ହେ ଭଗବାନ ! ୯ ଜଣଙ୍କୁ ବିବାହ କରିବା ପରେ ମଧ୍ୟ କେହି ବି ଏହି ମହିଳା ଙ୍କୁ ସନ୍ତୁଷ୍ଟ କରି ପାରିଲେ ନାହିଁ, ଆଉ ତା’ ପରେ ମହିଳା ଜଣକ କରି ଦେଲେ କିଛି ଏମିତି…

ଜଣେ ମହିଳା ଗୋଟିଏ ପରେ ଗୋଟିଏ ପ୍ରେମ ବିବାହ କରି ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଘଟଣା ସେତେବେଳେ ଜଣା ପଡ଼ିଲା ଯେତେବେଳେ ମହିଳା ଜଣଙ୍କ ର 8 ନମ୍ୱର୍ ସ୍ଵାମୀ ଏହି ବାବଦ ରେ ପୋଲିସ୍ ରେ ଅଭିଯୋଗ ଦାଖଲ କଲେ । ପୋଲିସ୍ ମହିଳା ଜଣଙ୍କୁ ବହୁତ୍ ବୁଝାଇବା ପାଇଁ ଚେଷ୍ଟା କରିବା ସତ୍ୱେ ମଧ୍ୟ କିଛି ସମାଧାନ ହୋଇ ପାରିଲା ନାହିଁ ଏବଂ ମହିଳା ଜଣଙ୍କ 9 ନମ୍ୱର୍ ବିବାହ କରିବା ପାଇଁ ଜିଦି ରେ ରହିଲେ।

ତେବେ ପୋଲିସ ଅନୁସାରେ ଦଶ ବର୍ଷ ପୂର୍ବରୁ ଲକ୍ଷ୍ମୀପୁର ସହର ର ସଦର ଏରିଆ ର ଜଣେ ମହିଳା ସେହି ଅଞ୍ଚଳ ର ଜଣେ ଯୁବକ ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ର କିଛି ଦିନ ପରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଭୁଲ୍ ବୁଝାମଣା ହୋଇଥିଲା ଓ ମହିଳା ଜଣଙ୍କ ଦ୍ଵିତୀୟ ବିବାହ କରିଥିଲେ ।

ଦିତୀୟ ବିବାହ କରିବା ପର ମଧ୍ୟ ଦ୍ଵିତୀୟ ସ୍ବାମୀ ସହିତ ତାଙ୍କର ଭଲ ସମ୍ପର୍କ ରହି ନଥିଲା ତେଣୁ ସେ ତାଙ୍କ ଦ୍ବିତୀୟ ସ୍ବାମୀ ଙ୍କୁ ମଧ୍ୟ ଛାଡ଼ି ଦେଇ ଥିଲେ ଓ ତୃତୀୟ ବିବାହ କରିଥିଲେ। ତୃତୀୟ ବିବାହ ରେ ସେ କିଛି ଅଧିକ ଦିନ ନିଜ ସ୍ବାମୀ ସହିତ ରହିଥିଲେ କିନ୍ତୁ ଏହି ବିବାହ ମଧ୍ୟ ତାଙ୍କର ବେଶୀ ଦିନ ରହି ନଥିଲା । ଆଉ ସେ ପୁଣି ଥରେ ବିବାହ କରିଥିଲେ।

ତେବେ ଏମିତି ହିସାବ ରେ ସେ 8 ଥର ବିବାହ କରିଥିଲେ ।।ଯେତେବେଳେ ବି ସେ ନିଜ ବିବାହ ରେ ଖୁସି ରହୁ ନଥିଲେ ସେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ବିବାହ କରୁ ଥିଲେ । ତେବେ ସେ 8 ନମ୍ୱର୍ ବିବାହ କରି ସାରିବା ପରେ ତାଙ୍କ 8 ନମ୍ୱର୍ ସ୍ଵାମୀ ଙ୍କ ସହିତ ସେ ପାଞ୍ଚ ବର୍ଷ ଜାଏ ରହିଥିଲେ ଓ ତାଙ୍କର ଚାରି ଟି ସନ୍ତାନ ମଧ୍ୟ ଥିଲେ।

କିନ୍ତୁ ସମୟ ସହିତ ଯେତେବେଳେ ତାଙ୍କ ସ୍ଵାମୀ ସହିତ ତାଙ୍କ ବୁଝାମଣା ଠିକ୍ ରହିଲା ନାହିଁ ସେ 9 ନମ୍ୱର୍ ବିବାହ କରିବା ପାଇଁ ସ୍ଥିର କଲେ ।କିନ୍ତୁ ଏହି ସ୍ବାମୀ ଜଣଙ୍କ ତାଙ୍କର ଅନ୍ୟ ସ୍ବାମୀ ମାନଙ୍କ ପ୍ରତି ଚୁପ୍ ରହିଲେ ନାହିଁ ଆଉ ସେ ଫରାଦା ପୋଲିସ୍ ଷ୍ଟେସନ ରେ ଅଭିଯୋଗ ଦାଖଲ କଲେ ଯେ ତାଙ୍କ ସ୍ତ୍ରୀ କୁ ମୋହମେଦଦି ଯିଏ କି ତାଙ୍କ ସ୍ତ୍ରୀ ର ନବମ ସ୍ବାମୀ ଥିଲେ ତାଙ୍କୁ ନେଇ ଯାଇଥିଲେ ।

ଏହା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଥିଲେ ଏହି କେଶ୍ କୁ କୋର୍ଟ ଜାଏ ନେଇଥିଲେ । ଏହା ପରେ ମହିଳା ଜଣଙ୍କ ନିଜର ମନ୍ତବ୍ୟ ରଖିଲେ ଓ କହିଲେ ସେ ତାଙ୍କ ଅଷ୍ଟମ ସ୍ଵାମୀ ଙ୍କ ଠାରୁ ଖୁସି ନଥିବାରୁ ସେ ଆଉ ଥରେ ବିବାହ କରୁଛନ୍ତି । ତେବେ ମହିଳା ଙ୍କ ନବମ ସ୍ବାମୀ ଏହି ବିଷୟ ରେ ଅଜ୍ଞାତ ଥିଲେ ଯେ ତାଙ୍କ ସ୍ତ୍ରୀ ଆଗରୁ 8 ଜଣଙ୍କୁ ବିବାହ କରି ସାରିଛନ୍ତି । ତେଣୁ ସେ ତାଙ୍କୁ ସାଙ୍ଗରେ ନେଲେ ନାହିଁ ଓ ପୋଲିସ୍ ମହିଳା ଜଣଙ୍କୁ ବହୁତ୍ ବୁଝାଇ ଘରକୁ ପଠାଇଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।