୨୬ ଜାନୁୟାରୀ ବଡ଼ ଗୁରୁବାର(ବସନ୍ତ ପଞ୍ଚମୀ) ଚୁପଚାପ୍ ୩ଟି ଜାଗାରେ ଲୁଣ ରଖନ୍ତୁ,ମା ଲକ୍ଷ୍ମୀ ଧନର ବର୍ଷା କରିବେ Odia

ବର୍ଷ ୨୦୨୩ ର ସବୁଠୁ ବଡ଼ ବସନ୍ତ ପଞ୍ଚମୀ ବର୍ଷ ର ପ୍ରଥମ ଭାବରେ ପଡ଼ିବାକୁ ଥିବା ଅଦ୍ଭୁତ ବସନ୍ତ ପଞ୍ଚମୀ କୁ ସବୁଠୁ ବଡ଼ ଓ ସବୁଠୁ ଖାସ୍ ବସନ୍ତ ପଞ୍ଚମୀ ମାନା ଯାଉଛି। ଯାହାକି ୨୬ ଜାନୁଆରୀ ଗୁରୁବାର ଦିନ ପଡ଼ୁଅଛି। ଏହି ଦିନ ପଡ଼ୁଥିବା ବସନ୍ତ ପଞ୍ଚମୀ କୁ ଏକ ଦୁର୍ଲଭ ସଂଯୋଗ ବନୁଅଛି। ଏମିତିରେ ବି ଏହି ତିନୋଟି ଜାଗାରେ ଚୁପଚାପ ରଖି ଦିଅନ୍ତୁ ଲୁଣ ସର୍ବଶ୍ରେଷ୍ଠ ଫଳ ପ୍ରାପ୍ତି ହେବ। ମୃତ୍ୟୁ ଦଣ୍ଡ, ପିତୃଦୋଷ ସବୁକିଛି ସମାପ୍ତ ହେବ। ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ।

ମା ଲକ୍ଷ୍ମୀ ଆପଣଙ୍କର ଗୃହକୁ ଟାଣି ହୋଇ ଆସିବେ। କାଙ୍ଗାଳ ବି ହୋଇଯିବେ ଧନୀ। ସାମାନ୍ୟ ଲୁଣ କିପରି ଆମକୁ ଧନବାନ ବନାଇଥାଏ। ଲୁଣ ପଇସାକୁ ଚୁମ୍ବକ ପରି ଟାଣିଥାଏ। ଯଦି ଆପଣ ଏହା ପଛର ସତ୍ୟତା ଜାଣିବେ ତାହେଲେ ଆପଣ ବି ହୋଇଯିବେ ଜଲ୍ଦି ଧନବାନ।


ପ୍ରଥମେ ଆପଣଙ୍କୁ ଏହି କଥାର ଭରଷା କରିବା ବହୁତ ଜରୁରୀ ଅଟେ। କାହିଁକିନା ଭରଷା ଉପରେ ହିଁ ଦୁନିଆ ଚାଲିଥାଏ। ପୁରୁଣା ସମୟରୁ ଲୁଣର ବ୍ୟବହାର ହୋଇ ଆସୁଛି। ଲୁଣ କେବଳ ଆମର ଭୋଜନର ସ୍ୱାଦିଷ୍ଠ ବନେଇଥାଏ ବରଂ ଆମକୁ ବହୁତ ଫାଇଦା ଦେଇଥାଏ। ଯଦି ମନୁଷ୍ୟ ମଧ୍ୟରେ ଲୁଣର କମି ହୋଇଯାଏ ତାହେଲେ ଶରୀର କେବେବି ଖରାପ ହୋଇପାରେ। ମାନାଯାଇଥାଏ କି ଲୁଣ ସବୁଠି ଜଲ୍ଦି ଧନବାନ କରାଇଥାଏ।

ଲୁଣ ଚମତ୍କାରୀ ଭାବେ ନିଶ୍ଚିତ ଲାଭବାନ କରାଇଥାଏ। ଲୁଣ ଭିତରେ ସକରାତ୍ମକ ଗୁଣ ଭରି ରହିଥାଏ। ଲୁଣ କୁ ନେଇ କିଛି ଏମିତି ଉପାୟ ଅଛି ଯଦି କୌଣସି ମଣିଷ ଏହି ଉପାୟକୁ କରେ ତାହେଲେ ସେହି ମନୁଷ୍ୟ ନିଶ୍ଚିତ ନିଜର ଗରିବକୁ ଦୂର କରି ପାରିବ। ସେ ବହୁତ ଶୀଘ୍ର ହିଁ ଧନୀ ହେବ। ଲୁଣର ଏହି ଉପାୟ ରାତାରାତି ଆପଣଙ୍କୁ ଚମକେଇ ଦେବ।

୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ୍ ନାଲି ଲଙ୍କା, ଗୋଟିଏ ପ୍ୟାକେଟ ଲୁଣ, ୧୦୦ ଗ୍ରାମ ଶୋରିଷ ତେଲ, ଗୋଟିଏ ପାଣି ବୋତଲ ଏହି ସମସ୍ତ ଜିନିଷକୁ ଏକତ୍ରିତ କରି ଆପଣ କୌଣସି ମହିଳା ବା ପୁରୁଷକୁ ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ ଘରକୁ ଚାଲି ଆସନ୍ତୁ। ଦେଖନ୍ତୁ ଚମତ୍କାରୀ କେମିତି ହେଉଛି। ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ। ଚାକିରି ବ୍ୟବସାୟ ରେ ଉନ୍ନତି ହୋଇଯିବ।

ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣିହୋଇ ଆସିବେ। ସନ୍ଧ୍ୟା ସମୟରେ ଆପଣ କାହାକୁ ଲୁଣ ଦେବେ ନାହିଁ କି କାହାଠୁ ଆଣିବେ ନାହିଁ। ନଚେତ୍ ଘରର ସୁଖ ସମୃଦ୍ଧି ଚାଲିଯାଏ। ତାହା ଲୁଣ ନେଉଥିବା ବ୍ୟକ୍ତି ବି ବରବାଦ୍ ହୋଇଯାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଲୁଣ କାହା ଠାରୁ ନେବା ବା ଦେବା ଉଚିତ୍ ହୋଇ ନଥାଏ।ଲୁଣ ମିଶ୍ରିତ ପାଣିରେ ଘର ପୋଛା ମାରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେଇଥାଏ। ସପ୍ତାହରେ ଦୁଇ ରୁ ତିନି ଥର ଲୁଣ ମିଶ୍ରିତ ପାଣିରେ ଘର ପୋଛନ୍ତୁ।