୨ ଥର ପିଅନ୍ତୁ, ହାତ ଗୋଡ଼ରେ କଷ୍ଟ, ଅଣ୍ଟା ବିନ୍ଧା, ପେଟରେ କଷ୍ଟ ଭଳି ସମସ୍ୟା ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ୧୦୦% ଗ୍ୟାରେଣ୍ଟି
ବର୍ତମାନ ପ୍ରାୟ 60 ବର୍ଷ ପରେ ଆମ ଦେଶରେ ବହୁତ ଲୋକ ହାଡ ଜନିତ ରୋଗରେ ପୀଡିତ ହେଉଛନ୍ତି l ବୟସ ନହେବା ପୂର୍ବରୁ ଲୋକଙ୍କର ଚୁଟି ପାଚିଯାଉଛି l ଅତି ଶୀଘ୍ର ବୁଢା ହୋଇ ଯାଉ ଛନ୍ତି ଓ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ଯାଉଛନ୍ତି l
ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘୋରାଇ ସାମଗ୍ରୀ ବିଷୟରେ କହିବୁ ଯାହାକୁ ଆପଣ ଜାଣିଛନ୍ତି କିନ୍ତୁ ତାହାର ଉପକାରିତା ଜାଣି ନାହାନ୍ତି l
ଆଜି ର ଏହି ଲୋକ ମାନେ ଅନେକ ପ୍ରକାର ତୈଳ ଜନିତ ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହୋଇ ଥାଏ l ଶରୀର ରେ ପୋଷଣ ଅଭାବ ରୁ ଗୋଡ଼ ବଥା ଆଣ୍ଠୁ ଯନ୍ତ୍ରଣା ଅଣ୍ଟା ଯନ୍ତ୍ରଣା ପେଟ ଯନ୍ତ୍ରଣା ଭଳି ଅନେକ ରୋଗ ସବୁବେଳେ ଲାଗି ରହି ଥାଏ l ତେଣୁ ଆମେ ଏକ ସରଳ ଉପାୟରେ କେମିତି ଭଲ କରିବେ ଦେଖନ୍ତୁ l
ପ୍ରଥମେ ଏକ ପାତ୍ର ନିୟନ୍ତୁ l କିଛି ପାନ ମୋହୁରି ଓ ଅଦା ନିୟନ୍ତୁ ଓ ଗୋଟେ ଗ୍ଲାସ ରେ କ୍ଷୀର ନିୟନ୍ତୁ l ଗୋଟିଏ ପାତ୍ର ରେ ସେହି କ୍ଷୀର କୁ ଢଳାନ୍ତୁ l କ୍ଷୀର ଢାଳି ସାରିବା ପରେ ସେହି କ୍ଷୀର ରେ ପାନ ମୋହୁରି କୁ ମିଶାନ୍ତୁ l ଏଗୁଡ଼ିକୁ ମିଶି ସାରିବା ପରେ କିଛି ଅଦା କୁ ନେଇ ପେଷ୍ଟ କରି ମିଶି ଦିଅନ୍ତୁ l
ମିଶି ସାରିବା ପରେ ଏହି ମିଶ୍ରଣ କୁ ନେଇ ଜଳୁ ଥିବା ଏକ ଗ୍ୟାସ ରେ ଫୁଟାନ୍ତୁ ଏମିତି ଫୁଟାନ୍ତୁ ଯେମିତି ମିଶ୍ରଣ ଟି ସମ୍ପୂର୍ଣ ଭାବରେ ମିଶି ଯିବ l ଏହି ମିଶ୍ରଣ କୁ କିଛି ସମୟ ରଖନ୍ତୁ ରଖିଲା ପରେ ଟିକେ ଥଣ୍ଡା ହେଲେ ଏହା କୁ ପିଅନ୍ତୁ l ଏହି ମିଶ୍ରଣ ରାତିରେ କରି ପିଅନ୍ତୁ l ଏମିତି ଗୋଟିଏ ସପ୍ତାହ କରି ପିଅନ୍ତୁ l ଆପଣ ଙ୍କର ଯେତେ ଯନ୍ତ୍ରଣା ଜନିତ ରୋଗ ଆସ୍ତେ ଆସ୍ତେ ଭଲ ହୋଇ ଯିବ l
କାରଣ କ୍ଷୀର ରେ ଭିଟାମିନ, ମିନେରାଲ, ପୁଷ୍ଟିସାର ଓ ଅନେକ ପ୍ରକାର ପୋଷଣ ରହି ଥାଏ l ତେଣୁ ଏହା କୁ ପିଇଲେ ଇମ୍ମ୍ୟୁନିଟି ଶକ୍ତି ଅଧିକ ମାତ୍ର ରେ ମିଳି ଥାଏ l ପାନ ମୋହୁରି ରେ ଅଧିକ ପରିମାଣ ରେ ଶକ୍ତି ରହି ଥାଏ ଏହା କୁ ପାନ ରେ ଖାଇଲେ ଦାନ୍ତ ଜନିତ ରୋଗ ଭଲ ହୋଇ ଥାଏ l ଅଦା ରେ ଅଧିକ ପରିମାଣ ରେ ଆଣ୍ଟି ଆକ୍ସିଡେଣ୍ଟ ରହି ଥାଏ l ଅଦା କୁ ଲୁଣ ଦେଇ ଖାଇଲେ ଅମ୍ଳତା କମି ଯାଏ l ତେଣୁ ଏହି ମିଶ୍ରଣ କରି ଖାଆନ୍ତୁ ସମସ୍ତ ରୋଗ ଭଲ ହୋଇ ଯିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।