୮୦ ବର୍ଷ ପରେ ମହା ସଂଯୋଗ ଦୀପାବଳୀ ଅମାବାସ୍ୟ ରେ ଏହି ୫ଟି ରାଶି ର ଭାଗ୍ୟ ଚମକିବ

ଏହି ବର୍ଷ ନଭେମ୍ବର ମାସ ୧୪ ତାରିଖ ରେ ପଡ଼ୁଛି ଦୀପାବଳୀ ଏହା ସହିତ କାଳୀ ପୂଜା ମଧ୍ୟ ପଡ଼ୁଛି । ଏହି ଦୀପାବଳୀ ସାରା ଭାରତ ରେ ବହୁତ୍ ଆଡମ୍ବର ରେ ପାଳନ କରାଯାଏ । କିନ୍ତୁ ଏହି ଦୀପାବଳୀ ରେ ଗ୍ରହ ମାନଙ୍କ ର ଚଳନ ରେ ପରିବର୍ତ୍ତନ ହେବା ପାଇଁ ଯାଉଚି । ଗ୍ରହ ମାନଙ୍କ ର ପରିବର୍ତ୍ତନ ହେତୁ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ଆଉ କିଛି ରାଶି ମାନଙ୍କ ଉପରେ ଖରାପ୍ ପ୍ରଭାବ ପଡ଼ିବ । ତେବେ ଦୀପାବଳୀ ର ପରଦିନ ଠାରୁ ଏହି ପାଞ୍ଚ ଟି ରାଶି ର ଭାଗ୍ୟ ବଦଳିବା ପାଇଁ ଯାଉଚି ।

ଏହି ରାଶି ମାନଙ୍କ ପାଇଁ ବନୁଚି ଏକ ଦୁର୍ଲଭ ମହା ସଂଯୋଗ ଯାହା ଦୀର୍ଘ ୨୦ ବର୍ଷ ପରେ ହେବା ପାଇଁ ଯାଉଚି। ତେଣୁ ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ଏହି ୫ ଟି ରାଶି ଭାଗ୍ୟବାନ ହେବେ । ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ଭାଗ୍ୟ ଶାଳୀ ରାଶି ଅଟନ୍ତି ।

୧- ବୃଷ ରାଶି , ଜୀବନ ରେ ସାରା ବାଧା ବିଘ୍ନ ଏଡାଇ ଦେବେ। ବିବାଦ ର ଅନ୍ତ ଘଟିବ । କଷ୍ଟ ଭୋଗିଲେ ମଧ୍ୟ ଲାଭବାନ ହେବେ । ସମ୍ମାନିତ ହୋଇ ପାରନ୍ତି । ବନ୍ଧୁ ବିଚ୍ଛେଦ ଘଟି ପାରେ କିନ୍ତୁ ଏହା ଦ୍ଵାରା ଆପଣ ଲାଭବାନ ହେବେ । ବିଭିନ୍ନ ଦିଗ ରୁ ଧନ ଆଗମନ ର ସୂଚନା ମିଳୁଛି । ଯାତ୍ରା ଲାଭବାନ ହେବ । ଭାବନା ରେ ବହୁଳ ହୋଇ କିଛି କାର୍ଯ୍ୟ କରି ପାରନ୍ତି। ଆପଣ ଙ୍କ ମନ ପ୍ରଫୁଲ୍ଲ ରହିବ । ଘର ପରିବାର ରେ ଜୀବନ ରେ ସୁଖ ଶାନ୍ତି ଫେରି ଆସିବ ।

୨- ସିଂହ ରାଶି , ଅଟକି ରହିଥିବା କାର୍ଯ୍ୟ ପୂରଣ କରିବେ । ଅଭାବ ଏଡାଇ ପାରିବେ । ଧନ ପ୍ରାପ୍ତି ହେବ। ବହୁ ଦିନ ର ଅନୁସନ୍ଧାନ ରୁ ମୁକ୍ତି ପାଇବେ। ଯାତ୍ରା ସଫଳ ହେବ । ଅନୁଗତ ଙ୍କ ଦ୍ଵାରା ଲାଭବାନ ହେବେ । ଗୃହ କାର୍ଯ୍ୟ ରେ ମନ ଦେବେ । ଶତ୍ରୁ ଙ୍କ କବଳ ରେ ପଡି ପାରନ୍ତି । ପରିବେଶ ବଦଳି ଯିବ । ଆପଣ ଙ୍କ ସାଥ ଦେବ । ବଧ୍ୟାତା ରେ ପଡି କୌଣସି କାର୍ଯ୍ୟ କରି ପାରନ୍ତି। ଶାରିରୀକ କଷ୍ଟ ହେଲେ ମଧ୍ୟ ସବୁ କାର୍ଯ୍ୟ ରେ ସଫଳ ରହିବେ। ଆର୍ଥିକ ଅବସ୍ଥା ସୁଧୁରି ଯିବ ।

୩- ତୁଳା ରାଶି , ପ୍ରତିଯୋଗିତା ରେ ଭାଗ ନେଇ ବିଜୟୀ ହେବେ। ପାରିବାରିକ ଜୀବନ ସୁଖ ଦୁଃଖ ରେ ବିତିବ। ଚାକିରି ରେ ଆଶା ଜନକ ଫଳ ପାଇବେ । ଯାନ ବହନ କ୍ରୟ ର ଯୋଗ ରହିଛି । ବ୍ୟବସାୟ ରେ ଉନ୍ନତି କରିବେ। ମନ ଚଞ୍ଚଳ ରହିବ । ତୀର୍ଥ ଭ୍ରମଣ ର ଯୋଗ ରହିଛି। ବନ୍ଧୁ ମିଳନ ର ଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଶିବ ଙ୍କ ଦର୍ଶନ କରି ଆନନ୍ଦିତ ହେବେ ।

୪- ଧନୁ ରାଶି , ପୂର୍ବ ରୁ ଲାଗିଥିବା ବିବାଦ ସମାଧାନ ହେବ। ବନ୍ଧୁ ବର୍ଗ ରେ ସମ୍ମାନିତ ହେବେ । ବନ୍ଧୁ ମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । ନିଜ କର୍ମ ରେ ଆନନ୍ଦ ପାଇବେ। ବିଭିନ୍ନ ବର୍ଗ ରୁ ଖୁସି ମିଳିପାରେ । ଖର୍ଚ୍ଚ ବୃଦ୍ଧି ରୁ ଚିନ୍ତା ରେ ରହିବେ । ଆୟ ବୃଦ୍ଧି ର ଯୋଜନା କରିବେ । ସ୍ବାସ୍ଥ୍ୟ ଭଲ ରହିବ । ପରିବେଶ ରେ ଆନନ୍ଦ ନେବେ।

୫- କୁମ୍ଭ ରାଶି , କୌଣସି ମୂଲ୍ୟବାନ ଭୂଷଣ ଆଦି କ୍ରୟ କରିବେ । ସ୍ବାସ୍ଥ୍ୟ ରେ ଉନ୍ନତି ଘଟିବ। ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ସମସ୍ତ ବାଧା ବିଘ୍ନ ଦୂରେଇ ଯିବ। ବନ୍ଧୁ ମେଳ ରେ ଖୁସି ପାଇବେ। କାର୍ଯ୍ୟ ଦକ୍ଷତା ହେତୁ ସମ୍ମାନିତ ହେବ । ଅଟକି ଥିବା କାର୍ଯ୍ୟ ରେ ଆଗେଇବେ। ଧନ ଲାଭ ର ଯୋଗ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।