୩୫ ଲକ୍ଷ ଯୌତୁକ ଦେଇ ବାପା କରିଥିଲେ ଝିଅ ବିବାହ, ୭ ମାସ ପରେ ଏହି ଅବସ୍ତାରେ ମିଳିଲା Pregnant ଝିଅ, ଶେଷରେ ଯାହା ହେଲା ତାହା ସହିବାର ସବୁ ସୀମା ଟପି ଗଲା….

କୁହାଯାଏ ବିବାହ ଏକ ଏମିତି ବନ୍ଧନ ଯାହା ସାତ ଜନ୍ମର ସମ୍ପର୍କ କୁ ଯୋଡ଼ି ଥାଏ। ଏହା ସ୍ଵର୍ଗରେ ସ୍ଥିର ହୋଇଥାଏ ଭଗବାନଙ୍କ ଦ୍ବାରା ଏବଂ ଦୁଇ ମନ ଏବଂ ଆତ୍ମା ରେ ମିଳନରେ ସଫଳ ଦାମ୍ପତ୍ୟ ଜୀବନରେ ପରିଣତ ହୁଏ। ତେବେ ଏହି ବିବାହ ସ୍ବାମୀ ସ୍ତ୍ରୀ ଙ୍କୁ ଏକ ନୈତିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଦୋୖଡି ସ୍ୱରୂପ ବନ୍ଧନରେ ବାନ୍ଧି ଥାଏ। ପରସ୍ପର ପରସ୍ପର ପ୍ରତି ସ୍ନେହ ପ୍ରେମ ଭଲପାଇବା ସହ ଜୀବନକୁ ସୁଖମୟ କରିବାକୁ ସଂକଳ୍ପ ନେଇଥାନ୍ତି ବିବାହ ବନ୍ଧନରେ ଆବଦ୍ଧ ହେବା ପରେ।

ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି। ତାଙ୍କ ସ୍ବାମୀ ଦେଖିବା କୁ ସୁନ୍ଦର ହୋଇ ଥିବ ଓ ତାଙ୍କୁ ବହୁତ୍ ଭଲ ପାଉଥିବ। କୌଣସି କଷ୍ଟ ଅନୁଭବ କରିବା ପାଇଁ ଦେଉ ନଥିବ କି କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଯିବ ନାହିଁ।

ସେହିପରି ସମାନ ଭାବରେ ସ୍ବାମୀ ମଧ୍ୟ ସ୍ତ୍ରୀ ପାଖରୁ ଭଲପାଇବା, ଆଦରତା ଏବଂ ଯତ୍ନଶୀଳ ଗୁଣ ଆଶା କରିଥାଏ। କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। କେତେବେଳେ ଏହି ବିବାହ ଯୁବତୀ ପାଇଁ ତ ପୁଣି କେତେବେଳେ ଯୁବକ ପାଇଁ ଅଭିଶାପ ପାଲଟି ଯାଇଥାଏ।ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ଶେଷ କରୁଣ ପରିଣତି ବିଷୟରେ ଜାଣିବା ପରେ ଆପଣ ମଧ୍ୟ ନିରୁତ୍ସାହିତ ହେବେ। କାରଣ ଘଟଣାଟି ସେହିପରି।

ଆଜିର ଦୁନିଆରେ ଯୌତୁକ ପ୍ରଥା ଏବେବି ଚାଲିଛି। ବିବାହ ସମୟରେ ଝିଅ ଘର କନ୍ୟା ଦାନ ସହିତ ଯୌତୁକ ମଧ୍ୟ ଦେଉଛନ୍ତି। କନ୍ୟା ରୂପୀ ରତ୍ନ ନେବା ପରେ ମଧ୍ୟ ଲୋଭୀ ଶ୍ରେଣୀର ଲୋକ ଆହୁରି ଲୋଭର ବଶବର୍ତ୍ତୀ ହୋଇ ତଣ୍ଟି ଚିପି ଯୌତୁକ ନେଉଛନ୍ତି।ଆଉ ଏତେ ପରେବି ଝିଅ ସହ ଏମିତି ବ୍ୟବହାର କରୁଛନ୍ତି ଯାହା ଅକଥନୀୟ ଅଟେ।ଶେଷରେ ଝିଅ ର ଜୀବନ ମଧ୍ୟ ଅକାରଣ ରେ ଚାଲି ଯାଉଛି।

ସେହିଭଳି ଜଣେ ବାପା ତାର ଝିଅ ବାହାଘର ରେ ୩୫ ଲକ୍ଷ ଟଙ୍କା ଯୌତୁକ ଦେବା ପରେ ମଧ୍ୟ ପୁଅ ଘର ବିବାହର ୨ ସପ୍ତାହ ପରେ ପୁଣି କାର ପାଇଁ ୨ ଲକ୍ଷ ମାଗିବାରୁ ବାପା ଦେଲେ।ପରେ ପୁଣି ବଡ଼ ଟିଭି ଫ୍ରିଜ୍ ବାବଦକୁ ଟଙ୍କା ଦେଲେ। ତଥାପି ରାକ୍ଷସ ସଦୃଶ ଶାଶୁ ଘର ଲୋକଙ୍କ ମନ ବୁଝିଲାନି।

ଶେଷରେ ସେମାନେ ବିବାହର ୭ ମାସ ପରେ ବୋହୂକୁ ଗର୍ଭବତୀ ଥିବା ଅବସ୍ଥାରେ ଅକଥନୀୟ ଅତ୍ୟାଚାର କଲେ।ଆଉ ଏ ଖବର ପାଇ ବାପାର ହୃଦୟ କଣ ହେଉଥିବ ଥରେ ଭାବନ୍ତୁ। କିନ୍ତୁ ସୌଭାଗ୍ୟ ବଶତଃ ଝିଅ ଚିକିତ୍ସା ପରେ ଭଲ ଅଛି ଏବଂ ବାପା ଥାନାରେ ଅଭିଯୋଗ ପରେ ଏବେ ଶାଶୁ ଘର ଲୋକ ଜେଲରେ ସମୟ କାଟୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।