Jyotisha Shastra – ଆସନ୍ତାକାଲି ଠାରୁ ଏହି 5 ଟି ରାଶିର କୁଣ୍ଡଳୀରେ ସୃଷ୍ଟି ହେବ ଗଜକେଶରୀ ଯୋଗ , ରାଜା ଭଳି ଜୀବନ କାଟିବେ ଏହି ରାଶିର ବ୍ୟକ୍ତି

ଗଣେଶଙ୍କୁ ହାତୀର ପ୍ରତୀକ ବୋଲି ମାନାଯାଇଥାଏ। ଭଗବାନ ଗଣେଶଙ୍କର ଶୁଭ ନଜର ଯାହା ଉପରେ ପଡ଼ିଥାଏ ସେ ନିଜର ଜୀବନରେ ଅନେକ ସଫଳତା ପାଇଥାଏ। ଯଦି କାହାର କୁଣ୍ଡଳୀରେ ଗଜ କେଶରୀ ଯୋଗ ସୃଷ୍ଟି ହୋଇଥାଏ ତ ସେହି ଜାତକଙ୍କର ଗଜ ଅର୍ଥାତ୍ ହାତୀର ସମାନ ଶକ୍ତି ଧନ ବୈଭବର ପ୍ରାପ୍ତ ହୋଇଥାଏ। ତେବେ କେଉଁ ସବୁ ରାଶି ଉପରେ ଗଜକେଶରୀ ଯୋଗ ସୃଷ୍ଟି ହେଉଛି ତାହା ଜାଣିବା।

ତେବେ ପ୍ରଥମ ରାଶି ହେଉଛନ୍ତି ମେଷ ରାଶି। ଏହି ରାଶିର ଲୋକ ମାନଙ୍କର ଖରାପ ପରିସ୍ଥିତି ଶେଷ ହୋଇ ସାରିଛି। ଏହି ରାଶିର ଲୋକ ମାନଙ୍କୁ ମାନସମ୍ମାନର ପ୍ରାପ୍ତି ହେବ। ଆପଣଙ୍କୁ ଆଗାମୀ ସମୟରେ ସଫଳତା ହାସଲ ହେବାର ସମ୍ଭାବନା ଅଛି।ଆପଣଙ୍କୁ ଆପଣଙ୍କ ପରିବାରର ବ୍ୟକ୍ତିଙ୍କ କଥାକୁ ଧ୍ୟାନର ସହ ଶୁଣିବାକୁ ପଡ଼ିବ। ଆପଣମାନେ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କରିବେ।

ଏହା ପର ରାଶି ହେଉଛନ୍ତି ମିଥୁନ ରାଶି। ଏହି ରାଶିର ଲୋକମାନଙ୍କ ଜୀବନରେ ଯାହା ମଧ୍ୟ ସମସ୍ୟା ରହିଥିଲା ଏହି ସମସ୍ତ ସମସ୍ୟାର ଅନ୍ତ ହେବାକୁ ଯାଉଚି। ଆପଣଙ୍କୁ ଆଗାମୀ ସମୟରେ ଭଲ ଲାଭ ପ୍ରାପ୍ତି ହେବାକୁ ଯାଉଚି।ଆପଣ ଆପଣଙ୍କ ଜୀବନରେ ଉନ୍ନତି ଦିଗରେ ଅଗ୍ରସର କରିବେ ,କଠିନ ପରିଶ୍ରମ କରିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ। ନ୍ୟାୟରେ ରୁହନ୍ତୁ, ଉନ୍ନତି କରିବେ।

ଏହା ପର ରାଶି ହେଉଛନ୍ତି ବିଛା ରାଶି।ଏହି ରାଶିର ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ଆଗାମୀ ସମୟରେ ପୂରଣ ହେବ। ଆପଣଙ୍କୁ ଆଗାମୀ ସମୟରେ ଅନେକ ସଫଳତା ମିଳିବ। ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଚାକିରୀରେ ସଫଳତା ମିଳିବାକୁ ଯାଉଚି।ବ୍ୟବସାୟ ରେ ଧନ ଲାଭ କରିବେ, କିନ୍ତୁ କ୍ରୋଧରୁ ନିଜକୁ ଦୂରେଇ ରଖନ୍ତୁ। ସତ କର୍ମ କରନ୍ତୁ, ସଫଳତା ପ୍ରାପ୍ତ ହେବ।

ଏହା ପର ରାଶି ହେଉଛନ୍ତି ସିଂହ ରାଶି। ଏହି ରାଶିର ଲୋକମାନଙ୍କୁ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ। ଆପଣଙ୍କ ବ୍ୟବସାୟରେ ଆଗାମୀ ସମୟରେ ଲାଭ ହେବ। ମାତା ଲକ୍ଷ୍ମୀ ଙ୍କ ନାମ ଜପ କରନ୍ତୁ,ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ଦୟା ପ୍ରାପ୍ତ ହେବ।ଏହି ରାଶିର ଲୋକମାନଙ୍କର ସମସ୍ତ ପ୍ରକାରର ବାଧା ଦୂର ହୋଇଯିବ। ଆପଣମାନଙ୍କ ଦ୍ଵାରା ହୋଇଥିବା ସମସ୍ତ ଚେଷ୍ଟା ସଫଳ ହେବ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ। ଏହା ସହିତ ଆପଣ ନୂଆ ଘର ମଧ୍ୟ କିଣିବାର ସମ୍ଭାବନା ରହିଛି।ସତ୍ୟ ପଥରେ ରୁହନ୍ତୁ, ଉନ୍ନତି କରିବେ।

ଏହା ପର ରାଶି ହେଉଛନ୍ତି ମୀନ ରାଶି। ଏହି ରାଶିର ଲୋକମାନଙ୍କୁ ଲକ୍ଷ୍ମୀ ଙ୍କ କୃପାରୁ କୌଣସି ନିବେଶରୁ ଲାଭ ମିଳିପାରେ। ଆପଣଙ୍କ ପରିବାର ମଧ୍ୟରେ ସୁଖ ଶାନ୍ତି ଲାଗି ରହିବ। ମାତା ଲକ୍ଷ୍ମୀଙ୍କ ଦୟାରୁ ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କ ପାଖକୁ ଫେରି ଆସିବ। ଏହା ସହିତ ଆପଣଙ୍କୁ ଅତି ଶୀଘ୍ର ଚାକିରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି।ଭଗବାନଙ୍କ ନାମ ଜପ କରନ୍ତୁ,ଭଜନ କୀର୍ତ୍ତନ କରନ୍ତୁ, ପ୍ରଭୁଙ୍କ ଦୟା ପ୍ରାପ୍ତ ହେବ।