ସୁପରଷ୍ଟାର Singer Arpita ମୁଁ ବି ନମିତା ଅଗ୍ରୱାଲ ହେବି S2 ରେ କଲେ ଜବରଦସ୍ତ Performance … ମାତ୍ର 4 ଘଣ୍ଟାରେ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ମାନେ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ମୁଁ ବି ନମିତା ଅଗ୍ରୱାଲ ହେବି। ଯେଉଁ ଶୋ ର ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ସମସ୍ତେ ବହୁତ ପସନ୍ଦ ମଧ୍ଯ କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା କଣ ରହିଛି ସେହି ଭାଇରାଲ ଭିଡିଓ ରେ,

ତେବେ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଓଡିଆ ଗାୟିକା ମାନେ ନିଜ ଗୀତ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଓଡିଆ ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ପିତା । ତେବେ ଆପଣ ମାନେ ସମସ୍ତେ ଅର୍ପିତା ଗାଇଥିବା ଅନେକ ସୁପର ହିଟ ଗୀତ ଗୁଡିକ ନିଶ୍ଚୟ ଶୁଣିଥିବେ ।

ଅର୍ପିତା ଅନେକ ଓଡିଆ ଆଲବମରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ଅର୍ପିତା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ହାସଲ କରିଛନ୍ତି ।ତେବେ ଅର୍ପିତା ବର୍ତ୍ତମାନ ଜୋର୍ଜ ଭାବରେ ଯାଇଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ହେଉଥିବା ସମସ୍ତଙ୍କର ପ୍ରିୟ ରିୟାଲିଟି ଶୋ” ମୁଁ ବି ନମିତା ଅଗ୍ରୱାଲ ହେବି ” ସିଜିନ 2 କୁ ଯାଇଥିଲେ |ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ପିତା ଙ୍କୁ ସେହି ଶୋ ରେ ଗାଇବା ପାଇଁ କୁହା ଯାଇଥିଲା ଗୋଟିଏ ନୂଆ ଭଜନ ଗୀତ ଯାହାର ନାଁ ହେଉଛି

“ଗୋଟେ ଅଙ୍ଗେ ରାଧା ତୁମେ ଗୋଟେ ଅଙ୍ଗେ ଶ୍ୟାମ ” ଆଉ ଯେଉଁ ଗୀତ ଟି କୁ ଏପରି ଗାଇଥିଲେ ଯାହା ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କ ମନକୁ ବେଶ ଭଲ ଭାବରେ ଛୁଇଁ ଥିଲା | ଆଉ ଏହି ଶୋ ରେ ଜୋର୍ଜ ଭାବରେ ଆସନ ଗ୍ରହଣ କରିଥିବା ନିଜେ ନମିତା ମ୍ୟାମ, ଗୀତା ମ୍ୟାମ, ସିକୁଣି ଭାଇନା ଓ ମନ୍ମଥ ମିଶ୍ର ମଧ୍ୟ ଖୁସି ହୋଇ ଯାଇଥିଲେ |

ଆଉ ଯେଉଁଠି ସମସ୍ତେ ଅର୍ପିତା ଙ୍କର ବହୁତ ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ | ତେବେ ଏତେ ସୁନ୍ଦର ଭାବରେ ଭଜନ କୁ ପରିବେଷଣ କରିଥିଲେ କି ଯେଉଁ ଗୀତ କୁ ଶୁଣିବା ମାତ୍ରକେ ସମସ୍ତଙ୍କ ମନ ବେଶ ଆନନ୍ଦିତ ହୋଇଯାଇଥିଲା |ତେବେ ଅର୍ପିତା ଖାଲି ଭଜନ ନୁହନ୍ତୁ ସମସ୍ତ ପ୍ରକାରର ଗୀତ କୁ ବହୁତ ସୁନ୍ଦର ଭାବରେ ଗାଇଥାନ୍ତି, ତାହା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଜିଣିଥାନ୍ତି | ତେବେ ଅର୍ପିତା ଙ୍କର ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।