ କରିବେ | କିନ୍ତୁ ତାଙ୍କ ଦେହ ଖରାପ କଥା ଯେତେ ବେଳେ ଜଣା ପଡିଥିଲା ସେତେ ବେଳେ ସମସ୍ତ ଙ୍କର ଗୋଟେ ଆଶା ବିଶ୍ୱାସ ଥିଲା ଯେ ସେ ଠିକ ହୋଇକି ପଳେଇ ଆସିବେ |
ତାଙ୍କର ଲିଭର ସିରସିଆ ଟା ଥିଲା ବୋଲି ବହୁତ ଡେରି ରେ ଜଣା ପଡ଼ିଲା କିନ୍ତୁ ଆମେ ଆଶା ବାନ୍ଧି ଥିଲୁ କି ଆମର ଯଥା ସମ୍ଭବ ଯାହା ଆମେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲୁ | କିନ୍ତୁ ଶେଷ ସମୟରେ ଯେତେ ବେଳେ ନ୍ୟୁଜ ଆସିଲା କି ସେ ଆଉ ନାହାଁନ୍ତି ବୋଲି, କଷ୍ଟ ତଃ ହେଉଛି କାରଣ ଏତେ କମ ବୟସ ରେ ସେ ଛାଡିକି ଚାଲି ଗଲେ |
ତାଙ୍କର ନ୍ୟୁଜ ଆସିଲା ଯେତେ ବେଳେ ତାଙ୍କୁ ଲିଭର ସିରସିଆ ହୋଇଛି ତାହାର କିଛି ଦିନ ଆଗରୁ ହିଁ ଆମେ ଭେଟ ହୋଇ ଥିଲୁ ସେତେବେଳେ କିଛି ବି ଜଣା ପଡ଼ୁ ନଥିଲା, ହୁଏତ ଭିତରେ ଭିତରେ ତାଙ୍କୁ କିଛି ଲାଗୁ ଥିବ କାରଣ ରିୟାଙ୍କ ବାହାଘର ରେ ଆମେ ଦେଖା ହୋଇ ଥିଲୁ କିଛି ବି ଜଣା ପଡ଼ୁ ନଥିଲା | ସୁଟିଂ ସମୟରେ ବହୁତ କିଛି କଥା ଅଛି କାରଣ ସେ ହସଖୁସି ମିଜାଜ ର ପିଲା ସମସ୍ତଙ୍କୁ ହସାଇବା ଥଟ୍ଟା ମଜା କରନ୍ତି |
ଅନୁ ଚୌଧୁରୀ ଏହା ମଧ୍ୟ କହିଛନ୍ତି କି ପହିଲି ରଜ ଫିଲ୍ମ ରେ ଆମର ଅନେକ ଗୁଡିଏ ସ୍ମୁତି ଅଛି ଯେହେତୁ ପିଣ୍ଟୁ ଆଉ ମୁଁ ସାଙ୍ଗ ର ଚରିତ୍ର କରିଥିଲୁ, ଆଉ ସେହି ସମୟରେ ଏତେ ଖରା ହେଉ ଥିଲା କିନ୍ତୁ ସେହି ସମୟରେ ବି ସେ ଆମ ସମସ୍ତଙ୍କୁ ହସେଇକି ରଖୁ ଥାଏ |
କେବଳ ସେ ନିଜେ ହସଖୁସି ରେ ରୁହେନି ବରଂ ସମସ୍ତ ଙ୍କୁ ସେ ସେମିତି ହିଁ ରଖୁ ଥିଲା କାରଣ ପ୍ରତେକ ଅଭିନେତା ଙ୍କର ନିଜର ଗୋଟିଏ ଛାପ ଥାଏ ଆଉ ସେ ଯେଉଁଟା ଆଜି ଛାଡ଼ି ଗଲେ | ଦ୍ୱିତୀୟ ପିଣ୍ଟୁ ନନ୍ଦ ଆଉ କେହି ଆସିବେନି କାରଣ ତାର ଯେଉଁ ନେଗେଟିଭ ରେ କ୍ୟାରେଟର କମେଡି କ୍ୟାରେଟର ସେ ସବୁ ଜିନିଷ ଆଉ କଣ କେହି ଦେଇ ପାରିବେ, ସେ ହିଁ ଥିଲା ସେ ହିଁ ଦେଉଥିଲା ଆଉ ଆଜି ସେ ନାହିଁ ବୋଲି ଅନୁ ଚୌଧୁରୀ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।