୩ ଦିନ ଖାଆନ୍ତୁ, ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ | ଆଣ୍ଠୁ ଗଣ୍ଠି ସମସ୍ୟା ରହିବ ନାହିଁ ଜାଣନ୍ତୁ ତାହା କଣ

ବର୍ତମାନ ଆମ ଦେଶରେ ପ୍ରାୟ ଶହେ ଜଣ ମଣିଷ ରୁ 90 ଜଣ ମଣିଷ ରୋଗରେ ଆକ୍ରାନ୍ତ l ଆଜି ମଣିଷ ଯେତେ ଆୟ କରୁଛି ସେ ମେଡ଼ିସିନ କିଣି ବାରେ ସରୁଛି l ଆଜି ର ଯୁଗରେ ଯଦି ଆମେ ଦେଖିବା ତାହାଲେ ପ୍ରାୟ 90 ପ୍ରତିଶତ ଲୋକ କ୍ୟାଲସିୟମ ର ଅଭାବ ଦେଖା ଦେଇଛି l ଯାହା ଯୋଗୁଁ ଆମ ଶରୀର ରେ ଗଣ୍ଠି ବଥା ଆଣ୍ଠୁ ବ୍ୟଥା ହେଉଛି l

ଅନେକ ଲୋକଙ୍କ ର ବୟସ ହେବା ପୂର୍ବରୁ ନିଜର ଦାନ୍ତ ଖସି ଯାଉଛି l ତଥା ମୁଣ୍ଡ ବ୍ୟଥା ହେଉଛି l ଆମେ ଅତି ଅଳ୍ପ ବୟସ ରେ ହାଡ଼ ଜନିତ ରୋଗରେ ଆକ୍ରାନ୍ତ ହେଉଛୁ l ତେଣୁ ଏହି ସବୁ ହାଡ଼ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ମେଡ଼ିସିନ ଖାଇ ଥାଉ ତଥା

ଅନେକ ବଡ ବଡ଼ ଡାକ୍ତର ଙ୍କ ସହିତ ପରାମର୍ଶ କରି ଥାଉ ମାତ୍ର ଯେପର୍ଯ୍ୟନ୍ତ ଆମେ ମେଡ଼ିସିନ ଖାଇ ଥାଉ ସେ ପର୍ଯ୍ୟନ୍ତ ସବୁ ଠୀକ ଥାଏ ଯେତେ ବେଳେ ନ ଖାଇ ଥାଉ ସେତେବେଳେ ଯେମିତି କୁ ସେମିତି ପୁଣି ଆରମ୍ଭ ହୋଇ ଯାଏ l

ଆଜି ଆମେ ଏମିତି ଘୋରଇ ଉପଚାର ବତେଇବୁ ଯାହାକୁ ଆପଣ ମାତ୍ର ତିନି ଦିନ ସେବନ କରିବା ପରେ ଆପଣଙ୍କ ଶରୀର ରେ ଏତେ ପରିମାଣରେ କ୍ୟାଲସିୟମ ହୋଇ ଯିବ ଯେ ଆପଣ 90ଵର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ଜନିତ ରୋଗରେ କେବେବି ଆକ୍ରାନ୍ତ ହେବେ ନାହିଁ l

ଏହା କୁ ମଧ୍ୟ ସେବନ କଲେ ବିଭିନ୍ନ ହାଡ ରୋଗ ଅଥବା କୌଣସି ପ୍ରକାର ଦାନ୍ତ ଯୋଗ ଆପଣଙ୍କ ଠାରେ କେବେବି ଦେଖା ଯିବ ନାହିଁ l

ଏହି ଘରୋଇ ମେଡ଼ିସିନ ଖାଇବା ପରେ ଯେଉଁ ମାନଙ୍କ ବାଳ ବୟସ ହେବା ପୂର୍ବରୁ ପlଚି ଯିବା l ଅଧିକ ମାତ୍ରl ରେ ବାଳ ଝାଡ଼ିବା ବନ୍ଦ ହୋଇ ଯିବ l ତେବେ ଚାଲନ୍ତୁ ଜାଣିବା ସେହି ମେଡ଼ିସିନ କୁ କେମିତି ବନେଇବା ଘରେ l, ଆଉ ସେଥିରେ କଣ କଣ ସବୁ ଆବଶ୍ୟକ ହେବ

 ଏହି ଘରୋଇ ମେଡ଼ିସିନ ବନେଇବା ପାଈଁ ମାତ୍ର ଚାରିଟି ଜିନିଷଡଟକର ଯଥା ପୁସ୍ତକ, କ୍ଷୀର, ପଦ୍ମ ମଞ୍ଜି, ମିସିରି l ଏହି ସବୁ ସାମଗ୍ରୀ କୁ ଏକାଠି କରି ସରିବl ପରେ ପ୍ରଥମେ ଗ୍ୟାସ ରେ କରେଇ ରଖନ୍ତୁ ଯେଉଁଥିରେ ପ୍ରଥମେ ଗୋଟିଏ ସଫା ପାତ୍ର ଟେ ନିୟନ୍ତୁ ଆଉ ସେହି ପାତ୍ର କୁ ଗରମ କରନ୍ତୁ

ଏହି ପାତ୍ର ଟି ଗରମ ହେବା ପରେ ପୁସ୍ତକ ମଞ୍ଜିକୁ ଭାଜନ୍ତୁ ଭାଜି ହୋଇ ଗଲା ପରେ ସେଥିରେ ନିଜେ ଯେତିକି କକ୍ଷୀର ପି ପାରିବେ ସେତିକି ପାତ୍ର ରେ ଦେଇ ତାକୁ ଗରମ କରନ୍ତୁ ଏହା ପରେ ସ୍ଥିର ପଦ୍ମ ମଞ୍ଜି ଦେଇ ତାକୁ ଭଲ ଭାବରେ ଫୁଟାନ୍ତୁ l

ପରେ ଏହାକୁ ଉସମ କରି ପିଅନ୍ତୁ l ଦେଖିବେ ମାତ୍ର ତିନି ଦିନ ନିୟମିତ ଖାଇଲେ ସମସ୍ତ କ୍ୟାଲସିୟମ ରୋଗ ଦୂର ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।