ଅର୍ଚ୍ଚନାଙ୍କ ସେକ୍ସ୍ ରୁମର ସିକ୍ରେଟ୍ କ୍ୟାମେରା, କଏଦ୍ କରୁଥିଲା ନେତା ଓ ପ୍ରଯୋଜକଙ୍କ ଇଣ୍ଟିମେଟ ଦୃଶ୍ୟ….

ଭାଙ୍ଗି ଗଲା ଅର୍ଚ୍ଚନା ଙ୍କର ପାପ ସାମ୍ରାଜ୍ୟ ଯାହାକି ସେ ପାପ ପଇସା ରେ ହିଁ ରାଜକୀୟ ଜୀବନ ବଞ୍ଚୁ ଥିଲେ | ସେ ଦାମୀ ଗାଡି ସହିତ ଦାମୀ କୁକୁର ରଖି ଥିଲେ ଆଉ ଏହା ସହିତ ବଡ଼ ବଡ଼ିଆ ଙ୍କୁ ଫସାଇ ରାତି କାଟୁ ଥିଲେ | ଏପଟେ ପୁଣି ଅନ୍ତରଙ୍ଗ ମୁହୂର୍ତ୍ତ କୁ ସିସି ଟିଭି କଏଦ କରୁ ଥିଲା ଯାହାକି ଏହି ସବୁ ପ୍ଲାନ ସେ ନିଜ ସ୍ୱାମୀ ସହ ମିଶି ବନାଉ ଥିଲେ |

ସେକ୍ସ ପରେ ସ୍ୱାମୀ ସ୍ତ୍ରୀ ମିଶି ସିଧା ବ୍ଲାକମେଲ କରୁ ଥିଲେ, ହଁ ଆଜ୍ଞା ଦାମୀ ଗାଡି ସାଙ୍ଗକୁ ରାଜ ଉଆସ ଭଳି ଘର ରହିଛି ଆଉ ଏହା ସହିତ ଘରେ ଭଳିକି ଭଳି ଦାମୀ କୁକୁର ଆଉ ଗୋଟିଏ ଘୋଡ଼ା ରହିଛନ୍ତି |

ସମାଜ ଆଗରେ ଦେଖିବା ପାଇଁ ଏମାନେ ଦୁହେଁ ଖୁବ ସମ୍ଭ୍ରାନ୍ତ ଓ ଭଦ୍ର କିନ୍ତୁ ଭଦ୍ର ମୁଖା ତଳେ ସୈତାନ ଲୁଚି ରହି ଥିଲା | ମହିଳା ଜଣଙ୍କ ଅନେକ ଦାମୀ ଦାମୀ ଲୋକ ଙ୍କୁ ନିଜ ଜାଲରେ ଫସାଇବା ପରେ ସିଧା ସଳଖ ବ୍ଲାକମେଲିଙ୍ଗ କରୁ ଥିଲେ | ଏବେ ଏହି 422 ମହିଳା ଙ୍କ ହାତରେ ହାତ କଡ଼ି ପଡ଼ିଛି, ବଡ଼ ବଡ଼ିଆ ଲୋକ ଙ୍କୁ ଜାଲରେ ଫସାଇ ନିଜ ଘରକୁ ଡାକି ଦେଉ ଥିଲେ |

ଯେଉଁଠି ସିସି ଟିଭି ମଧ୍ୟ ଲାଗିଥିଲା ଆଉ ଶାରୀରିକ ସମ୍ପର୍କ ରଖି ସବୁ ଅନ୍ତରଙ୍ଗ ମୁହୂର୍ତ୍ତ କୁ ସିସି ଟିଭି ରେ କଏଦ କରୁ ଥିଲେ | ପରେ ପରେ ସେହି ଭିଡ଼ିଓ କୁ ନେଇ ବ୍ଲାକମେଲ କରି ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁ ଥିଲେ |

 ଆଉ ସେହି ଟଙ୍କା ରେ ଅର୍ଚନା ଏତେ ବଡ଼ ସାମ୍ରାଜ୍ୟ ଗଢି ଥିଲେ, ଏହି ପାପ ପଇସା ରେ ସ୍ୱାମୀ ଙ୍କ ସହ ମିଶି ଅର୍ଚ୍ଚନା ଏତେ ବଡ଼ ସାମ୍ରାଜ୍ୟ କରି ଥିଲେ ଆଉ ସେହି ଘର ଭିତରେ ଦାମୀ ଦାମୀ ଭଳିକି ଭଳି ସୌକିନ ସାମଗ୍ରୀ ଖଞ୍ଜି ଥିଲେ | ଆଉ ଏହି ସବୁକୁ ଦେଖିଲେ ଯିଏ ବି କେହି ନା ଫାସ ରେ ପଡିବା ସ୍ୱଭାବିକ ଅଟେ, ମିଠା ମିଠା କଥା କହି ଅର୍ଚନା ବଡ଼ ବଡ଼ ବ୍ୟକ୍ତି ଙ୍କୁ ନିଜ ଫାଶରେ ପକାଉ ଥିଲେ |

ସୋସିଆଲ ମିଡ଼ିଆ ରେ ଗଢି ଉଠିଥିବା ସମ୍ପର୍କ ଅନୈତିକ ଚିତ୍ର ବେଡ଼ରୁମ ରେ ଲାଗିଥିବା ସିସି ଟିଭି ରେ ଆଉ ଏହାପରେ ଅର୍ଚ୍ଚନା ନିଜ ଅସଲ ରୂପ ଦେଖାଉ ଥିଲେ | ଅନ୍ତରଙ୍ଗ ସମୟର ଫଟୋ ଓ ଭିଡ଼ିଓ କୁ ଦେଖାଇ ଅର୍ଚ୍ଚନା ବ୍ଲାକମେଲ କରୁଥିଲେ ଟଙ୍କା ନ ଦେଲେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଭାଇରାଲ କରିବେ ଓ ପୋଲିସ ରେ ଦେବେ ବୋଲି ଧମକ ଦେଉ ଥିଲେ | ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।