ଭାଇରାଲ ହେଲା ଅଙ୍ଗନବାଡି ଦିଦି ପିଲାଙ୍କ ସହିତ କଲେ ଏମିତି Dance ଭିଡ଼ିଓ,ଦେଖିଲେ ନିଜକୁ ସମ୍ଭଳି ପାରିବେନି….
ଆଜି କାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି । ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଜଣଙ୍କର ପିଲାମାନଙ୍କୁ ସୁନ୍ଦର ଭାବରେ ପଢାଇବାର ଶୌଳି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।
ଆଉ କେଉଁ ଭଳି ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲା ମାନଙ୍କ ପାଠ ପ୍ରତି ଆଗ୍ରହ କୁ ବଢ଼ାଇଛନ୍ତି ତାହା ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ସାମ୍ନା କୁ ଆସିଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକ ମାନେ । ତେବେ ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମେ ଜାଣିଥାଉ ଯେ ଛୋଟ ପିଲାମାନେ ଗୀତ ଆଉ ନାଚ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ସହଜ ରେ ପାଇଁ ପାରିଥାନ୍ତି ।
ଆଉ ପାଠ କୁ ଯଦି ଆମେ ସେମାନଙ୍କୁ ନାଚ ମାଧ୍ୟମରେ ଶିଖାଇବା ତାହେଲେ ତାହାକୁ ପିଲାମାନେ ଶୀଘ୍ର ଗ୍ରହଣ କରିଥାନ୍ତି । ତାହା ବ୍ୟତୀତ ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢା ର ବିକାଶ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରାଯାଉଛି ।
ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଯେ ଅଙ୍ଗନବାଡି ପିଲାମାନଙ୍କୁ ଗୀତ ସହିତ ନାଚ ତାଙ୍କର ଦିଦି ଶିଖାଉଛନ୍ତି ।ଏହି ସୁନ୍ଦର ଗୀତରେ ନାଚିବା ପାଇଁ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି ଏହି ସୁନ୍ଦର ଗୀତଟି ହେଉଛି ,ଟିକି ମୁଁ ପରଜାପତି ।
ଏହି ସୁନ୍ଦର ଗୀତରେ ଏମାନଙ୍କ ନାଚର ଢଙ୍ଗ ମଧ୍ୟ ଖୁବ ସୁନ୍ଦର ଥିଲା ତାଙ୍କର ଦିଦି ଯେପରି ସୁନ୍ଦର ଭାବରେ ନାଚୁଥିଲେ ପିଲାମାନେ ତାଙ୍କୁ ଦେଖି ସେହିପରି ନାଚିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ ।ଅଙ୍ଗନବାଡି ଦିଦିଙ୍କ. ସହିତ ପିଲାମାନଙ୍କ ନାଚର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଉ ଦିଦିଙ୍କ ଏଭଳି ପାଠପଢ଼ା ଶୈଳୀର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦିଦିଙ୍କ ଭିଡିଓକୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ତିନି ମିଲିୟନ ଦର୍ଶକ ଏହି ଭିଡିଓ କୁ ଦେଖି ସାରିଲେଣି। ଭିଡିଓ ଦେଖି ଅନେକ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ଦେବା ସହିତ ଗୀତର ତାଳେ ତାଳେ ନାଚି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇବା ଶୈଳୀକୁ ନେଇ ସବୁଠି ଦିଦି ଙ୍କ ପ୍ରଶଂସା ହେଉଥିବାର ଦେଖିବାକୁ ମିଳିଛି। ତେବେ ଆପଣ ମଧ୍ୟ ଦିଦିଙ୍କ ଏହି ନିଆରା ପାଠପଢା ଶୈଳୀକୁ ଦେଖିଲେ ଆଶ୍ଚର୍ଯ୍ଯ ହେବେ।