ଅଷ୍ଟମ ଶ୍ରେଣୀ ରେ ଫେଲ କିନ୍ତୁ ଏବେ ସେ ଦୁଇ ହଜାର କୋଟି ଟଙ୍କାର ମାଲିକ । କେମିତି ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..
ଏହି ଆଧୁନିକ ଯୁଗ ରେ ଲୋକ ମାନେ ଏତେ ଶିକ୍ଷିତ ଓ ଜଜ୍ଞାନୀ ହେଲେଣି ଯେ ତାଙ୍କର ଆଉ କାହାକୁ ହେଲେ ଭୟ ନାହିଁ l ସେମାନେ ପାଠ ଅଧିକ ପଢି ଥିଲେ ନିଜକୁ ଅଧିକ ପଣ୍ଡିତ ଓ ଧନୀ ବୋଲି ଭାବି ଥାନ୍ତି l କିନ୍ତୁ ଆଜି ଆମେ ଏମିତି ଏକ କଥା କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ l
ଦେଖନ୍ତୁ ଏହି ପିଲା ଟି ଅଷ୍ଟମ ଶ୍ରେଣୀ ରେ ଫେଲ କିନ୍ତୁ ହେଲେ କୋଟି ପତି ଏହି ଘଟଣା ଏବେ ସୋସିଆଲ ମେଡିଆରେ ବହୁତ ପରିମାଣ ରେ ଭାଇରଲ ହୋଉଛି l
ଏହି ପରି ଘଟଣା ଟି ପଞ୍ଜାବ ରେ ଘଟିଛି l ସେ ଲୋକ ଟି 1992 ମସିହା ଅକଟୋବର 2 ତାରିଖ ରେ ପଞ୍ଜାବ ରେ ଜନ୍ମ ଗ୍ରହଣ କରି ଥିଲେ l ସେ ତ୍ରିଶ ଥିଲେ l ସେ ପିଲା ଟି ଦିନ ରୁ କୌଣସି ସମୟ ରେ ପାଠ ପଡନ୍ତି ନାହିଁ l ତାଙ୍କୁ ସବୁ ବେଳେ ତାଙ୍କ ବାପା ତାଙ୍କୁ ବହୁତ ସମୟ ରେ ପଢି ବାକୁ କହୁ ଥିଲେ l
ତାଙ୍କ ବାପା ତାଙ୍କୁ ପାଠ ପଢିବା ପାଇଁ ଗୋଟିଏ ଲାପଟୋପ ଆଣି ଦେଇ ଥିଲେ l ସେ କିନ୍ତୁ ସବୁ ବେଳେ ଲାପଟୋପ ରେ ଗେମ ଖେଳୁ ଥିଲେ l ତେଣୁ ତାଙ୍କ ବାପା ଦେଖି ଲାପଟୋପ ର ପାସୱାର୍ଡ ଚେଞ୍ଜ କରି ଦେଇ ଥିଲେ l କିନ୍ତୁ ସେ ଲାପଟୋପ କୁ ଚଳାଉ ଥିଲେ l ତେଣୁ ସେ ଅଷ୍ଟମ ଶ୍ରେଣୀ ରେ ଫେଲ ହୋଇ ଯାଇ ଥିଲେ l
ପରେ ସେ କମ୍ପୁଟର ରେ କିଛି ଛୋଟ ବଡ଼ କାର୍ଯ୍ୟ କରୁ ଥିଲେ l ଏମିତି ସେ ଅନେକ କାମ କରି ମାସ କୁ 60, 000 ଟଙ୍କା ଆୟ କରି ଥିଲେ l ଏମିତି ସେ କିଛି ଦିନ କାମ କରି ଅନେକ ଟଙ୍କା ଆୟ କଲେ ଓ ପରେ ଗୋଟିଏ ବ୍ୟବସାୟ କଲେ କମ୍ପୁଟର ରେ l ସେ ନିଜେ ଗୋଟିଏ କମ୍ପାନୀ ଆରମ୍ଭ କଲେ ଏଥିରୁ ଅନେକ ଲାଭ କରି ସେ ଏମିତି ହାଇଦ୍ରାବାଦ ପରି ଅନେକ ଜାଗାରେ କମ୍ପାନୀ କରି ଛନ୍ତି l
ସେହି କମ୍ପାନୀ ରେ ଏବେ ଅନେକ ହାଇଦ୍ରାବାଦ ର ପୋଲିସ ଆଦି କର୍ମ ଚାରି ଭାବରେ କାମ କରୁ ଛନ୍ତି l ଏହି ପରି ସେ ଅଷ୍ଟମ ଫେଲ ହେଲେ ମଧ୍ୟ୍ୟ ସେ 2000କୋଟି ଟଙ୍କା ର ଏବେ କୋଟି ପତି ହୋଇ ଛନ୍ତି l ତେଣୁ ସମସ୍ତ କର୍ମ ଉପରେ ଧ୍ୟାନ ଦେବା ଉଚିତ l ସମସ୍ତେ ଏହି ପରି ଭାବରେ କୋଟି ପତି ହୋଇ ପାରିବେ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।